“ପ୍ରତିଟି ମା ଜଣେ ଜଣେ ଦଶଭୁଜା”

ସାହିତ୍ୟ ବାଟିକାର ଶାରଦୀୟ କବିତା ଆସର ଯାଜପୁର( ଜୟଶଙ୍କର ଦାଶ) : ବ୍ୟାସସରୋବର ସାହିତ୍ୟ ବାଟିକାର ଶାରଦୀୟ କବିତା ଆସର, ଯାଜପୁର ରୋଡ଼ ଚୋରଦାସ୍ଥିତ ଦୁର୍ଗାମନ୍ଦିର ପରିସରରେ ବାଟିକାର ସଭାପତି ଗୁଣନିଧି ଗୁରୁଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ସାହିତ୍ୟ ସମାରୋହର ଉଦ୍ଘାଟନୀ…

 ଶାସକ ଦଳରେ ମାଳମାଳ ରାବଣ , ମୁଖିଆ ସେମାନଙ୍କ କ୍ୟାପଟେନ : ଦାମ

୨୦୧୯ରେ ଜନସାଧାରଣ ପ୍ରମାଣ କରିବେ କିଏ ରାମ କିଏ ରାବଣ : ସମୀର Bhubaneswar : ଜଗତସିଂହପୁର ଜିଲ୍ଲାର ଏରସମାରେ ରାବଣପୋଡ଼ିକୁ ନେଇ ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ ଓ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି ମୁହାଁମୁହିଁ ହୋଇଛନ୍ତି ।  ଏରସମାର ଆଂଚଳିକ ଯୁବ ପରିଷଦ ପଡ଼ିଆରେ…

ସୋସିଆଲ ମେଡିଆରେ ଧର୍ମେନ୍ଦ୍ର ଛାଡିଲେ ତିତଲୀ ବାଣ 

"ସରକାର ସାହୁକାର ଭଳି ମଣିଷ ଜୀବନକୁ ଟଙ୍କାର ବିନିମୟରେ ତଉଲୁଛନ୍ତି,  ବରିଷ୍ଠ ମନ୍ତ୍ରୀଙ୍କ  ଅହଂକାର ଭରା ବକ୍ତବ୍ୟ  କଟା ଘା ରେ ଚୁନ ଦେଲା ଭଳି | ମୁହଁ ଫୁଟାଣି ଛାଡି ଆସନ୍ତୁ  ଏକାଠି ପରିଶ୍ରମ କରି ପୂର୍ବସ୍ଥିତି ଫେରାଇ ଆଣିବାକୁ ଚେଷ୍ଟା କରିବା" ଭୁୁବନେଶ୍ୱର – ଓଡିଶା ସରକାର ସାହୁକାର…

ଅଫିସରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ତାଗିଦ : ସମୟ ଭିତରେ କାମ ସାର, ୫ ଦିନ ପରେ ଲୋକ ପଠାଇ ଚେକ କରିବି 

ଭୁବନେଶ୍ୱର, - ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ସ୍ୱତନ୍ତ୍ର ରିଲିଫ କମିଶନର ଓ ଅନ୍ୟ ସମ୍ପୃକ୍ତ ବିଭାଗୀୟ ସଚିବମାନଙ୍କ ସହିତ ତିତିଲି ପରବର୍ତୀ ପୁନରୁଦ୍ଧାର କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଛନ୍ତି । ବୈଠକରେ ମୁଖ୍ୟମନ୍ତ୍ରୀ…

ଏଫଏମ କଲେଜ ପୁରାତନ ଛାତ୍ରଙ୍କ ବନ୍ଧୁମିଳନ

ବାଲେଶ୍ୱର(ଉଜ୍ଜ୍ୱଳ କର) : ଫକୀର ମୋହନ କଲେଜର ୧୯୮୪-୮୯ ବ୍ୟାଚ୍ ପୁରାତନ ଛାତ୍ରଙ୍କ ପଞ୍ଚମ ବାର୍ଷିକ ପାର୍ବଣ ବନ୍ଧୁ ମିଳନ  ମହାନବମୀରେ ଅନୁଷ୍ଠିତ  ହୋଇଯାଇଛି । ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ କ୍ୟାମ୍ପସ ପରିସରରେ ଆୟୋଜିତ ଏହି ବନ୍ଧୁ ମିଳନ ପର୍ବରେ ଶତାଧିକ ପୁରାତନ ଛାତ୍ର ଯୋଗଦେଇ…

ଜନ୍ମଦାତ୍ରୀର ବୁକୁ ଫଟା ଚିତ୍କାର : ଧନରେ…. ତୁ କୁଆଡେ ଗଲୁରେ…

କାଳ  ଦଶହରା, ନିରବ ନିର୍ମଳା : ଏକା ସ୍ମଶାନରେ ଜଳିଲେ ବାପା, ମା ଓ ଝିଅ  ପିପିଲି-  ଧନ ତୁ କୁଆଡେ ଗଲୁରେ....ମୁଁ କେମିତି ବଞ୍ଚିବିରେ....ମତେ ଯାହା ମରଣ ହେଲାଣି....ବୁକୁ ଫଟା ଚିତ୍କାର କରି ଭୁଇଁରେ ଲୋଟି ପଡୁଛି ମା ବୁଢୀଟିଏ | ଗାଁଲୋକଙ୍କ ଆଖିରେ ଲୁହ, ଆଉ କୋହରେ ଫାଟି ପଡୁଥିଲା…

କିଟରେ କ୍ରୀଡ଼ା ମହାକୁମ୍ଭ : ୧୦ହଜାର ପ୍ରତିନିଧିଙ୍କ ସମାବେଶ

Bhubaneswar/ Shasak Prashasak : କିଟରେ ଚାଲିଛି କ୍ରୀଡ଼ା ମହାକୁମ୍ଭ । ସବୁ କ୍ୟାମ୍ପସରେ କ୍ରୀଡ଼ାର ମାହୋଲ୍‍ । କେଉଁଠି ବ୍ୟଡ୍‍ମିଣ୍ଟନ୍‍ ପ୍ରତିଯୋଗିତା ଚାଲିଛି ତ ଆଉ କେଉଁ କ୍ୟାମ୍ପସ୍‍ରେ ଭଲି ବଲ୍‍, ବାସ୍କେଟ୍‍ବଲ, ହକି, ଟେନିସ୍‍, କ୍ରିକେଟ, ସନ୍ତରଣ ଆଉ ଚେସ୍‍ । ଗୁରୁବାରଠାରୁ…

‘ମଣିଷ ସମାଜକୁ ମଧୁମୟ କରିବା ସାହିତ୍ୟର ଲକ୍ଷ୍ୟ’

ଶାରଦୀୟ ବନ୍ଧୁମିଳନ ଓ କବିତା ପାଠୋତ୍ସବ ବରପାଲି,(ଶାସକ ପ୍ରଶାସକ) - ସବୁ ଦୁଃଖ, ଯନ୍ତ୍ରଣା ସତ୍ତେ୍ୱ ଜୀବନକୁ ମଧୁମୟ ଦୃଷ୍ଟିରେ ଦେଖିବା ଓ ଏ ସମାଜକୁ ମଧୁସିକ୍ତ କରିବା ହିଁ ମଣିଷର ଶ୍ରେଷ୍ଠ  ତପସ୍ୟା । ଏହି ମହାନ ବାର୍ତ୍ତା ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୀବନ ଓ ସାହିତ୍ୟରେ…

ନରସିଂହଙ୍କ ହାତରେ ହେଲା ରାବଣ ଦହନ

ଗାନ୍ଧୀନଗର ରାବଣ ପୋଡି : ତାଲପାଲିପଡା ଓ ବିକ୍ରମଛକ ଦୁର୍ଗାପୂଜାରେ ନରସିଂହଙ୍କୁ ସମ୍ବର୍ଦ୍ଧନା ପୂଜା ଏବଂ ଉତ୍ସବ ମାଧ୍ୟମରେ ଆମେ ବଲାଙ୍ଗିରର ବିକାଶ କରିପାରିବା - ନରସିଂହ  ବଲାଙ୍ଗିର/Niroj Mishra  - ମା ଜଗତ ଜନନୀ ଦୁର୍ଗାଙ୍କ ପୂଜନୋସôବ ସହର ପ୍ରତ୍ୟେକ ପୀଠ ଓ ପୂଜା ମଣ୍ଡପମାନଙ୍କରେ…

ମାନସିକ ଭାରସାମ୍ୟ ହରାଇଲେ : ଅକାଳରେ ଚାଲିଗଲେ ଅକ୍ଷୟ 

କାଳିଆପାଣିରୁ ଦୟାନିଧି ମହାନ୍ତ: ମଣିଷର ଚିନ୍ତା ଶକ୍ତି ,ବିବେକ ,ଧର୍ଯ୍ୟ ଆଉ ସାହସ ସବୁ କିଛି ହାର ମାନିଯାଏ ଯେତେବେଳେ ରୋଗ, ବ୍ୟାଧି ,ଦାରିଦ୍ର ଏକା ବେଳେ ଗ୍ରାସକରେ l ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଯାଇଅଛି କାଳିଆପାଣି ଟାଟା ମାଇନିସ ପରିସର ଭିତରେ ଥିବା ମାର୍କେଟ କମ୍ପ୍ଲେକ୍ସର ଜଣେ…