ନୟାଗଡ (ବିଶ୍ୱଜିତ ନାୟକ )- ଚନ୍ଦନ ନାମକ ଏକ ଘରୋଇ ବସ ଗଣିଆ ଠାରୁ ଏକ ବରଯାତ୍ରୀ ନେଇ ଜିଲିଂଡା ଯାଇଥିଲା I ସେଠାରେ ବରଘର ଲୋକଙ୍କର କାମ ସରିବା ପରେ ବସଟି ପୁଣି ରାତିରେ ଗଣିଆ ଅଭିମୁଖେ ଫେରୁଥିଲା I ଗାଡିର ହେଲ୍ପର ଗାଡି ଗେଟ ପାଖରେ ଛିଡାହୋଇଥିବା ସମୟରେ ହଠାତ ପଂଚମୁହିଁ ଛକଠାରେ ଗାଡ଼ିରୁ ଖସିପଡିଥିଲେ I ବସର କର୍ମଚାରୀମାନେ ପ୍ରଥମେ ଗଣିଆ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ସେଠାରୁ ଡାକ୍ତର ତାଙ୍କୁ ନୟାଗଡ ମୁଖ୍ୟ ଚିକିତ୍ସାଳୟକୁ ପଠାଇଦେଇଥିଲେ ଏବଉଁ ନୟାଗଡଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ମୃତ ହେଲ୍ପର ଜଣକ ହେଉଛନ୍ତି ଘଣାଶାଳିଆ ଗ୍ରାମର ପ୍ରକାଶ ବେହେରା |
Sign in
Sign in
Recover your password.
A password will be e-mailed to you.