ବଲାଙ୍ଗିର : ମୁଖ୍ୟ ଡାକଘରର ଅଧିକ୍ଷକ ଗିରଫ

0

ବଲାଙ୍ଗିର/ନିରୋଜ ମିଶ୍ର : ମୁଖ୍ୟ ଡାକଘରର ଅଧିକ୍ଷକ ଗିରଫ। ଏନ୍‌ବିଡବ୍ଲୁ ବଳରେ ଗିରଫ କରିଛି ବଲାଙ୍ଗିର ଟାଉନ ପୋଲିସ । ଗତ ୨୦୧୬ମସିହାରୁ ଇନ୍ଦିରା ବିକାଶ ପତ୍ର ଯୋଜନାରେ କିଛି ହିତାଧିକାରୀଙ୍କୁ ତାଙ୍କ ପ୍ରାପ୍ୟ ଟଙ୍କା ନଦେବାରୁ ମାମଲା ଖାଉଟି ବିବାଦ ସମାଧାନ ମଞ୍ଚରେ ପହଞ୍ଚିଥିଲା। ଆଉ ଏହି ମାମଲାରେ ଡାକ ବିଭାଗ ଅବହେଳା କରିବାରୁ ଅଧୀକ୍ଷକଙ୍କ ବିରୁଦ୍ଧରେ ଏନ୍‌ବିଡବ୍ଲୁ ଜାରି ହୋଇଥିଲା। ଏବେ ଡାକ ବିଭାଗର ଅଧୀକ୍ଷକ ଦେବୀ ପ୍ରସାଦ ନାୟକଙ୍କୁ ଗିରଫ କରାଯାଇଛି।

Leave A Reply

Your email address will not be published.