ଭୁବନେଶ୍ୱର : ଅନୁଗୋଳ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରଜନୀ କାନ୍ତ ସିଂ ବିଧାନସଭାରେ ଉପ ବାଚସ୍ପତି ମନୋନୀତ କରାଯାଇଛି । ସେହିପରି ଧର୍ମଶାଳାର ବିଧାୟକ ପ୍ରଣବ ବଲବନ୍ତରାୟଙ୍କୁ ଉପ ମୁଖ୍ୟ ସଚେତକ ଭାବେ ବିଜୁ ଜନତା ଦଳ ପକ୍ଷରୁ ମନୋନୀତ କରାଯାଇଥିବା ବିଜେଡି ସାଧାରଣ ସମ୍ପାଦକ ବିଜୟ ନାୟକ ସୂଚନା ଡେଇଛନ୍ତି ।