Sign in
Sign in
Recover your password.
A password will be e-mailed to you.
ଫ୍ଲାଇ ଓଭର ବ୍ରିଜ୍ ଓ ଟ୍ରେନ ରହଣୀ ଦାବିରେ ରେଳ ରୋକ !
ଭଦ୍ରକ ( ସତ୍ୟଭୂଷଣ ସ୍ବାମୀ ) : ଭଦ୍ରକ ରେଳ ଷ୍ଟେସନ ଚରମ୍ପାରେ ଫ୍ଲାଇ ଓଭର ବ୍ରିଜ୍ ନିର୍ମାଣ ଦାବିରେ ରେଳ ରୋକ କରିଛି କଂଗ୍ରେସ । ଏହାସହ ସନ୍ତ୍ରାଗାଛି-ତିରୁପତି, ସନ୍ତ୍ରାଗାଛି-ମାଙ୍ଗାଲୋର, ହଳଦିଆ-ଚେନ୍ନାଇ, ପୁରୀ-ବେଲାପୁର ଓ ଖଡ଼ଗପୁର-ବେଲାପୁର ଏକ୍ସପ୍ରେସ୍ ଟ୍ରେନ୍ ରହଣୀ ଦାବିରେ…
ଖୁବ୍ଶୀଘ୍ର ବିଦ୍ୟୁତ କର୍ମଚାରୀଙ୍କ ଥଇଥାନ ଓ ଆର୍ଥିକ ପ୍ୟାକେଜ୍ ସମ୍ଭାବନା
ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘ ସହିତ ମନ୍ତ୍ରିସ୍ତରୀୟ ଆଲୋଚନା
ଭୁବନେଶ୍ୱର : ରାଜ୍ୟ ସଚିବାଳୟରେ ବିଦ୍ୟୁତ ବିଭାଗ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ଓ ବିଭାଗୀୟ ସଚିବ ଶ୍ରୀ ହେମନ୍ତ ଶର୍ମାଙ୍କ ସହିତ ସମସ୍ତ ଉଚ୍ଚ ଅଧିକାରୀଙ୍କ ଉପସ୍ଥିତିରେ ଓଡ଼ିଶା ବିଦୁ୍ୟତ କର୍ମଚାରୀ ମହାସଂଘର ରାଜ୍ୟ…
ଭାତୃହନ୍ତାକୁ ଆଜୀବନ ଜେଲ
ବାରିପଦା(ଦିଲ୍ଲୀପ ମହାନ୍ତି )- ପ୍ରଥମ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଡ଼ଃ. ଭି. ସୁଜାତା ଆଜି କେ ହତ୍ୟା ମାମଲାର ଶୁଣାଣି କରି ଅଭିଯୁକ୍ତ ଭାଇକୁ ଦୋଷୀ ସାବ୍ୟସ୍ତ କରାଇବା ସଂଗେସଂଗେ ଭାରତୀୟ ପିଙ୍ଗଳ କୋଡର଼୍ ଧାରା ୩୦୨ ଅନୁସାରେ ଆଜୀବନ ସଶ୍ରମ କାରାଦଣ୍ଡ କାରାଦଣ୍ଡରେ ଦଣ୍ଡିତ କରାଇଛନ୍ତି…
ଯୁବକଙ୍କୁ ଟାଙ୍ଗିଆରେ ଆକ୍ରମଣ
ରେଢ଼ାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ: ରେଢ଼ାଖୋଲ ସହରର ୧ନଂ ଓ୍ୱାର୍ଡ଼ କେନ୍ଦୁକଟା ଗ୍ରାମର କାଳିଆ ଷଣ୍ଡ (୨୩) ନାମକ ଜଣେ ଯୁବକ ଙ୍କୁ ନିକଟସ୍ଥ କେଲାକଟା ଗ୍ରାମର ଜଣେ ଯୁବକ ଗୁରୁବାର ସନ୍ଧ୍ୟାରେ ଟାଙ୍ଗିଆରେ ଆକ୍ରମଣ କରିଛନ୍ତି l କାଳିଆ ଙ୍କ ବେକରେ ଆଘାତ ଲାଗିଛି l ତାଙ୍କୁ…
ଜେଏସପିଏଲ ଫାଉଣ୍ଡେସନପକ୍ଷରୁ ଆନ୍ତଃ–ବିଦ୍ୟାଳୟ ସ୍ତରୀୟ ଖୋ-ଖୋ ଏବଂ କବାଡି ପ୍ରତିଯୋଗିତା
ଅନୁଗୋଳ : ଜିନ୍ଦଲ ଷ୍ଟିଲ ଏବଂ ପାୱାର ଲିମିଟେଡର ସାମାଜିକ ଦାୟିତ୍ଵବୋଧ ଶାଖା ରୂପେ କାର୍ୟ୍ୟ କରୁଥିବା ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ଆନ୍ତଃ-ବିଦ୍ୟାଳୟ ସ୍ତରୀୟ ଦ୍ଵି-ଦିବସୀୟ ଖୋ-ଖୋ ଏବଂ କବାଡି ପ୍ରତିଯୋଗିତା ସ୍ଥାନୀୟ ବଡମହିତଳାସ୍ଥିତ ଡିଏଭି ସାବିତ୍ରୀ ଜିନ୍ଦଲ ହାଇସ୍କୁଲରଖେଳ ପଡିଆ…
ରାଜବୋଡାସମ୍ବର ଧନୁଯାତ୍ରା:କୄଷ୍ଣ ବଳରାମଙ୍କୁ ଆଣିବା ପାଇଁ ଅକ୍ରୁରଙ୍କୁ ଗୋପପୁର ପ୍ରେରଣ ।
ପଦ୍ମପୁର/ନିଳ ଦୀପ-ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଅନ୍ତର୍ଗତ ଗୋଇବାହାଲି ଠାରେ ଚାଲିଥିବା ରାଜବୋଡାସମ୍ବର ଧନୁଯାତ୍ରା ର ପଞ୍ଚମ ଦିନରେ ମହାରାଜ କଂସଙ୍କ ସ୍ବପ୍ନରେ ଶ୍ରୀକୃଷ୍ଣ ଙ୍କୁ ଦେଖିଥିଲେ । ଶ୍ରୀକୃଷ୍ଣ ଙ୍କୁ କିପରି ମଥୁରା ନଗରୀ କୁ ଆଣିହେବ ସେଥିପାଇଁ ଧନୁଯାତ୍ରାର ଆୟୋଜନ କରି…
ଅଙ୍ଗାରଗଡିଆ ଉଡନ୍ତା ପୋଲର କାର୍ଯ୍ୟ ଆରମ୍ଭ
ବାଲେଶ୍ୱର(ଉଜ୍ଜ୍ୱଳ କର) : ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ସେଟଲମେଣ୍ଟ କାର୍ଯ୍ୟାଳୟ ନିକଟସ ଅଙ୍ଗାରଗଡିଆ ରେଲୱେ ଲେଭଲକ୍ରସିଂ ଉପରେ ଉଡନ୍ତାପୋଲ(Fly over)ର କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଏହାକୁ କଲିକତାର ରେଲୱେ ଠିକାଦାର ଲୋଖୋ- ସତ୍ୟନ୍ଦ୍ର ଜେଭି କମ୍ପାନୀ ଦ୍ୱାରା ଲେଭଲ କ୍ରସିଂ ନିକଟରେ…
ବିଜୁ ପକା ଘର ପାଇଁ ଯୋଗ୍ୟ କି ନାହିଁ ସେତକ ଲେଖିଦେବାକୁ ୫୦୦୦!!!!
ଭିଜିଲାନ୍ସ ଧରିଲା ଲାଞ୍ଚୁଆ ବରିଷ୍ଠ ତହସିଲ କିରାଣୀ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀକୁ
ବାରିପଦା(ଦିଲ୍ଲୀପ ମହାନ୍ତି )- କିଛି ଦିନର ନୀରବତା ପରେ ବାରିପଦା ଭିଜିଲାନ୍ସ ୟୁନିଟ ପୁଣି ଥରେ ସକ୍ରିୟ ହୋଇ ପଡ଼ିଥିବାର ପରିଲକ୍ଷିତ ହୋଇଛି । ଫଳରେ ୟୁନିଟ ବିଛାଇଥିବା ଜାଲରେ ଧରାପଡ଼ି ଜେଲର…
ପାଖରାବାଡଠାରେ ହନୁମାନ ଜୀଉ ବିଗ୍ରହ ପ୍ରତିଷ୍ଠା ଦିବସ
ବାଲେଶ୍ୱର(ଉଜ୍ଜ୍ୱଳ କର) : ସଦର ବ୍ଲକ ଅନ୍ତର୍ଗତ ବଇଁଚା ଗ୍ରାମପଞ୍ଚାୟତର ପାଖରାବାଡ ଗ୍ରାମଠାରେ ଶ୍ରା ଶ୍ରୀ ହନୁମାନ ଜୀଉ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବର ପ୍ରଥମ ଦିବସରେ ଭକ୍ତମାନଙ୍କ ଦ୍ୱାରା ୧୦୦୮ କଳସ ଯାତ୍ରା ହୋଇଥିବା ବେଳେ ସାଢେ ସାତ ହଜାରରୁ ଉଦ୍ଧ୍ୱର୍ ଭକ୍ତମାନେ…
ଯୋଗେଶ୍ ଲଢ଼ିବା ବାଟ ସଫା, କୁସୁମ ହେଲେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ
ସୁନ୍ଦରଗଡ଼ରୁ ହୋରାଚାନ୍ଦ ଦେଉରିଆ
ଯୋଗେଶ ସିଂଙ୍କ ପାଇଁ ସୁନ୍ଦରଗଡ଼ ବିଧାନସଭା ଶେଷଞରୀ ଲଢ଼ିବା ନିଶ୍ଚିତ କରାଇଛି ବିଜେଡି | ଗତ ବିଧାନସଭା ନିର୍ବାଚନରେ ଦଳୀୟ ପ୍ରାର୍ଥୀଭାବେ ଲଢ଼ିଥିବା କୁସୁମ ଟେଟେଙ୍କୁ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ନୁଯୁକ୍ତି ଦିଆଯାଇଥିବା…