ପଦ୍ମପୁର ମିଳିତ  ଶିକ୍ଷକ ସଂଘ ପକ୍ଷରୁ ନବନିର୍ବାଚିତ ବିଧାୟକଙ୍କୁ ଅଭିନନ୍ଦନ 

0

ପଦ୍ମପୁର/ଶାସକ ପ୍ରଶାସକ -ରାଜବୋଡାସମ୍ବର ବ୍ଳକ ମିଳିତ ଶିକ୍ଷକ ସଙ୍ଘ ପକ୍ଷରୁ ନବନିର୍ବାଚିତ ପଦ୍ମପୁର ବିଧାୟକ ଶ୍ରୀଯୁକ୍ତ ବିଜୟ ରଞ୍ଜନ ସିଂ ବରିହାଙ୍କୁ ଶିକ୍ଷକ ସଙ୍ଘ ସଭାପତି ଶ୍ରୀଯୁକ୍ତ ସଦାନନ୍ଦ ପୁରୋହିତଙ୍କ ନେତୄତ୍ବରେ ଏକ ପ୍ରତିନିଧି ଦଳ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ ।ଏହି ଅବସରରେ ଶିକ୍ଷକ ସଂଘ ପକ୍ଷରୁ ଶିକ୍ଷା ସମ୍ବନ୍ଧୀୟ ବିଭିନ୍ନ ଆଲୋଚନା ହେବା ସହ ଦାବୀ ଉପସ୍ଥାପନ କରିଥିଲେ ।ଏହି ସାକ୍ଷାତକାରରେ ଅଶୋକ କୁମାର ବହିଦାର,ମନୋଜ ପଣ୍ଡା,ରଘୁନାଥ ପୁରୀ,ଲଲିତ କୁମାର ଦାଶ,ଶିବପ୍ରସାଦ ଯୋଷୀ,ବିଶ୍ବନାଥ ଯୋଷୀ,ଭରତ ଚନ୍ଦ୍ର ସାହୁ,ରବିନାରାୟଣ ପଣ୍ଡା,ଶାନ୍ତାନୁ ସରାଫ,ଭୋଜରାଜ ସ୍ବାଇଁ,ଟିକୁନୁ ସାହୁ,ଅଶୋକ କୁମାର ପାଣିଗ୍ରାହୀ,ସୁବାଷ ନାଥ ଓ ଅଭିଶେଖ ମହାନ୍ତି ପ୍ରମୁଖ ଶିକ୍ଷକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.