Sign in
Sign in
Recover your password.
A password will be e-mailed to you.
ଦ୍ଵିତୀୟ ଶ୍ରୀକ୍ଷେତ୍ର ପ୍ରତିଷ୍ଠା ପଛରେ ରହିଛି ସୁନ୍ଦର କିମ୍ବଦନ୍ତୀ
ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା :ପବିତ୍ର ଶ୍ରୀପଞ୍ଚମୀ ତିଥିରେ ମହାପ୍ରଭୂଙ୍କ ରଥକାଠ ଅନୁକୂଳ ହେଲା
ବାରିପଦା(ଦିଲ୍ଲୀପ ମହାନ୍ତି )- ପବିତ୍ର ଶ୍ରୀପଞ୍ଚମୀ ତିଥିରେ ଦ୍ୱତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମହାପ୍ରଭୂ ଶ୍ରୀଶ୍ରୀଶ୍ରୀହରି ବଳଦେବ ଜୀଉ ବିଜେଙ୍କ ରଥ କାଠ ଅନୁକୂଳ କରାଯାଇଛି ।…
ପ୍ରଶାସନିକ ଉଦାସୀନତା ଓ ରାଜନୈତିକ ଇଛାଶକ୍ତି ଅଭାବରୁ ବିକାଶ ଆଢୁଆଳରେ ପଦ୍ମପୁର ଉପଖଣ୍ଡ
ଜିଲ୍ଲା ଦାବି ପାଇଁ ଜାରି ଆନ୍ଦୋଳନରେ ସାମିଲ ହେଲେ ଗଣମାଧ୍ୟମ ପ୍ରତିନିଧି
ବରଗଡ ଜିଲ୍ଲା ପ୍ରତିନିଧି ନିଳ ଦୀପ
ସମାଜର ଦୈନନ୍ଦିନ ସୁଖଦୁଖ, ଅଂଚଳର ସୁବିଧା ଅସୁବିଧା ତଥା ଜନସାଧାରଣଙ୍କ ଦାବୀ, ପ୍ରଶାସନିକ ଉଦାସୀନତା ଖବର ମାଧ୍ୟମରେ ଜନସଚେତନ ସୃଷ୍ଟି କରୁଥିବା ଗଣତନ୍ତ୍ରର ଚତୁର୍ଥ…
ନବୀନ ସରକାରର କାଳରେ ଅତ୍ୟାଚାର ଶୋଷଣ ପିସି କାରବାର ଓ ନାରୀ ନିର୍ଯ୍ୟାତନା ବହୁଳ ବଢିଛି : ଜୁଏଲ
ବିଜେପିର ବିଧାନସଭା ସ୍ତରୀୟ କର୍ମୀ ସମ୍ମିଳନୀ
ନୂଆପଡ଼ା(ଅମିତ କୁମାର ପୁରୋହିତ )
ସ୍ଥାନୀୟ ପୁଲିସ ପଡିଆ ଠାରେ ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀସ୍ତରୀୟ ବିଜେପିକର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଆଦିବାସୀ କଲ୍ୟାଣ ବେପାର ମନ୍ତ୍ରୀ…
ଶେଷ ଲଢେଇ ଲଢ଼ିବେ ପ୍ରଭାତ
ବାଙ୍କୀ(ଶାସକ ପ୍ରଶାସକ) : ଦଳ ଭିତରେ କାହାକୁ ଟିକଟ ମିଳିବ ନମିଳିଵ ତାହାକୁ ନେଇ ନାନା ଗୁଜବ ଆଲୋଚନା ଶୁଣିବାକୁ ମିଳୁଥିବା ବେଳେ ଆସନ୍ତା ବିଧାନସଭା ନିର୍ବାଚନ ବାଙ୍କିରୁ ଲଢ଼ିବା ନିଶ୍ଚିତ ବୋଲି ସ୍ପଷ୍ଟ କରି ଦେଇଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀ | ଲୋକଙ୍କ ମତକୁ ସମ୍ମାନ…
ଧ୍ୱନିପ୍ରତିଧ୍ୱନି ଓ ସାଗରିକାର ୪୪ତମ ମାସିକ ସାହିତ୍ୟ ଆସର
ବାଲେଶ୍ୱର(ଉଜ୍ଜ୍ୱଳ କର): ଦୈନିକ ସମ୍ବାଦ ପତ୍ର ‘ଧ୍ୱନିପ୍ରତିଧ୍ୱନି’ ଓ ମାସିକ ସାହିତ୍ୟ ପତ୍ରିକା ‘ସାଗରିକା’ର ୪୪ତମ ମାସିକ ସାହିତ୍ୟ ଆସର ଅପରାହ୍ନରେ ଲକ୍ଷ୍ମୀନାରାୟଣ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । କବିତାର ମଧୁରତା ଓ ଭାଷାବିନ୍ୟାସ ପାଠକକୁ ବାନ୍ଧି ରଖିପାରେ । ଏହି ମନୋରମ…
ବଇଁଚାର ପାଖରାବାଡଠାରେ ଜିଲ୍ଲାପରିଷଦଙ୍କ ଦ୍ୱାରା ନୂତନ ରାସ୍ତା ଉଦ୍ଘାଟିତ
ବାଲେଶ୍ୱର(ଉଜ୍ଜ୍ୱଳ କର) : ବାଲେଶ୍ୱର ସଦର ବ୍ଲକ ଅର୍ନ୍ତଗତ ବଇଁଚା ପଞ୍ଚାୟତର ପାଖରାବାଡ ଠାରେ ୨୫ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତି ବସୁନ୍ଧରା ସିଂ ଏକ ନୂତନ ପକ୍କା ରାସ୍ତାର ଉଦ୍ଘାଟନ କରିଛନ୍ତି । ଉକ୍ତ ରାସ୍ତାଟି ବିଶ୍ୱନାଥ ଖଟୁଆଙ୍କ ଘର ଠାରୁ ରଘୁନାଥ ଜେନାଙ୍କ ଘର ପର୍ଯ୍ୟନ୍ତ…
ସୋମବାର ଦିନ ଦାୟିତ୍ୱ ଗ୍ରହଣ କରିବେ ନୂଆ ଜିଲ୍ଲାପାଳ
ଝାରସୁଗୁଡା(ବିକ୍ରମ ମହାପାତ୍ର) : ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ରେ ଅତିରିକ୍ତ ସଚିବ ଥିବା ବିଭୁତି ଭୂଷଣ ଦାସକୁ ଝରସୁଗୁଡାର ନୂଆ ଜିଲ୍ଲାପାଳ ଭାବରେ ନିଯୁକ୍ତି ଦେଇଛନ୍ତି। ଶନିବାର ରାଜ୍ୟ ସରକାର ଆଇଏଏସ ସ୍ତରରେ କରିଥିବା ଅଦଳବଦଳ ରେ ବିଭୁତି ଭୂଷଣ ପଟନାୟକ କୁ ପର୍ଯ୍ୟଟନ…
କୁରକୁରେ ଖାଉଥିବା ବେଳେ ତଂଟିରେ ଲାଗି କଲେଜ ଛତ୍ରୀଙ୍କ ମୃତ୍ୟୁ
ଝାରସୁଗୁଡା(ବିକ୍ରମ ମହାପାତ୍ର) :ଝାରସୁଗୁଡ଼ା ଜିଲା ବେଲପାହାଡ଼ ସହରରେ ଜଣେ କଲେଜ ଛାତ୍ରୀ କୁରକୁରେ ଖାଉଥିବା ବେଳେ ତଂଟିରେ ଲାଗି ଜଣେ କଲେଜ ଛାତ୍ରୀଙ୍କ ଦୁଃଖଦ ମୃତ୍ୟୁ ହୋଇଯାଇଛି । ବେଲପାହାଡ଼ ଫାଟକରେ ରହୁଥିବା ସରୋଜ କୁମାର ରାୟଙ୍କ ୧୬ ବର୍ଷିୟ ଝିଅ ତଥା ବ୍ରଜରାଜନଗର କଲେଜରେ ଯୁକ୍ତ…
ସଡକ ସୁରକ୍ଷା ଉପଲକ୍ଷେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ମିନି ମାରାଥନ ଅନୁଷ୍ଠିତ
ବାରିପଦା/Dillip Mohanti : ୩୦ ତମ ଜାତୀୟ ସଡକ ସୁରକ୍ଷା ପାଳନ ଷଷ୍ଠ ଦିବସରେ ମୟୁରଭଞ ଆଞଳିକ ପରିବହନ ଓ ଆରକ୍ଷୀ ବିଭାଗ ର ମିଳିତ ସହେଯାଗରେ ଆଜି ସକାଳ ୯ ଘଟିକା ସମୟରେ ବାରିପଦା ରଥ ଦାଣ୍ଡରୁ ଏକ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଅଛି । ସଡକ ସୁରକ୍ଷା ସଚେତନତା ବାର୍ତ୍ତା ସୃଷ୍ଟି କରାଯିବା…
ତାକୁ ଦେଖିଲେ ଯା ଆଖିରେ ବି ଲୁହ ଆସିଯିବ
ସାତ ବର୍ଷର ନାବାଳିକା କୁ ଦୁଷ୍କର୍ମ ଅଭିଯୋଗ
ବାରିପଦା(ଦିଲ୍ଲୀପ ମହାନ୍ତି) : ମୟୁରଭଞ ଜିଲା ବାଙ୍ଗିରିପୋଷୀ ଥାନା ଅଞ୍ଚଳର ଏକ ଗ୍ରାମର ଜୈନେକ ସାତ ବର୍ଷ ନାବାଳିକା ଆଜି ଦୁଷ୍କର୍ମର ଶୀକାର ହୋଇଅଛି । ଖବର ନେବାରୁ ଜଣାପଡିଅଛି ଯେ ଆଜି ସକାଳୁ ସଂପୃକ୍ତ ଛାତ୍ରୀ ଜଣକ ଗାଧେଇବା ପାଇଁ…