ପିନାକୀ ବିଜେଡି ସଂସଦୀୟ ଦଳ ନେତା : ଅଚ୍ୟୁତ ମୁଖ୍ୟ ସଚେତକ, ଅନୁଭବ ଉପମୁଖ୍ୟ 

0

ଭୁବନେଶ୍ୱର : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ବିଜେଡି ସଂସଦୀୟ ଦଳ ନେତା ଭାବେ ମନୋନୀତ କରିଛନ୍ତି  ପୁରୀ ସାଂସଦ ପିନାକୀ ମିଶ୍ର | ମୁଖ୍ୟ ସଚେତକ ଭାବେ ମନୋନୀତ  ହୋଇଛନ୍ତି କନ୍ଧମାଳ ସାଂସଦ ଡ଼ ଅଚ୍ୟୁତାନନ୍ଦ ସାମନ୍ତ | ଉପମୁଖ୍ୟ ସଚେତକ ଭାବେ କେନ୍ଦ୍ରାପଡା ସଂସଦ ଅନୁଭବ ମହାନ୍ତି ଓ ବିଜେଡି ଭାଗରେ ପଡ଼ିବାକୁ ଥିବା ସଂସଦୀୟ ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ ପାଦ ପାଇଁ ଭର୍ତ୍ତୃହରି ମହତାବଙ୍କୁ ମନୋନୀତ କରାଯାଇଛି ବୋଲି ବିଜେଡି ସାଧାରଣ ସମ୍ପାଦକ ବିଜୟ ନାୟକ ସୂଚନା ଦେଇଛନ୍ତି |  

 

Leave A Reply

Your email address will not be published.