ଯୁବାଗୁଡ଼ା ଗ୍ରାମ ରୁଷିମାଳ ସାହି : କୁଆଡେ ଯାଇଛି ବିଜୁଳି ଜମା ଆସୁନାହିଁ 

ଘୁ.ଉଦୟଗିରି/ ଗଗନ ପ୍ରଧାନ :  କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ୍ ଯୁବାଗୁଡ଼ା ପଞ୍ଚାୟତର ରୁଷିମାଳ ଗୁରୁ ମନ୍ଦିର ସାହି ଠାରେ ବିଦ୍ୟୁତ ସରବରାହ ବନ୍ଦ୍ ଥିବା ଗ୍ରାମ ବାସି କହିଛନ୍ତି | ଘଟଣା ସଂପର୍କରେ ଅଞ୍ଚଳବାସୀ ବିଦ୍ୟୁତ୍ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କୁ ଅବଗତ କରିବା ସତ୍ତ୍ୱେ  ମଧ୍ୟ…

ପୁଣି ଜଣଙ୍କୁ ତଂଟି କାଟି ମାଇଲେ ମାଓବାଦୀ 

ନବରଙ୍ଗପୁରରୁ ଦକ୍ଷିଣାଂଚଳ ବ୍ୟୁରୋଚିଫ ସଂଜୀବ ସୁବୁଦ୍ଧି  ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହଲଦି ପଞ୍ଚାୟତ ଭେନୋସ ଗ୍ରାମର ଗରିବ ଆଦିବାସୀ ଟୁନୁ ଗଣ୍ଡଙ୍କୁ ଗତ ରାତିରେ ନକ୍ସଲମାନେ ତଣ୍ଟି କାଟି ହତ୍ୟା କରିଛନ୍ତି । ଘରରୁ ଡାକିଆଣି ଭେନସ ଗ୍ରାମର ଅଗଂନଵାଡି ବାରଣ୍ଡାରେ ତାଙ୍କୁ ହତ୍ୟା…

ବିବେକ ଶ୍ରବଣ ରାୟଗଡା ଏସପି, ପଦ୍ମିନୀ ସାହୁ ଡିସିପି  ହେଡକ୍ୱାର୍ଟର୍ସ

 ଆଇପିଏସ-ଓପିଏସ ସ୍ତରରେ ଅଦଳବଦଳ  New DCP, HQ    ଭୁବନେଶ୍ୱର : ରାଜ୍ୟ ସରକାର ଆଇପିଏସ ଅଫିସର  ତଥା ବରିଷ୍ଠ  ଓପିଏସ ଅଫିସର ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି | ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ୨୦୧୩ ବ୍ୟାଚ  ଆଇପିଏସ ରାହୁଲ ପିଆର…

ରୋଟାରୀ କ୍ଲବ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ପାଳନ

ଯାଜପୁରରୋଡ଼/ଜୟଶଙ୍କର ଦାଶ :  ଜିଲ୍ଲାରେ ସଡକ ଦୁର୍ଘଟଣା ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବା ବେଳେ ଲୋକଙ୍କ ମଧ୍ୟରେ ସଚେତନତା ଅଭାବ ଯୋଗୁ ଦୁର୍ଘଟଣା ଘଟି ଅନେକ ଜୀବନ ହାନି ହେଉଛି | ଅନେକ ଲୋକ ଅକର୍ମଣ୍ୟ ହୋଇଯାଉଛନ୍ତି ଓ ଅନେକ ପରିବାର ଉଜୁଡି ଯାଉଛି | ଏହି ଉଦ୍ଦେଶ୍ୟରେ ସଡକ ନିରାପତ୍ତା…

ଯାଜପୁରରୋଡ଼ ଓକିଲ ସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀଂକ ଉଦ୍ଦେଶ୍ୟରେ  ସ୍ମାରକପତ୍ର 

ଯାଜପୁରରୋଡ଼/ଜୟଶଙ୍କର ଦାଶ : ସର୍ବଭାରତୀୟ ବାର୍ କାଉନିଲର ଡ଼ାକରାରେ ପାଂଚ ଦଫା ଦାବି ନେଇ ଯାଜପୁରରୋଡ଼ର ବିଭିନ୍ନ  ଓକିଲ ସଂଘ ପକ୍ଷରୁ ମିଳିତ  ଭାବେ କଳିଂଗନଗର ଅତିରିକ୍ତ ଜିଲ୍ଳାପାଳଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଯାଜପୁରରୋଡ଼ ଓକିଲ ସଂଘ,…

 ଧାନ ସଂଗ୍ରହରେ ଅଚଳବସ୍ଥା : ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲେ ଚାଷୀ

ନୂଆପଡ଼ା(ଅମିତ କୁମାର ପୁରୋହିତ): ସଦର ବ୍ଲକ ଧରମବନ୍ଧା ମଣ୍ଡିରେ ଧାନ ସଂଗ୍ରହରେ ଅଚଳାବସ୍ଥା ଦେଖା ଦେଇଥିବାରୁ ଚାଷୀ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ । ଜିଲ୍ଲାପାଳ ଓ ଏଆରସିଏସ ଅଫିସ ଘେରାଉ କରିଥିଲେ । ଧାନ ସଂଗ୍ରହ କରାଯିବ ବୋଲି ପ୍ରତିଶୃତି ମିଳିବାରୁ ଚାଷୀ ଆନେ୍ଦାଳନରୁ ଓହରି…

ପରିବାର ପ୍ରତିପୋଷଣ ପାଇଁ ସରକାରୀ ଚାକିରି କେବଳ ମାଧ୍ୟମ ନୁହେଁ, ସ୍ୱରୋଜଗାର ମାଧ୍ୟମରେ ଆତ୍ମନିର୍ଭରଶୀଳତା ସମ୍ଭବ:…

  ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ନୂଆପଡ଼ା(ଅମିତ କୁମାର ପୁରୋହିତ)  ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଓଡିଶା ଦକ୍ଷତା ବିକାଶ ପ୍ରଧିକରଣ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ  ହୋଇ ଯାଇଛି । ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ…

“ସମସ୍ୟା ଜଣାଇ ଆଲୋଚନା କଲୁ, ପୂରଣ  ପାଇଁ ମିଳିଛି ପ୍ରତିଶ୍ରୁତି”

ଦିଲ୍ଲୀରୁ ଫେରିଲା ଜିଲ୍ଲା ଓକିଲ ସଂଘ ନୂଆପଡ଼ା(ଅମିତ କୁମାର ପୁରୋହିତ)  ଗତ ୪ ତାରିଖରେ ଜିଲ୍ଲାର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ଓକିଲ ସଂଘର ନେତୃତ୍ୱରେ ଏକ ପ୍ରତିନିଧି ଦଳ ଦୀଲ୍ଲୀ ଗସ୍ତ  କରିଥିଲେ । ସେଠାରେ କେନ୍ଦ୍ର ରେଲ ମନ୍ତ୍ରୀ, ଶିକ୍ଷା ମନ୍ତ୍ରୀ ଓ ପରିବେଶ  ମନ୍ତ୍ରୀ…

ଅଗ୍ରୀଆ ସମାଜ ପକ୍ଷରୁ ରାଜପଥ ଅବରୋଧ:-୫୨ଜଣ କର୍ମଚାରୀଙ୍କୁ ବହିଷ୍କାର ଏବଂ ଅଗ୍ରୀଆ ସମାଜ ପ୍ରତି ଆପେକ୍ଷର ପ୍ରତିବାଦ

ସୁନ୍ଦରଗଡ/ହୋରାଚାନ୍ଦ ଦେଉରିଆ :  ସୁନ୍ଦରଗଡ଼ କିରାଇ ସ୍ଥିତ ସୁନ୍ଦରଗଡ଼ ଇଂଜିନିୟରିଂ ସ୍କୁଲ ଆଇଆଇଟି ପକ୍ଷରୁ୫୨ଜଣ କର୍ମଚାରୀଙ୍କୁ ବହିଷ୍କାର କରାଯିବା ସହ ଅଗ୍ରୀଆ ସମାଜ ପ୍ରତି ଅଶାଳୀନ ମନ୍ତବ୍ୟ ପ୍ରତିବାଦରେ ଆଜି ସକାଳ ୯ ଟାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅଖିଳ ଭାରତୀୟ ଅଗ୍ରୀଆ ସମାଜ ଓଡ଼ିଶା…

ଝଙ୍କଡ଼ ଶାରଳା ପୀଠରେ ଅଗ୍ରଣୀ “ଶାରଳା ପଞ୍ଜିକା”ର ପାଣ୍ଡୁଲିପି ପୂଜା

ତିର୍ତ୍ତୋଲ /ପାରାଦ୍ବୀପ :ରମେଶ ମହାନ୍ତି -ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଝଙ୍କଡ଼ ବାସିନୀ ମା'ଶାରଳାଙ୍କ ପୀଠରେ ସରସ୍ୱତୀ ପୂଜା ଅବସରରେ ଶାରଳା ଦାସ ସ୍ମୃତି ସାଂସଦ ତରଫରୁ ପ୍ରକାଶ ପାଇ ଆସୁଥିବା ଅଗ୍ରଣୀ "ଶାରଳା ପଞ୍ଜିକା"ର ପାଣ୍ଡୁଲିପି ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ଅନୁଷ୍ଠିତ…