କିଏ ହେବ ଟିକେ ସାହା :ପିଲାଟି ମୁଣ୍ଡରେ ଅସ୍ୱାଭାବିକ ଭାବେ ବଢୁଛି ଘା’

ଗୁଣପୁରରୁ ସିଦ୍ଧାର୍ଥ ଦାଶ : ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଅନ୍ତର୍ଗତ ଗଠୋଲପଦର ଗ୍ରାମ ପଞ୍ଚାୟତ ଅଧୀନସ୍ଥ ସାନସାଙ୍ଗୀଡି ଗ୍ରାମରେ ବିଡିକା ସୁକୁଲୁଙ୍କ ଘର। 4 ପୁଅ ଓ ସ୍ତ୍ରୀ ଙ୍କୁ ନେଇ ପରିବାର । ଜଣେ ପାଠ ପଢୁଥିବା ବେଳେ ଅନ୍ୟ ତିନି ଜଣ ଅଶିକ୍ଷିତ। ପରିବାରଟି ଅଣ ଓଡିଆ ଆଦିବାସୀ , ନିଜ…

ଶାରଦୀୟ ଦୁର୍ଗା ପୂଜା ଅବସରରେ ଓଡ଼ଗାଁ ଅଂଚଳ ଉତ୍ସବ ମୁଖର

ଓଡ଼ଗାଁ, ( ଶ୍ରୀକାନ୍ତ କୁମାର ମିଶ୍ର): ସାର୍ବଜନିନ ଦୁର୍ଗାପୂଜା ଅବସରରେ ଓଡ଼ଗାଁ ଅଂଚଳ ହୋଇଉଠିଛି ଉତ୍ସବବମୂଖର । ନାନାରଙ୍ଗର ଆଲୋକ ମାଳାରେ ପୁଜାମଣ୍ଡପ ହୋଇ ଉଠିଛି ଅଧିକ ଆକର୍ଶଣୀୟ । ଦୀର୍ଘ ଅର୍ଦ୍ଧ ଶତାବ୍ଧି ଧରି ଓଡ଼ଗାଁ ବ୍ଲକ ସାମ୍ନାରେ ଚାଲିଆସିଥିବା ମା’ ଦୁର୍ଗାଙ୍କ ପୂଜାଅର୍ଚାନ…

ଗୁଣୁପୁରର ସମୀକ୍ଷା ବେଳେ ଗୁଣୁପୁର ବିଧାୟକ ଗାଏବ !

( ଗୁଣପୁର ରୁ ସିଦ୍ଧାର୍ଥ ଦାଶ ଙ୍କ ରିପୋର୍ଟ ) : ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ , ବ୍ରହ୍ମଗିରି ବିଧାୟକ ସଞ୍ଜୟ ଦାସବର୍ମା , ରାୟଗଡା ବିଧାୟକ ଲାଲବିହାରୀ ହିମିରିକା , ରାଜ୍ୟ ଯୋଜନା ବୋର୍ଡ଼ ସଦଶ୍ୟ ସୁଧୀର ଦାସ ପ୍ରଭାବିତ ଅଞ୍ଚଳ ଗସ୍ଥ କରି ସେମାନଙ୍କ ସମସ୍ୟା ବିଷୟରେ ପଚାରି ବୁଝିଥିଲେ…

“ପ୍ରଶାସନ ଆଉ ଲୋକ ପ୍ରତିନିଧି ଚାହିଁଥିଲେ ବଂଚିଯାଇଥାନ୍ତେ ଭିନ୍ନକ୍ଷମ ଯୁଗଳ”

  ଅସହାୟ ଭିନ୍ନକ୍ଷମଙ୍କ ମୃତ୍ୟୁ ଘଟଣା, ଖାଦ୍ୟ ଅଧିକାର ଅଭିଯାନ କର୍ମୀ କଲେ ତଦନ୍ତ ଓଡଗାଁ : ଓଡଗାଁ ଥାନା ପାଣ୍ଡେରୀପଡା ପଂଚାୟତର ଦେଓଗାଁରେ ୧୪ ତାରିଖ ସନ୍ଧ୍ୟାରେ ନିଃସହାୟ ଦୃଷ୍ଟିବାଧିତ ଭିନ୍ନକ୍ଷମର ଅନାହାର ମୃତ୍ୟୁ ଘଟଣା ସମ୍ପର୍କରେ ଦୈନିକ ଓଡିଆ ଖବର କାଗଜ ନିତିଦନରେ ପ୍ରକାଶିତ…

କଦଳୀଗଡ଼ ହାଇସ୍କୁଲ ରେ ସହିଦ୍ ଦିବସ ପାଳନ

ରେଢ଼ାଖୋଲ ରୁ ଯଶୋବନ୍ତ ସାହୁ: ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ କଦଳୀଗଡ଼ ହାଇସ୍କୁଲ ରେ ସହିଦ ଦିବସ ଅବସର ରେ କୁଇଜ୍ ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଟିତ ହୋଇଯାଇଛି l ଏହି ପ୍ରତିଯୋଗିତା ରେ ନବମ ଓ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ l ଏହି ପ୍ରତିଯୋଗିତା କୁ ରେଢ଼ାଖୋଲ ଥାନା…

ଦୁଇ ଦିବ୍ୟାଙ୍ଗ ଖେଳାଳୀ ଓଡ଼ିଶାର ଗର୍ବ

ନୂଆପଡ଼ା/ପ୍ରିୟବ୍ରତ ପଣ୍ଡା ,ନୂଆପଡ଼ା ଜିଲ୍ଲାର ବଡେନ ବ୍ଲକ ସଦର ମହକୁମାର ସୌନ୍ଦଯ୍ୟ ପ୍ରଧାନ ଏବଂ ପ୍ରାଚୁର୍ୟ ପ୍ରଧାନ ଅନ୍ତରାଷ୍ଟ୍ରୀୟ ସ୍ତରରେ ଚେସ୍ ରେ କୃତିତ୍ୱ ଅର୍ଜନ କରି ଛନ୍ତି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଦୁଇ ଭାଇ ଙ୍କୁ ଅଭିନନ୍ଦନ ଜଣେଇ ଥିଲେ ।ଦୂତି ଚାନ୍ଦ ଏସିଆନ…

ବିଚିତ୍ର ସ୍ୱାସ୍ଥ୍ୟ ବିଭାଗ, ବିଚିତ୍ର ତା ନୀତି 

କାଉ ଖାଇଲେ ପଣସ , ବଗ ମୁଣ୍ଡ ରେ ଅଠା ଗୁଣପୁରରୁ ସିଦ୍ଧାର୍ଥ ଦାଶ : ରାୟଗଡା ଜିଲ୍ଲା ରେ ୨ ବର୍ଷ ମଧ୍ୟରେ ବଦଳି ହେଲେ ୭ ସି.ଡି.ଏମ.ଓ । ସେପ୍ଟେମ୍ବର ୨୫ ତାରିଖରେ ବିମଳା ସାହୁ ରାୟଗଡା ଜିଲ୍ଲା ର ସି.ଡି.ଏମ.ଓ ଭାବେ ନିଯୁକ୍ତି ପାଇଥିଲେ । ଗତ ଦିନ ରେ ଅର୍ଥାତ ୧୨ ତାରିଖ ଦିନ ନୂଆ ୧୦୮…

ଅସହାୟଙ୍କ ଶବକୁ କାନ୍ଧଦେଇ ସତ୍କାର କରିବା ପରେ ମନ୍ତୀ ସୁଶାନ୍ତ ସିଂଙ୍କ ପ୍ରତି ସମାଲୋଚନା ବାଣ

ରାଜନୀତିରେ ବଢୁଛି ଅସହିଷ୍ଣୁତା, ସଜ ମାଛରେ ବି ପୋକ ପକାଇଦେଉଛନ୍ତି ! ବରଗଡ/ଗୌରାଙ୍ଗ ଦାଶ :- ଆସାମର କଂଗ୍ରେସ ବିଧାୟକ ରୂପଜ୍ୟୋତି କୁର୍ମୀ ଜଣେ ଅସହାୟଙ୍କ ଶବ କାନ୍ଧେଇ ନେଇ ସତ୍କାର କରିଥିଲେ । ଆଉ ମିଡିଆ ତାଙ୍କର ଏ ମହତ କାମକୁ ପ୍ରଶଂସା କରି ତାଙ୍କୁ ହିରୋ କରିଦେଇଥିଲେ । ଓଡିଶାାରେ…

୧୪୪ ଆଦେଶକୁ ବି “ସି”  କଲେନି ମାଫିଆ !!!

୨୪ ଘଂଟା ପୂରିନି, ଡଙ୍କାରୀରେ ଶୁଭିଲା ବ୍ଳଷ୍ଟିଙ୍ଗର ଠୋ ଠା ଯାଜପୁର(ଜୟଶଙ୍କର ଦାଶ)  ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଜେନାପୁର ଥାନା ଅନ୍ତର୍ଗତ ଡଙ୍କାରୀ ପାହାଡର ଚୋରା ପଥର କାରବାର ସମଗ୍ର ରାଜ୍ୟରେ ଚର୍ଚ୍ଚିତ ଘଟଣା ହୋଇଥିବା ବେଳେ ସରକାର ମଧ୍ୟ ଏଥିନେଇ ଜନଅସନ୍ତୋଷର ଶୀକାର ହେଉଛନ୍ତି…