Sign in
Sign in
Recover your password.
A password will be e-mailed to you.
ବିଜୁ ଜନତା ଦଳ ଅନୁସୂଚିତ ଜାତି ସାମ୍ମୁଖ୍ୟର ମହାସମାବେଶ ନିମନ୍ତେ ପ୍ରସ୍ତୁତି ବୈଠକ
ଭୁବନେଶ୍ୱର : ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ଠାରେ ଦଳର ଅନୁସୂଚିତ ଜାତି ସାମ୍ମୁଖ୍ୟର ଏକ ପ୍ରସ୍ତୁତି ବୈଠକ ରାଜ୍ୟ ଆବାହକ ଶ୍ରୀ ବିଷ୍ଣୁଚରଣ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ମାସ ୨୦ରୁ ୨୮ ତାରିଖ ମଧ୍ୟରେ ରାଜ୍ୟର ଅନୁସୂଚିତ ଜାତି ଲୋକମାନଙ୍କୁ ନେଇ ଭୁବନେଶ୍ୱର…
ସ୍ୱର ଓ ଆଂଗୁଳିର ଯାଦୁରେ ଶ୍ରୋତା ହୁଅନ୍ତି ବିଭୋର : ସମସ୍ତଙ୍କ ମୁହଁରେ ବାଃ ମୂଖୀରାମ
କୋମନା (ଭାଗିରଥି ଭୋଇ): ଗାଁ ଗଣ୍ଡାରେ ସମ୍ବଲପୁରୀ ବାଦକ ତଥା ଗାୟକ କଥା ମନେ ପଡିଲେ ଆଗ ମନେ ପଡନ୍ତି ମୁଖିରାମ ତାଣ୍ଡି । ତାଙ୍କ ଆଙ୍ଗୁଳି ଚାଳନାରେ ସତେ ଯେମତି ଭରି ରହିଛି ଯାଦୁ । କେତେ ବେଲେ ସମ୍ବଳପୁରୀ ତ କେତେ ବେଲେ ଦଣ୍ଡ ବାଦ୍ୟରେ ବିଭୋର କରନ୍ତି ଦର୍ଶକଙ୍କୁ । ନିଜେ ଗାୟକ ନିଜେ…
ଅର୍ପଣ ଦାଙ୍କୁ ହରାଇ ବଲାଙ୍ଗୀର ତାର ଜଣେ ସୁଯୋଗ୍ୟ ସନ୍ତାନକୁ ହରାଇଲା
ଅର୍ପଣ ଘୋଷଙ୍କ ସ୍ମୃତିରେ ଶୋକସଭା
ବଲାଙ୍ଗୀର/ନିରୋଜ ମିଶ୍ର : ବଲାଙ୍ଗୀରର ସାମାଜୀକ, ସାଂସ୍କୃତିକ ଓ ସଂଗଠନ କ୍ଷେତ୍ରରେ ଅର୍ପଣ ଘୋଷ ଥିଲେ ଜଣେ ଅଗ୍ରଣି ବ୍ୟକ୍ତିତ୍ୱ । ତାଙ୍କର ଆମାୟିକ ବ୍ୟବହାର, ଆକର୍ଷଣୀୟ ବ୍ୟକ୍ତିତ୍ୱ ଓ ମେଳାପି ମାନସିକତା ତାଙ୍କୁ ସବୁ ବର୍ଗରେ ପରିଚିତ କରିଥିଲା ।…
ଆଶା ଘେରିଲେ ଡାକ୍ତରଖାନା,ଡାକ୍ତରଖାନା ଅଚଳ
ସୋହେଲା(ଶାସକପ୍ରଶାସକ)
ସୋହେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଜି ସକାଳ ୧୦ଟାରୁ ସୋହେଲା ବ୍ଳକ ଆଶା ସଂଘ ତରଫରୁ ସୋହେଲା ଡାକ୍ତରଖାନାକୁ ଘେରାଉ କରାଯାଇଥିଲା । ରୋଗୀସେବା ଚାଲୁ ରହିଥିବାବେଳେ ପ୍ରଶାସନିକ ବିଭାଗ ସଂପୂର୍ଣ୍ଣ ଅଚଳ ହୋଇଯାଇଥିଲା । ଆଶା କର୍ମୀମାନେ କାର୍ଯ୍ୟାଳୟରେ ମଧ୍ୟ…
ବଲାଙ୍ଗୀରରେ ୩୦ ତମ ସଡ଼କ ସୁରକ୍ଷା ସଚେତନତା ସପ୍ତାହ ଆରମ୍ଭ
ବଲାଙ୍ଗୀର(ନିରୋଜ ମିଶ୍ର) -ସବୁବର୍ଷ ପରି ଚଳିତବର୍ଷ ମଧ୍ୟ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ପ୍ରଣୟ କୁମାର ମିଶ୍ର ଙ୍କ ନେତୃତ୍ୱରେ ସଡ଼କ ସୁରକ୍ଷା ସଚେତନତା ସପ୍ତାହର ଶୁଭାରମ୍ଭ ହୋଇଛି । ଫେବ୍ରୁଆରି ୪ ତାରିଖରୁ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ପାଳିତ…
ଅନୁସୂଚିତ ଜାତି ମେଧାବୀ ଛାତ୍ରଛାତ୍ରୀଙ୍କ ବୃତ୍ତି କାଟର ପ୍ରତିବାଦ
ପଦ୍ମପୁରରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ଦସ୍ତଖତ ଅଭିଜାନ ଆରମ୍ଭ ।
ପଦ୍ମପୁର/ନିଳ ଦୀପ-କେନ୍ଦ୍ର ସରକାର ରାଜ୍ୟର ଅନୁସୂଚିତ ଜାତିରେ ମେଧାବୀ ଛାତ୍ରଛାତ୍ରୀଙ୍କ ବୃତ୍ତି ଅନୁଦାନ ଅଂଶଧନ କାଟ୍ ପ୍ରତିବାଦରେ ଆଜି ଜିଲ୍ଲାରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ଦସ୍ତଖତ ସଂଗ୍ରହ ଅଭିଜାନ ଆରମ୍ଭ…
ଲାଞ୍ଚୁଆ ପୋଲିସ ବାବୁ।
ନୂଆପଡ଼ାରୁ ଅମିତ ପୁରୋହିତ/ ପ୍ରିୟବ୍ରତ ପଣ୍ଡା : ପୁଣି ଖାକିରେ ଲାଗିଲା କଳଙ୍କ ଛିଟା: ଲାଞ୍ଚ ନେବା ବେଲେ ଧରାପଡିଲେ ପୋଲିସ ବାବୁ । ୭ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ସିନାପାଲି ଥାନାର ଏଏସଆଇ କୢଷ୍ଣ ବଲ୍ଲଭ ଶବର ।ଏକ ମାଡ ପିଟ ଘଟଣା କୁ ଚପାଇ ଦେବା ପାଇଁ…
ଦିନକୁ ଦିନ ଆହୁରି ଜୋର ଧରୁଛି ପଦ୍ମପୁର ଜିଲ୍ଲା ଦାବୀ
(ବରଗଡ ଜିଲ୍ଲା ପ୍ରତିନିଧି ନିଳ ଦୀପ)
ଚିର ମରୁଡି ପ୍ରପିଡିତ ପଦ୍ମପୁର ଉପଖଣ୍ଡକୁ ଜିଲ୍ଳା ଘୋଷଣା ଦାବିରେ ପଦ୍ମପୁର ଜିଲ୍ଳା କ୍ରିୟାନୁଷ୍ଠାନ କିମିଟିର ଆହ୍ୱାନ କ୍ରମେ ଗତ ୦୮/୦୧/୨୦୧୯ ଦିନ ଠାରୁ ପଦ୍ମପୁର ଜିଲ୍ଳା କ୍ରିୟାନୁଷ୍ଠାନ କିମିଟିର ସଦସ୍ୟ ଓ ଅଂଚଳର ବିଭିନ୍ନ ସଂଗଠନ ପକ୍ଷରୁ ଉପ…
୧୯ତମ ସନରାଇଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ:ଚଣ୍ଡିପାଲି ଦଳ ଚମ୍ପିୟାନ ।
ବରଗଡ଼ ଜିଲ୍ଲା ପ୍ରତିନିଧି ନିଳ ଦୀପ
ପଦ୍ମପୁର ବ୍ଳକ ଜମଲା ପଞ୍ଚାୟତ ଜମଲା ଗ୍ରାମରେ ଜମଲା ସ୍ପୋଟର୍ଷ ଏସୋସିଏସନ ଆନୁକୂଲ୍ୟରେ ବିଗତ ଛଅ ଦିନ ଧରି ଚାଲୁଥିବା ୧୯ତମ ସନରାଇଜ କ୍ରକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ ଚଣ୍ଡିପାଲି ଓ ମହୁଲପାଲି ମଧ୍ୟରେ ଅନୁଷ୍ଠିତ ହୋଇଥିଲା…
‘ଜଷ୍ଟିସ୍ ଡ଼ିଲେଡ଼୍ ଜଷ୍ଟିସ୍ ଡ଼ିନାଏଡ଼୍’ : ବିଳମ୍ବିତ ନ୍ୟାୟ , ନ୍ୟାୟ ନୁହେଁ-ଧର୍ମେନ୍ଦ୍ର ପ୍ରଧାନ
ଚିଟଫଣ୍ଡ କମିଶନଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧି ପ୍ରସଙ୍ଗରେ ସାମାଜିକ ଗଣମାଧ୍ୟମରେ ମତ
ଭୁବନେଶ୍ୱର-ଚିଟଫଣ୍ଡ କମିଶନଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧି ପ୍ରସଙ୍ଗରେ ବିଲମ୍ବିତ ନ୍ୟାୟ , ନ୍ୟାୟ ନୁହେଁ ବୋଲି ସାମାଜିକ ଗଣମାଧ୍ୟମରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୨୦୧୪…