ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର ଉଦଯାପିତ

0

ସୁନ୍ଦରଗଡ/ ହୋରଚାନ୍ଦ ଦେଉରିଆ : ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଳକ୍ ଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଧରଣିଧରପାଲ୍ଲି କଲ୍ୟାଣ ଆଶ୍ରମ ପରିସରରେ ବିଶ୍ବହିନ୍ଦୁ ପରିଷଦ ଧର୍ମପ୍ରସାର ବିଭାଗ ପକ୍ଷରୁ ଗତ 4 ତାରିଖରୁ ଆରମ୍ଭ ହୋଇଥିବା ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଯାଇଛି। ଏହି ଅବସରରେ ଏକ ହୋମଯଜ୍ଞର ଆଯୋଜନ କରାଯାଇଥିଲା। ସମସ୍ତ ପରୀକ୍ଷାର୍ଥୀ ଯଜ୍ଞରେ ଆହୁତି ପ୍ରଦାନ କରିବା ସହିତ ହିନ୍ଦୁତ୍ବର ସୁରକ୍ଷା ପାଇଁ ତନ ମନ ଧନ ଅର୍ପଣ କରି ଆଜୀବନ ବ୍ରତିହୋଇ କାର୍ଯ୍ୟ କରିବାକୁ ସାମୁହିକ ଭାବେ ସଙ୍କଳ୍ପପାଠ କରିଥିଲେ। 

Leave A Reply

Your email address will not be published.