Sign in
Sign in
Recover your password.
A password will be e-mailed to you.
ନିଷ୍ଠା ଓ କଠିନ ଅଧ୍ୟବସାୟ ବଳରେ କୀର୍ତ୍ତିମାନ ସ୍ଥାପନ ସମ୍ଭବ : କୁସୁମ
ସୁନ୍ଦରଗଡ଼ ଜିଲ୍ଲାର ମାନମୁଣ୍ଡାରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ସୁନ୍ଦରଗଡ/ହୋରାଚାନ୍ଦ ଦେଉରିଆ
ମାନମୁଣ୍ଡା ଗ୍ରାମରେ ଦୁଇ ଦିନ ଧରି ଚାଲିଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ସୁନ୍ଦରଗଡ଼ ଜିଲ୍ଲାର ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନବ ନିଯୁକ୍ତ ଅଧ୍ୟକ୍ଷା…
ସରକାରୀ ପ୍ରତିଶୃତି ସପନ ହୋଇ ରହିଗଲା, ମୃତ୍ୟୁ କିନ୍ତୁ ସାଜିଲା ବାସ୍ତବତା
ନୂଆପଡା/ପ୍ରିୟବ୍ରତ ପଣ୍ଡା : ଦୁଃଖ ଆସେ ଏମିତି ଲୁହ ପୋଛିବା କୁ ନ ଥାନ୍ତି କେହି । ବିଜୟ କୁମାର ପଣ୍ଡା ରୁଣ୍ଡି ହାଇସ୍କୁଲର ପ୍ରଧାନ ଶିକ୍ଷକ କାଲି ରାତିରେ କ୍ୟାନ୍ସର ରୋଗରେ ପୀଡିତ ହୋଇ ଶେଷ ନିଶ୍ୱାସ ତ୍ୟାଗକଲେ । କାହାଣୀ ସାରିଯାଇନି ଏଇଠି ବରଂ ଏକ ଆରମ୍ଭ ଏକ ସଂଘର୍ଷମୟ ଜୀବନର, ପୁଅ…
ଭାଳୁପତ୍ରା ଦେଶୀ ମଦ ଭାଟି ବନ୍ଦ ଦାବିରେ ମହିଳାଙ୍କ ଆନ୍ଦୋଳନ ଅଷ୍ଟମଦିନରେ ପହଁଚିଲା |
ଝାରସୁଗୁଡା (ବିକ୍ରମ ମହାପାତ୍ର)
ଝାରସୁଗୁଡା ଜିଲ୍ଲା କିରମୀରା ବ୍ଲକ ବନ୍ଦପାଳି ପଂଚାୟତ ଭାଳୁପତ୍ରା ଗ୍ରାମରେ ଥିବା ଦେଶୀ ମଦଭାଟିକୁ ସମ୍ପୂର୍ଣ ଭାବେ ବନ୍ଦ କରିବା ଦାବି ନେଇ ଗ୍ରାମର ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ତଥା ଗ୍ରାମର ମହିଳାମାନେ ମଦଭାଟି ସମୁଖରେ ଆଜକୁ ୮ ଦିନ ହେବ…
ନିଆଁରେ ପୋଡି ବାଳକ ଗୁରୁତର |
ଝାରସୁଗୁଡା(ବିକ୍ରମ ମହାପାତ୍ର )
ଝାରସୁଗୁଡା ସହରାଂଚଳ ଚି଼ଠୁଆପଡା ରେ ଜଣେ ୧୨ ବର୍ଷ ବୟସର ନାବାଳକ ପୋଡି ଗୁରୁତର ଭାବେ ଆହତ ହୋଇଛି | ଆହତ ବାଳକ କୁ ପ୍ରଥମେ ସ୍ଥାନୀୟ ଡାକ୍ତର ଖାନା ଓ ପରେ ବୁର୍ଲା ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରାଯାଇଛି |ଆହତ ବାଳକ ଚି଼ଠୁଆପଡା ର ଅକ୍ଷୟ ଓରାମ (୧୨) ଓ…
ମେସ ରେ ଖାଦ୍ୟ ଖାଇ ୧୯ ଜଣ ଛାତ୍ରୀ ଅସୁସ୍ଥ |
ଝାରସୁଗୁଡା (ବିକ୍ରମ ମହାପାତ୍ର)
ସହରର ଉପକଣ୍ଠ ବକ୍ସି ଛକଠାରେ ଥିବା ଏକ ମେସ ରେ ଖାଦ୍ୟ ଖାଇ ୧୯ ଜଣ ଛାତ୍ରୀ ଅସୁସ୍ଥ ହୋଇ ଜିଲ୍ଲା ସଦର ହାସପାତାଲ ରେ ଚିକିତ୍ସିତ ହେଉଛନ୍ତି |ତେବେ ସେମାନେ ବିପଦ ମୁକ୍ତ ଥିବା ଜଣାପଡିଛି |ବକ୍ସିଛକ ଠାରେ ଥିବା ମେସ ରେ ଏକ ଘରୋଇ ମାର୍କେଟିଙ୍ଗ ସଂସ୍ଥାରେ…
ଜୁଆ ଆଡ୍ଡା ଉପରେ ଚଢ଼ାଉ,୫ ଗିରଫ |
ଝାରସୁଗୁଡା(ବିକ୍ରମ ମହାପାତ୍ର)
ଝାରସୁଗୁଡା ସହର ସରବାହାଲ ରୋଡ ରେ ଥିବା ଏକ ଘରେ ଜୁଆ ଖେଳ ଚାଲୁଥିବା ବେଳେ ପୋଲିସ ସେଠାରେ ଚଢ଼ାଉ କରି ୫ ଜଣ ଜୁଆଡିଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୩୬ ହଜାର ୯୦୦ ଶହ ଟଙ୍କା ଜବତ କରିଛି |ଗିରଫ ହୋଇଥିବା ଜୁଆଡି ମାନେ ସହରର ଜଣାଶୁଣା ବ୍ୟବସାୟୀ…
କୃତିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର ଉଦଯାପିତ |
ଝାରସୁଗୁଡା(ବିକ୍ରମ ମହାପାତ୍ର)
ଝାରସୁଗୁଡା ମାରୱାଡି ଯୁବା ମୋର୍ଚା ପକ୍ଷରୁ ସ୍ଥାନୀୟ ଟ୍ୱିବ୍ରିୱାଲା ଧର୍ମଶାଳାଠାରେ ତିନିଦିନ ବ୍ୟାପି ଚାଲିଥିବା କୃତିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର ଉଦଯାପିତ ହୋଇଛି | ଏହି ଶିବିରରେ ୭୯ ଜଣ ଭିନ୍ନକ୍ଷମଙ୍କ ଅଙ୍ଗ ପ୍ରତ୍ୟାରୋପଣ କରାଯାଇଛି | ଉଦ୍ଯାପନୀ…
ସଡକ ସୁରକ୍ଷା ପାଳନ ଅବସରରେ ମୋଟର ସାଇକେଲ ଶୋଭାଯାତ୍ରା
ଝାରସୁଗୁଡା(ବିକ୍ରମ ମହାପାତ୍ର)
ଜାତୀୟ ସଡକ ସୁରକ୍ଷା ପାଳନ ଅବସରରେ ଝାରସୁଗୁଡା ପୋଲିସ ପକ୍ଷରୁ ଏକ ମୋଟର ସାଇକେଲ ଶୋଭା ୟାତ୍ରା ଅନୁଷ୍ଠିତ ହୋଇଯାଇଛି | ସ୍ଥାନୀୟ ପୋଲିସ ଷ୍ଟେସନ ଠାରୁ ମୋଟର ସାଇକେଲ ଶୋଭା ୟାତ୍ରା ବାହାରି ବଢ଼େଇ ମୁଣ୍ଡା ଛକ ପର୍ଯ୍ୟନ୍ତ ଯାଇଥିଲା |ହେଲ୍ମେଟ ପିନ୍ଧି ମୋଟର…
ଝାରସୁଗୁଡାରେ ନୂତନ ଜିଲ୍ଲାପାଳ |
ଝାରସୁଗୁଡା (Bikrama Mohapatra) ଝାରସୁଗୁଡା ଜିଲ୍ଲା ର ନୂତନ ଜିଲ୍ଲାପାଳ ଭାବେ ବିଭୁତି ଭୂଷଣ ଦାସ,ଯୋଗଦେଇ ଛନ୍ତି |ଶ୍ରୀ ଦାସ ଏହା ପୂର୍ବରୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଥିଲେ | ଶ୍ରୀ ଦାସ ନୂତନ ଜିଲ୍ଲାପାଳ ଭାବେ ଏଠାରେ ଯୋଗଦେବା…
ସୁପର୍ନ୍ନୋ ଶତପଥୀଙ୍କ ଘର ଉପରେ ଆକ୍ରମଣ
BHUBANESWAR : ସମାଜସେବୀ, ଯୁବ ନେତା ତଥା ଶ୍ରୀମତୀ ନନ୍ଦିନୀ ଶତପଥୀ ମେମୋରିଆଲ ଟ୍ରଷ୍ଟର ଅଧ୍ୟକ୍ଷ ସୁପର୍ନ୍ନୋ ଶତପଥୀଙ୍କ ଘର ଉପରେ ଆକ୍ରମଣ | କେହି ଦୁର୍ବୃତ୍ତ ତାଙ୍କ ବାସଭବାନ୍ତ ନାମ ଫଳକକୁ ଭାଙ୍ଗି ଦେଇଛି | ସୂଚନାଯୋଗ୍ୟଯେ ସୁପର୍ନ୍ନୋଙ୍କ ବାସ ଭବନ ଉପରେ ପୂର୍ବରୁ ଆକ୍ରମଣ…