ଭୁବନେଶ୍ୱର,(ଶାସକ ପ୍ରଶାସକ) ଭୁବନେଶ୍ୱରସ୍ଥିତ “ରାଜ୍ୟସ୍ତରୀୟ ଗଣକବି ସାଂସ୍କୃତିକ ସଂସଦ’ ପକ୍ଷରୁ ପଞ୍ଚାୟତିରାଜ,ଆଇନ୍, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନାଙ୍କୁ ଭବ୍ୟ ସଞ୍ଚର୍ଦ୍ଧନା ଜ୍ଞାପନ କରାଯାଇଛି |ସଂସଦର କର୍ମକର୍ତ୍ତା ତଥା ସଦସ୍ୟବୃନ୍ଦ ସର୍ବଶ୍ରୀ ନିରଞ୍ଜନ ପ୍ରଧାନ , କିଶୋର ଚନ୍ଦ୍ର ସିଂହ, ଅବନୀ ଚନ୍ଦ୍ର ଦାସ, ପ୍ରମୋଦ କୁମାର ମିଶ୍ର, ଦେବଜ୍ୟୋତି ଦାସ, ରଜନୀକାନ୍ତ ପରିଡ଼ା, ତପନ କୁମାର ପଟ୍ଟନାୟକ, ଶକ୍ତି ପ୍ରସାଦ ମିଶ୍ର, ହୃଷିକେଶ ବେହେରା, ଶରତ କୁମାର ରାଉତ, ଭୁବନେଶ୍ୱର
ସାମଲ, ରବୀନ୍ଦ୍ର କୁମାର ସାହୁ,ବୀରେଶ ସାହୁ, ମାନସ ମହା ପାତ୍ର, ପ୍ରଶାନ୍ତ ପଣ୍ଡା, ପ୍ରତାପ ନାୟକ ପ୍ରମୁଖ ଉପସ୍ଥିତ ରହି ମନ୍ତ୍ରୀ ଶ୍ରୀ ଜେନାଙ୍କୁ ତାଙ୍କ ସରକାରୀବାସଭବନରେ ଏକ ସୁଦୃଶ୍ୟ ପୁଷ୍ପମାଲ୍ୟ ଅର୍ପଣ କରି ସମ୍ବର୍ଦ୍ଧନା ଜଣାଇଥିଲୋ।
Sign in
Sign in
Recover your password.
A password will be e-mailed to you.