ବଢୁଛି ଅତ୍ୟାଚାର, ପ୍ରଶାସନ ନିରବ ଦ୍ରଷ୍ଟା l

କାଳିଆପାଣିରୁ ଦୟାନିଧି ମହାନ୍ତ : କେନ୍ଦୁଝର ଜିଲ୍ଲା ପଂଡାପଡା ନିକଟସ୍ତ ନଳ ପଙ୍ଗା ଗ୍ରାମର ମହାନ୍ତ କୁଡୁମି ମାନଙ୍କର ସମସ୍ୟା ଏବେ ଉତ୍କଟ ରୂପ ଧାରଣ କରିବାକୁ ଯାଉଅଛି l ଆଦିବାସୀ ( ଜୁଆଙ୍ଗ ) ସମ୍ପ୍ରଦାୟ ବହୁଳ ଏହି ଗ୍ରାମର ସତେଇସିଟି ମହାନ୍ତ ପରିବାରର ପ୍ରାୟ ବାସ୍ତୋରି ଏକର ପଟା ଜମିକୁ…

ହୋମ୍ ଗାର୍ଡ ଓ ଅଗ୍ନିଶମ ବିଭାଗ ଟେଣ୍ଡରରେ ଅନିୟମିତତା ଅଭିଯୋଗ !

କଟକ (ଶାସକ ପ୍ରଶାସକ ବ୍ୟୁରୋ) ହୋମ୍ ଗାର୍ଡ ଓ ଅଗ୍ନିଶମ ବିଭାଗରେ ପ୍ରତିବର୍ଷ ପରି ଚଳିତ ବର୍ଷ ୨୦୧୮-୧୯ ପାଇଁ ୨୧.୦୮.୨୦୧୮ରେ ଟେଣ୍ଡର ପ୍ରକାଶ ହେଲା । ଟେଣ୍ଡରରେ ଜୋତା, କନା, ବୁଟ୍ ପଲିସ୍ ଇତ୍ୟାଦି ସାମଗ୍ରୀ ପାଇଁ ଟେଣ୍ଡର ଆହ୍ୱାନ କରାଗଲା । ୧୦.୦୯ ଟେଣ୍ଡର ଦାଖଲର ଶେଷ ତାରିଖ ରହିଥିଲା ।…

ଲେଖକ ଓ ପାଠକ ମଧ୍ୟରେ ସମନ୍ୱୟ ସ୍ଥାପନ ହେବା ଆବଶ୍ୟକ

ଯାଜପୁର ଜିଲ୍ଲା ଲେଖକ ସମ୍ମେଳନର ପ୍ରତିଭା ପ୍ରଣାମ କାର୍ଯ୍ୟକ୍ରମ । jajpur/ Jayashankar Dash : ଯାଜପୁର ଜିଲ୍ଲା ଲେଖକ ସମ୍ମେଳନ ତରଫରୁ ଧବଳଗିରି ଉଚ୍ଚ ବିଦ୍ୟାଳୟ ପରିସରରେ ସମ୍ମେଳନର ସ୍ଥାୟୀ ସଭାପତି ଡ଼. ରୁଦ୍ରନାରାୟଣ ପୃଷ୍ଟି ପୈାରହିତ୍ୟ କରିଥିବା ବେଳେ ଏହି ଉତ୍ସବଟିକୁ ଯାଜପୁର…

ଦାମଙ୍କ ପାଇଁ ଚିନ୍ତା ବ୍ୟକ୍ତ କରି ଆଶୁ ଆରୋଗ୍ୟ କାମନା କଲା ବିଜେଡି

"ମାନସିକ ଭାରସାମ୍ୟ ହରାଇଥିବା ଦାମ ବାବୁ ଉଚିତ ଚିକିତ୍ସା ନେଇ ଖୁବ ଶୀଘ୍ର ସୁସ୍ଥ ହୁଅନ୍ତୁ" ଭୁବନେଶ୍ୱର: ଏହା ଅତି ଦୁଃଖ ଓ ପରିତାପର ବିଷୟ ଯେ ଦାମବାବୁ ବର୍ତ୍ତମାନ ତାଙ୍କର ମାନସିକ ଭାରସାମ୍ୟ ହରାଇ ବସିଛନ୍ତି । ଆଜିକାଲି ସେ ପ୍ରାୟ ସମସ୍ତଙ୍କ ବିରୋଧରେ କହୁଛନ୍ତି । କେତେବେଳେ…

ପର୍ଯ୍ୟଟକମାନଙ୍କ ନିମନ୍ତେ  ଶିମିଳିପାଳ ଅଭୟାରଣ୍ୟ ନଭେମ୍ବର ୧ରୁ ଖୋଲିବ

ବାରିପଦା(ଦିଲୀପ ମହାନ୍ତି )-ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଶିମିଳିପାଳ ଅଭୟାରଣ୍ୟ ୦୧/୧୧/୨୦୧୮ ଗୁରୁବାରଠାରୁ ପର୍ଯ୍ୟଟକମାନଙ୍କ ନିମନ୍ତେ ଖୋଲିବ ବୋଲି କ୍ଷେତ୍ର ନିର୍ଦ୍ଧଶକ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ବିଧିବଦ୍ଧ…

କଣ ନକହିଲେ ଦାମ, ବାରିପଦା ଛଉ ପଡିଆରେ ନବୀନ ଓ ପାଣ୍ଡିଆନଙ୍କ ଉପରେ ବିଷ ଓଗାଳିଲେ

ଯାହା କହିଲେ ତୁଣ୍ଡରେ ଧରି ହେବନି କି, କାନରେ ଶୁଣି ହେବନି ୧୯ ବର୍ଷ ଧରି କ୍ଷମତା ଉପଭୋଗ କରି ଚୁପ ରହିଥିଲେ ଦାମ , ବିଭିନ୍ନ ଗୁରୁତ୍ୱପୂର୍ଣ ବିଭାଗର ଦାୟିତ୍ୱରେ ଥିଲେ | ହେଲେ ଏବେ କ୍ଷମତାରୁ ବିଦା ହେବା ପରେ ନବୀନ ବାବୁଙ୍କୁ ବୁଲି ବୁଲି ଗାଳି ଦେଉଛନ୍ତି | କ୍ଷମତାରେ ଥିବା ବେଳେ ନବୀନ…

ଦୀପ୍ତି ରଞ୍ଜନ ନାୟକ ମେମୋରିଆଲ ରକ୍ତ ଦାନ ଶିବିର,  42 ୟୁନିଟ ରକ୍ତ ସଂଗ୍ରହ

ପାଇକମାଲ/ଗୌରାଙ୍ଗ ଚରଣ ଦାଶ :- ପାଇକମାଲ ବ୍ଲକ ର ଡୁଙ୍ଗରିପାଲି ଗ୍ରାମର ନାୟକ ପରିବାର ର ଉଦ୍ୟମ ରେ ଆଜିଡୁଙ୍ଗୁରିପାଲି ଗ୍ରାମର ହାଇ ସ୍କୁଲରେ ରେ ଏକ ରକ୍ତ ଦାନ ଶିବିରର ଆୟୋଜନ କରାଯାଇଥିଲା । ଗତ ବର୍ଷ ଆଜିର ଦିନରେ ନାୟକ ପରିବାର ନିଜର ଜଣେ ପ୍ରିୟ ଯୁବା ସଭ୍ୟ ଦୀପ୍ତି ରଞ୍ଜନ କୁ ହରାଇଥିଲା…

 ମିରଟରେ କୁନ୍ଦୁଲି ରାଏଜର ଝି 

ପଦ୍ମପୁର/ ନୀଳଦୀପ ; ପଶ୍ଚିମ ଓଡିଶା ତଥା ସମଗ୍ର ଓଡିଶାରେ ସୁନାମ ଅର୍ଜନ କରିଥିବା ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ସଚେତନ ହେମା,ଢୋଳବନ୍ଧର ନାଟକ କୁନ୍ଦୁଲି ରାଏଜର ଝି ଉତ୍ତରପ୍ରଦେଶର ମିରଟ ସହରରେ ବୁଦ୍ଧା ଗାର୍ଡନଠାରେ ଗତ ୧୨ ଅକ୍ଟୋବରରେ ପରିବେଷିତ ହୋଇ ଯାଇଛି  । ଆଗରୁ ଅନୁଷ୍ଠାନଟି ପ୍ରଗତିଶୀଳ…