ଆଶଙ୍କା ଓ ଆତଙ୍କ ନେଇ ମାଡି ଆସୁଛି ତିତଲି 

ଭୁବନେଶ୍ୱର : ଆସୁଛି ତିତଲି । ସୁନ୍ଦର ପ୍ରଜାପତି ପରି ନୁହେଁ, ବରଂ ଆସୁଛି ଆଶଙ୍କା ଆଉ ଆତଙ୍କକୁ ସାଙ୍ଗରେ ନେଇ ଭୟଙ୍କର ରୂପରେ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ତିତଲି ଧୀରେ ଧୀରେ ଓଡିଶା ଉପକୂଳ ଆଡକୁ ଗତି କରୁଥିବା ବେଳେ ମଙ୍ଗଳବାର ଅପରାହ@୍ନ ୪ଟା ୩୦ ସୁଦ୍ଧା…

ଝାରବନ୍ଧ ବ୍ଲକ ବିଜୁ ଜନତା ଦଳ ତରଫରୁ ଜନସମ୍ପର୍କ ପଦଯାତ୍ରା 

ବରଗଡ/ ଗୌରାଙ୍ଗ ଚରଣ ଦାଶ  :- ବରଗଡ ଜିଲ୍ଲାର ଝାରବନ୍ଧ ବ୍ଲକ ବିଜୁ ଜନତା ଦଳ ତରଫରୁ ଆଜି କନ୍ଦା ଡଙ୍ଗର ଗ୍ରାମରୁ ଅନୁଗୁଳ ପର୍ଯନ୍ତ ପଦଯାତ୍ରା ର ଆୟୋଜନ କରାଯାଇଥିଲା । ଉକ୍ତ ପଦଯାତ୍ରାରେ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ମୁଖ୍ୟ…

ବିଜେଡିର ଜନ ସମ୍ପର୍କ ପଦଯାତ୍ରା:  ସାନନ୍ଦ ସମର୍ଥକଙ୍କ ଶକ୍ତି ପ୍ରଦର୍ଶନ

ବିଭିନ୍ନ ଯୋଜନାରେ ବାବଦ  ଅର୍ଥ କାଣ୍ଟଛାଣ୍ଟ କରି ଓଡିଶା ପ୍ରତି ଅବିଚାର କରୁଛି କେନ୍ଦ୍ର : ଅରୁଣ  ବାରିପଦା (ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାଠାରେ ଆୟୋଜିତ ହୋଇଥିଲା ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା । ୨୦୧୯ରେ ଅନୁଷ୍ଠିତ  ହେବାକୁ ଯାଉଥିବା ସାଧାରଣ…

ପଥଚାରୀମାନଙ୍କ ତୃଷା ମେଣ୍ଟାଇବା ନିମନ୍ତେ ହାଇଜେନିକ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ

ବାରିପଦା(ଦିଲ୍ଲୀପ ମହାନ୍ତି )-  ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାକୁ ବିଭିନ୍ନ କାର୍ଯ୍ୟରେ ଜିଲ୍ଲା ଓ ଜିଲ୍ଲା ବାହାରୁ ପ୍ରତ୍ୟେକ ଦିନ ହଜାର ହଜାର ଜନସାଧାରଣ ଆସିଥାନ୍ତି । ଏମାନଙ୍କର ତୃଷା ମେଣ୍ଟାଇବାର ମହତ୍ ଉଦେ୍ଧଶ୍ୟ ନେଇ ମାରୱାଡ଼ି ଯୁବା ମଞ୍ଚ ବାରିପଦା ପ୍ରଗତି ଆଗେଇ ଆସି…

  ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ : 12 ଗୋଟି ଅଭିଯୋଗର  ଶୁଣାଣୀ 

PAIKAMAL /ଗୌରାଙ୍ଗ ଚରଣ ଦାଶ  :- ଆଜି ପଇକମାଲ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଏକ ଜନଶୁଣାଣୀ କାର୍ଯକ୍ରମ କରାଯାଇଥିଲା । ଉକ୍ତ କାର୍ଯକ୍ରମ ରେ ବ୍ଲକର ବିଭିନ୍ନ ସ୍ଥାନରୁ ସମୁଦାୟ 12 ଗୋଟି ଅଭିଯୋଗ ଆସିଥିଲା। ଏଥି ମଧ୍ୟରୁ 7 ଗୋଟି ବ୍ୟକ୍ତିଗତ ଓ 5ଗୋଟି ସାମୁହିକ ଅଭିଯୋଗ ରହିଥିଲା । ଉକ୍ତ…

ନିଜ ନିର୍ବାଚନମଣ୍ଡଳୀରେ ବଢୁଛି  ମନ୍ତ୍ରୀ ରମେଶ ମାଝୀଙ୍କ ପତିଆରା

  ବିଜେଡିରେ ଯୋଗଦେଲେ ଝରିଗାଁ ନିର୍ବାଚନ ମଣ୍ଡଳୀର ବିଜେପି ଓ କଂଗ୍ରେସର ନିର୍ବାଚିତ ପ୍ରତିନିଧି ଏବଂ ସମର୍ଥକ ଭୁବନେଶ୍ୱର :  ମାନ୍ୟବର ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ମନ୍ତ୍ରୀ ଶ୍ରୀ ରମେଶ ମାଝୀଙ୍କ ନେତୃତ୍ୱରେ…

ଓଡ଼ିଆ ବିଶ୍ୱବିଦ୍ୟାଳୟ ଓଡ଼ିଆ ଭାଷା ଓ ସଂସ୍କୃତି କ୍ଷେତ୍ରରେ ଏକ ଐତିହାସିକ ମାଇଲ୍‍ଖୁଣ୍ଟି

ବିରୋଧୀ ଦଳଙ୍କ ଅଭିଯୋଗ ଦୁର୍ଭାଗ୍ୟଜନକ ଓ ରାଜନୈତିକ ଉଦ୍ଦେଶ୍ୟ  ପ୍ରଣୋଦିତ ଭୁବନେଶ୍ୱର: ୧୮ବର୍ଷର ସୁଶାସନ ଓଡ଼ିଶାକୁ ଯୋଗାଉଥିବା ବିଜୁ ଜନତା ଦଳ ସରକାର ଏବଂ  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଉ ଏକ ଐତିହାସିକ ନିଷ୍ପତ୍ତି ନେଇ ଓଡ଼ିଆ ଭାଷା ଏବଂ ସଂସ୍କୃତିର ବିକାଶ କ୍ଷେତ୍ରରେ ଯେଉଁ…

କେତକୀଙ୍କ  ଚଟକଣୀର ବଦଲା ନେଉଛନ୍ତି କି ପୁରୁଷୋତ୍ତମ !!!

( ଗୁଣପୁର ରୁ ସିଦ୍ଧାର୍ଥ ଦାଶ ):କଂଗ୍ରେସ ପକ୍ଷରୁ ଶ୍ରୀ ପୁରୁଷୋତ୍ତମ ଗମାଙ୍ଗଙ୍କୁ ବିଧାନସଭା ର ପ୍ରାର୍ଥୀ ନିମନ୍ତେ ଚୟନ କମିଟି ସ୍ଥିର କରିଥିବା ବେଳେ ଏହାକୁ ନେଇ ସାଧାରଣ ରେ ବହୁତ କଳ୍ପନା ଜଳ୍ପନା ଚାଲିଛି । କିଛି ଦିନ ତଳେ କରାଯାଇଥିବା ଏକ ଭୋଟିଂ ପୋଲ୍ ଜରିଆରେ ପୁରୁଷୋତ୍ତମ ଗମାଙ୍ଗ…

ସମ୍ ହସ୍ପିଟାଲରେ  କମ୍ ଖର୍ଚ୍ଚରେ ପୋଏମ୍ ପଦ୍ଧତିରେ ଚିକିତ୍ସା

ଭୁବନେଶ୍ୱର,  : ଇନଷ୍ଟିଟ୍ୟୁଟ  ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲ୍ର ଡାକ୍ତରମାନେ “ପର୍ ଓରାଲ୍ ଏଣ୍ଡୋସ୍କୋପିକ୍ ମାୟୋଟୋମି” (ପୋଏମ୍) ପଦ୍ଧତିରେ ଚିକିତ୍ସା କରି ଓଡ଼ିଶା ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଉ ଏକ ନୂଆଫର୍ଦ୍ଧ ଯୋଡିଛନ୍ତି । ଖୁବ୍ କମ୍ ଖର୍ଚ୍ଚରେ ନୂଆ ପ୍ରକ୍ରିୟାରେ ଆକାଲାସିଆ…

ରାଜେନ୍ଦ୍ର କଲେଜରେ ଛାତ୍ର ଅଶାନ୍ତି

ବଲାଙ୍ଗୀର(Niroj Mishra): ରାଜ୍ୟବ୍ୟାପୀ ଛାତ୍ର ସଂସଦ ନିର୍ବାଚନକୁ ନେଇ ଅନେକ ସ୍ଥାନରେ ଉତ୍ତେଜନା ଦେଖା ଦେଇଥିବା ବେଳେ  ବଲାଙ୍ଗୀର ରାଜେନ୍ଦ୍ର ସ୍ବୟଂ ଶାସିତ ମହାବିଦ୍ୟାଳୟ ସେଥିରୁ ବାଦ ପଡିନି | କଲେଜରେ ମଙ୍ଗଳବାର ଛାତ୍ର ଅଶାନ୍ତି ଦେଖାଦେଇଛି। ଉତ୍ତ୍ୟକ୍ତ ଛାତ୍ରମାନେ କଲେଜ…