Sign in
Sign in
Recover your password.
A password will be e-mailed to you.
କିରମୀରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅପାତକାଳୀନ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ |
ଝାରସୁଗୁଡା/Bikram Mahapatra : ଝାରସୁଗୁଡା ଜିଲ୍ଲା କିରମୀରା ବ୍ଲକରେ ଥିବା ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଅପାତକାଳୀନ ସ୍ଥିତିରେ କୌଣସି ଡାକ୍ତର କିମ୍ବା କର୍ମଚାରୀ ରହୁନଥିବା ଅଭିଯୋଗ ହେଉଛି | ଉକ୍ତ ଡାକ୍ତର ଖାନାକୁ ଦୂର ଦୂରାନ୍ତରୁ ଆସି ଚିକିତ୍ସା ପାଇଁ ଅପେକ୍ଷା…
ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଜୟନ୍ତୀ ଉପଲକ୍ଷେ ରାଜ୍ୟସ୍ତରୀୟ ପ୍ରତିଯୋଗିତା
ଭୁବନେଶ୍ୱର– ବିଶିଷ୍ଟ ଯୁବନେତା, ପୂର୍ବତନ ବିଧାୟକ ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ୫୫ତମ ଜନ୍ମ ଜୟନ୍ତୀ ପାଳନର ଅବ୍ୟବହିତ ପୂର୍ବରୁ ଲୁଲୁ ମହାପାତ୍ର ରାଜ୍ୟ ସ୍ତରୀୟ ସ୍ମୃତିକମିଟି ପକ୍ଷରୁ ପୁରୁଣା ଭୁବନେଶ୍ୱରସ୍ଥ କୋରାପୁଟ ଭବନ ଠାରେ ଏକ ବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତା…
ସିରିଜ ଦୁର୍ଘଟଣା ଘଟାଇଲା ଘନ କୁହୁଡି, ଧାଡିରେ ପିଟି ହୋଇଗଲେ ୧୧ ଗାଡି
ସୁନ୍ଦରଗଡ଼ (ହୋରାଚାନ୍ଦ ଦେଉରିଆ ) ସୁନ୍ଦରଗଡ଼ ଜିଲ୍ଲାରେ ଘନ କୁହୁଡି ପାଇଁ ପ୍ରଥମ ଥର ପାଇଁ ଘଟିଛି ସିରିଜ ଦୁର୍ଘଟଣା, ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ନିକଟସ୍ଥ ଗଡ଼ପୋଷ ଛକ ନିକଟରେ ,ଘନ କୁହୁଡି ଯୋଗୁ କିଛି ଜଣା ନ ପଡୁଥିବା ବସ, ଟ୍ରକ, ଟେମ୍ପୁ ମିଶି୧୧ଟି ଗାଡ଼ି ଲାଗି ଲାଗି ଧାଡିରେ ପିଟି…
ହାତୀ ଆକ୍ରମଣରେ ମହିଳା ମୃତ
ସୁନ୍ଦରଗଡ଼/ହୋରଚାନ୍ଦ ଦେଉରିଆ : ସୁନ୍ଦରଗଡ଼ ଜିଲ୍ଲାର ରାଜଗାମପୁର ବନଖଣ୍ଡ ଅଧିନସ୍ଥ ଦୁଡି ଗ୍ରାମର ଜଣେ ମହିଳା ଓ ତାଙ୍କ ସ୍ୱାମୀ କାଠ କାଟି ବା ପାଇଁ ଚୁଡିଆ ଜଙ୍ଗଲକୁ ଯାଇଥିଲେ | ସେଇ ସମୟରେ ଗୋଟିଏ ବଣୁଆ ହାତୀ ଆକ୍ରମଣ ରେ 52 ବର୍ଷୀୟ ବୃଦ୍ଧ ଦମ୍ଫତ୍ତି, ଆଭା କେର୍କେଟା ଓ ତାଙ୍କ ସ୍ୱାମୀ…
କୁଅରୁ ଯୁବକଙ୍କ ମୃତ ଦେହ ଉଦ୍ଧାର :ହତ୍ୟା ନା ଆତ୍ମହତ୍ୟା ସନ୍ଦେହ ଘେରରେ
ନୂଆପଡ଼ା/ଅମିତ କୁମାର ପୁରୋହିତ : ସଦର ଥାନା ମାଉଲିଭଟା ମଦଭାଟି ନିକଟ ଏକ କୂଅରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ହେଲେ ପାୱାରତୋଲା ଗାଁର ଭରତ ରାଉତ(୪୦) । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସନ୍ଦେହ ଘେରରେ ରହିଛି । ଏନେଇ ସଦର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି…
ଚାଲମୁଣ୍ଡା ଡକାୟତି ଘଟଣା, ୪ ଡକାୟତ ଗିରଫ
ନୂଆପଡ଼ା,(ଅମିତ କୁମାର ପୁରୋହିତ): ନୂଆପଡ଼ା ଜିଲ୍ଲା ଜୋଙ୍କ ପୁଲିସକୁ ଏକ ବଡ ସଫଳତା ମିଳିଛି । ଆଜି ଚାଲମୁଣ୍ଡା ଡକାୟତି ଘଟଣାର ପର୍ଦ୍ଧାଫାସ କରି ୪ ଜଣ ଡକାୟତଙ୍କୁ ଗୀରଫ କରି ବଜାଜ ପଲସର ଗାଡି, ଦୁଇଟି ମୋବାଇଲକୁ ଜବତ କରିଛି । ଗୀରଫ ଡକାୟତମାନେ ହେଲେ ଖରିଆରରୋଡ ସହରର ପିଏଚ୍ଡିପଡାର ଛୋଟୁ…
ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ବିଦ୍ୟାଳୟ ପରିଦର୍ଶନ : କାର୍ଯ୍ୟରେ ଅବହେଳା କରୁଥିବା ଶିକ୍ଷକ ନିଲମ୍ବିତ
ନୂଆପଡ଼ା(ଅମିତ କୁମାର ପୁରୋହିତ): ସଦର ବ୍ଳକ ଧରମବନ୍ଧା(ଇନ୍ଦିରା ଆବାସ) ପ୍ରାଥମିକ ବିଦ୍ୟାଳୟ ସହକାରୀ ଶିକ୍ଷକ ଧନିରାମ ମାଝି କାର୍ଯ୍ୟରେ ଅବହେଳା କରିବାରୁ ନିଲମ୍ବିତ ହୋଇଛନ୍ତି । ଆଜି ପୂର୍ବାହ୍ନରେ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ସଦର ବ୍ଳକ ଭିଭିନ୍ନ ସ୍କୁଲ ପରିଦର୍ଶନରେ…
୨୦ ବୋତଲ କଫ ସିରପ ଜବତ, ଜଣେ ଗିରଫ
ନୂଆପଡ଼ା/ଅମିତ କୁମାର ପୁରୋହିତ : ନୂଆପଡ଼ା ଜିଲ୍ଲା କୋମନା ଥାନା ପୁଲିସ ଆଜି ୨୦ ବୋତଲ କପ୍ ସିରଫ ଜବତ କରିବା ସହ ବେଆଇନ କପ ସିରପ ଚାଳଣ ଅଭିଯୋଗରେ ଜଣେ ଯୁବକଙ୍କୁ ଗୀରଫ କରିଛି । ଗୀରଫ ଅଭିଯୁକ୍ତ ହେଲେ ମହୁଲଭଟା ଗାଁର ସୁଜିତ କୁମାର ଭୋଇ(୨୪) । ଆଜି ପୂର୍ବାହ୍ନରେ ମହୁଲଭଟାର ସୁଜିତ ନିଜ…
ପଛୁଆ ବର୍ଗ ବିକାଶ ମଞ୍ଚ ପକ୍ଷରୁ ୬ ଦଫା ଦାବି ନେଇ ଗଣ ଧାରଣା ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ
ବାରିପଦା(ଦିଲ୍ଲୀପ ମହାନ୍ତି )- ପଛୁଆ ବର୍ଗ ବିକାଶ ମଞ୍ଚ ପକ୍ଷରୁ ଆଜି ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ ସହିତ ଗଣଧାରଣା ଦିଆଯିବା ପରେ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ଏକ ୬ ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ପଛୁଆ ବର୍ଗ ବିକାଶ ମଞ୍ଚ ପକ୍ଷରୁ …
“ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିଥିବାରୁ କୁଡ଼ୁମୀ ଜାତି ତାଙ୍କ ନିକଟରେ କୃତଜ୍ଞ”
ବାରିପଦା(ଦିଲ୍ଲୀପ ମହାନ୍ତି )- ଭାରତରେ ବସବାସ କରୁଥିବା କୁଡ଼ୁମୀ ମହାନ୍ତ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ତାଲିକାରେ ପୁନଃ ଅନ୍ତର୍ଭୁକ୍ତ କରାଇବା ଦାବି ନେଇ କୁଡ଼ୁମୀ ସେନା ଦୀର୍ଘ ଦିନରୁ ଆନେ୍ଦାଳନ ଚଳାଇ ଆସୁଛି । ଉକ୍ତ ଆନେ୍ଦାଳନ ପୁରରୁ ଆରମ୍ଭ ହୋଇ ଦିଲ୍ଲୀରେ ପହଁଞ୍ଚି ସାରିଛି ।…