ଯୁବକଙ୍କ ଗଳିତ ଶବ ଜବତ 

କନ୍ଧମାଳ/ ଗଗନ ପ୍ରଧାନ : କନ୍ଧମାଳ ଜ଼ିଲ୍ଲା କଳିଙ୍ଗା ନାମକ ସ୍ଥାନରୁ ଏକ କୂଅରୁ ଅଭିଷେକ ଡିଗାଲ ନାମକ ଯୁବକଙ୍କ ଗୋଳିତ ଶବ ପୁଲିସ ଜବତ କରିଛି  ଶୁକ୍ରବାର ସକାଳୁ ସ୍ଥାନୀୟ ଲୋକ ଜାଣିବା ପରେ ଦମକଲ ବାହିନୀ ଏବଂ ପୋଲିସ କୁ ଜଣାଇ ଥିଲେ  ଖବର ପାଇଁ ଘୁ ଉଦୟଗିରି ପୋଲିସ ଏବଂ ଦମକଲ ବାହିନୀ ଘଟଣା…

କୃମି ନାଶକ ଦେବା ପରେ ୨୧ ଅସୁସ୍ଥ 

କନ୍ଧମାଳ/ ଗଗନ ପ୍ରଧାନi: କନ୍ଧମାଳ ଜ଼ିଲ୍ଲା ଘୁ ଉଦୟଗିରି ଠାରେ କୃମି  ନାଶକ ଔଷଧ ଖାଇ ୨୧ ଛାତ୍ର ଛାତ୍ରୀ ଅସୁସ୍ଥ ହୋଇ ଥିବା ସୂଚନା ମିଳିଛି  ଘୁ ଉଦୟଗିରି ହାତୀସାଳ ବିଦ୍ୟାଳୟର ୧୪ ଜଣ ଏବଂ ରାବାନାଯୁ ବିଦ୍ୟାଳୟର ୭ ଜଣ ଅସୁସ୍ଥ ଥିବା ଜଣା ପଡିଛି  ଶୁକ୍ରବାର ଦିନ ଛାତ୍ର ଛାତ୍ରୀମାନଙ୍କୁ…

ଦକ୍ଷିଣ ଓଡିଶା ପାଚିକା ଓ ସହାୟିକା ମହାସଂଘ  ପକ୍ଷରୁ ସ୍ଥାୟୀ ନିଯୁକ୍ତି ଦାବିରେ ଗଣ ଧାରଣା ଓ ବିକ୍ଷୋଭ 

  ଗୁଣପୁରରୁ ସିଦ୍ଧାର୍ଥ ଦାଶ: ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡ ଅଧିନସ୍ଥ ଗୁଡାରୀ ବ୍ଲକ ଠାରେ ଆଜି ଦକ୍ଷିଣ ଓଡିଶା ପାଚିକା ଓ ସହାୟିକା ମହାସଂଘ ଗୁଡାରୀ ବ୍ଲକ କମିଟି ପକ୍ଷରୁ ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ଙ୍କୁ ସ୍ଥାୟୀ ନିଯୁକ୍ତି ଦାବି ରେ ଗଣ ଧାରଣା ଓ ବିକ୍ଷୋଭ  ପାଳନ ହୋଇଯାଇଛି ।…

ପାରଳା ସହରର ଗରିବ ବସ୍ତି ବାସିନ୍ଦାଙ୍କ ବିଭିନ୍ନ ଦାବୀ ଗୁଡିକୁ ନେଇ ଘେରାଉ, ବିକ୍ଷୋଭ ଓ ଗଣଧାରଣା

ବସ୍ତି ସରୁକ୍ଷା ମଞ୍ଚ ପକ୍ଷରୁ ପୌରସଂସ୍ଥା ଓ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର  ପାରଳାଖେମୁଣ୍ଡିରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ ପାଣିଗ୍ରାହୀ ପାରଳାଖେମୁଣ୍ଡି ସହରର ବିଭିନ୍ନ ୱାର୍ଡ  ଅଞ୍ଚଳରେ ବାସ କରି ଆସୁଥିବା ଗରିବ ବସ୍ତି ବାସିନ୍ଦା ବିଭିନ୍ନ ମୌଳିକ ଦାବୀ ଗୁଡିକୁ ନେଇ ଆଜି…

ନାବାଳକ ଛାତ୍ରକୁ କଣ ବଳଦ ଭାବିଲେ ମାଡାମ !!!

କେମିତି ନିଷ୍ଠୁର ହୋଇପାରିବେ ଜଣେ ମାତୃସ୍ଥାନୀୟା ଶିକ୍ଷୟିତ୍ରୀ ?  ପିଲା ଚପଳ, ଖରମତି ସମ୍ପନ୍ନ, ଦୁଷ୍ଟାମୀ ରହିବା ସ୍ୱାଭାବିକ, କାରଣ ସେମାନେ ଶିଶୁ, ନାବାଳକ ଅବୋଧ | କଞ୍ଚା ମାଟିକୁ କଅଁଳ ପରସ ଦେଇ  ଯେମିତି କୁମ୍ଭାର ମାଟି ପାତ୍ରରେ ଗଢିତୋଳିଥାଏ, ସେମିତି ଶିଶୁଟିକୁ ଠିକଣା ଢଙ୍ଗରେ…

ଖଡ଼ିଆଳ ଉତ୍ସବ : ବାହୁବଳୀ ମଞ୍ଚର ସୌନ୍ଦର୍ଯ୍ୟ ଓ କଳାକାର ମାନଙ୍କ ସୁନ୍ଦର ପରିବେଷଣ ମନଛୁଆଁ  

ନୂଆପଡା/ପ୍ରିୟବ୍ରତ ପଣ୍ଡା : ଶୁକ୍ରବାର  ଖଡ଼ିଆଳ ମହୋତ୍ସବରେ  ଜିଲ୍ଲାର ସମସ୍ତ ଅଧ୍ୟକ୍ଷ  ମାନେ ଉପସ୍ଥିତ ଥିଲେ । ଡ଼ ଫନିନ୍ଦମ ସିଂ ଦେଓ ସଭାର ସଭାପତିତ୍ୱ କରିଥିଲେ ।ବିଶିଷ୍ଠ ନାଟ୍ୟକାର ରୋହିତ ନଗେଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସାନ ଘୁଡକା ଵାଲାଙ୍କ ଘୁଡ଼କା ବାଦନ ଲୋକଙ୍କ ମନ…

ମାନସିକ ବିକୃତ ବ୍ୟକ୍ତି ଉଦ୍ଧାର

ଝାରସୁଗୁଡା:ସ୍ଥାନୀୟ ୱେସ୍କୋ କାର୍ଯ୍ୟାଳୟ ନିକଟରୁ ଜଣେ ମାନସିକ ବିକୃତି ବ୍ୟକ୍ତିଙ୍କୁ ଉଦ୍ଧାର କରି ମିଶନ ଆଶ୍ରା ମାନସିକ କେନ୍ଦ୍ର ରେ ଥଇଥାନ କରାଯାଇଛି | ୱେସ୍କୋ କାର୍ଯ୍ୟାଳୟ ନିକଟରେ ଉକ୍ତ ବ୍ୟକ୍ତି ଜଣକ ଅସୁସ୍ଥ ଅବସ୍ଥାରେ ପଡିଥିବା ନେଇ କାର୍ଯ୍ୟ ନିର୍ବାହୀ ଅଧିକାରୀ ସାମାଜିକ କର୍ମୀ…

“ବିସ୍ଥାପିତ ଓ କ୍ଷତି ଗ୍ରସ୍ତ ଲୋକଙ୍କଙ୍କପାଇଁ ଲଢେଇ ବନ୍ଦ ହେବନାହିଁ “

ଝାରସୁଗୁଡା/ଶାସକ ପ୍ରଶାସକ) : ଜିଲ୍ଲାରେ ଗଢି ଉଠିଥିବା ଶିଳ୍ପାନୁଷ୍ଠାନ ଦ୍ଵାରା ବିସ୍ଥାପିତ ଓ କ୍ଷତି ଗ୍ରସ୍ତ ଲୋକଙ୍କଙ୍କପାଇଁ ଭାରତୀୟ କମ୍ୟୁନିଷ୍ଟ ପାଟି ଲଢେଇ କରି ଆସୁଛି ଓ ଭବିଷ୍ୟତରେ ମଧ୍ୟ ଏହି ଲଢେଇ ଜାରିରହିବ ବୋଲି ଦଳର କର୍ମକର୍ତା ମାନେ କହିଛନ୍ତି |ଏହାକୁ ବନ୍ଦ କରିବା ପାଇଁ…

ନାବାଳିକା କୁ ଗର୍ଭବତୀ କରି ଯୁବକ ଫେରାର।

ଝାରସୁଗୁଡା(ଶାସକ ପ୍ରଶାସକ):ଝାରସୁଗୁଡା ସହରରେ ଥିବା ଏକ ଆପାଟମେଣ୍ଟରେ ସଫେଇ କାର୍ଯ୍ୟ କରୁଥିବା ଜଣେ ୧୭ ବର୍ଷୀୟା ନାବାଳିକା ଝିଅ କୁ ସେଠାରେ ରୋଷେଇ କାର୍ଯ୍ୟ କରୁଥିବା ଜଣେ ଯୁବକ ଶାରୀରିକ ସମ୍ପର୍କ ରଖି ଫେରାର ହୋଇଯାଇଥିବା ବେଳେ ନାବାଳିକା ଝିଅ ଟି ୮ ମାସର ଗର୍ଭବତୀ ହୋଇଥିବା ଜଣା ପଡିଛି…

ବେଦାନ୍ତ ଆଲୁମିନିୟମ କରୁଛି  ପ୍ରଦୂଷଣ ନିୟନ୍ତ୍ରଣ ନିୟମକୁ ଖୋଲା ଖୋଲି ଉଲଂଘନ !

କେନ୍ଦ୍ର ସରକାରଙ୍କ ନିକଟରେ ଅଭିଯୋଗ କଲା ଆଞ୍ଚଳିକ ପରିବେଶ ସୁରକ୍ଷା ସଂଘ ଝରସୁଗୁଡା(ଶାସକ ପ୍ରଶାସକ):ବେଦାନ୍ତ ଆଲୁମିନିୟମ ସମସ୍ତ ପ୍ରକାର ପ୍ରଦୂଷଣ ନିୟନ୍ତ୍ରଣ ନିୟମକୁ ଖୋଲା ଖୋଲି ଉଲଂଘନ କରି ହୀରାକୁଦ ବନ୍ଧ ପ୍ରତି ବିପଦ ସୃଷ୍ଟି କରୁଥିବାରୁ ସେ ସମ୍ପର୍କରେ ଏକ ଉଚସ୍ତରିୟ ତଦନ୍ତ କମିଶନ…