Sign in
Sign in
Recover your password.
A password will be e-mailed to you.
୩ ମୁଣ୍ଡ ଗଡ଼ିବା ପରେ ହାତୀ ଆତଙ୍କରେ ଲୋକ ଆତଙ୍କିତ : ହେଲେ ସତଠୁ ବଳାଇ ଯାଉଛି ଗୁଜବ
ଗୁଜବରେ ଧ୍ୟାନ ନଦେବାକୁ ପ୍ରଶାସନ ଓ ସ୍ବେଛାସେବୀମାନଙ୍କ ନିବେଦନ
ବରଗଡ/ଗୌରାଙ୍ଗ ଚରଣ ଦାଶ :- ବରଗଡ ଜିଲ୍ଲା ର ପାଇକମାଲ ଓ ଝାରବନ୍ଧ ଅଞ୍ଚଳ ରେ ଗତ କିଛି ଦିନ ହେଲା ହାତୀ ମାନଙ୍କର ଦ୍ୱାରା ବ୍ୟାପକ ଧନ ଜୀବନ କ୍ଷତି ହେଇ ସାରିଲାଣି । ଗତ 1 ସପ୍ତାହ ମଧ୍ୟରେ ପଇକମାଲ ଓ ଝାରବନ୍ଧ ବ୍ଲକ ର 3…
ଏଇ ଆମରି ଗାଁ, ସମସ୍ୟା ତାର ନାଁ
ଚଣ୍ଡିଖୋଲ ରୁ ପ୍ରଫୁଲ ସାହୁ : ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଳକ ଲେମ୍ବୋ ପଞ୍ଚାୟତର ପଳାସଖଳିଗାଁ ରେ ଅନେକ ସମସ୍ୟା | ପାଣି ସମସ୍ୟା ,ରାସ୍ତା ସମସ୍ୟା, ଘର ସମସ୍ୟା,ବିଦ୍ୟୁତ ସମସ୍ୟା | ସମସ୍ୟା ଏତେ ଯେ ପଳାସଖଳିଗାଁର ଅନ୍ୟ ନାଁ ସମସ୍ୟା ବୋଲି କହିଲେ ଭୁଲ ହେବନି |
ଗ୍ରାମରେ 400 ପାଖା…
ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନଙ୍କ ଜନସମ୍ପର୍କ ଯାତ୍ରା ।
କାଳିଆପାଣି ରୁ ଦୟାନିଧି ମହାନ୍ତ : ସୁକିନ୍ଦା ବିଧାୟକ ଖଣି ଅଂଚଳର ୨ ଟି ପଂଚାୟତରେ ଜନ ସମ୍ପର୍କ ଯାତ୍ରା ଅଭିଯାନରେ ଭାଗ ନେଇ ଅନେକ ଜନ କଲ୍ୟାଣ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ।
ଏହା ମଧ୍ୟରେ ଅତି ଜରୁରୀ ଭାବେ କଲରଙ୍ଗୀ ଢ଼ାବା ଛକ ଠାରୁ କୁସୁମୁଡ଼ିଆ ଯାଏ ରାସ୍ତାର ପ୍ରଶସ୍ତିକରଣ ଏବଂ…
ବଲାଙ୍ଗୀରର ସୁରକ୍ଷାଚକ୍ର ରୁପେ ବିବେଚିତ ବାଏପାସ/ ରିଂ ରୋଡ୍ ଥିଲେ ପୁଣି ଏକ ନିରିହ ଯୁବକଙ୍କ ମୃତ୍ୟୁ ହୋଇନଥାନ୍ତା ।
ବଲାଙ୍ଗୀର/ ନିରୋଜ ମିଶ୍ର : ଶନିବାର ରାତି ପାଖାପାଖି ୧୦.୩୦ମି ସମୟରେ ବଲାଙ୍ଗୀର କୋଶଳ କଳାମଣ୍ଡଳ ରାସ୍ତା ରେ ଦୃତଗତିରେ ଥିବା ଗୋଟିଏ ଭାରିଯାନ ୰ବେଣ୍ଟୁ ସୁନା,(ହୋମଗାର୍ଡ) , ନିବାସୀ କଦମ ପଡା ଙ୍କୁ ପଛପଟୁ ଧକ୍କା ଦେଇଥିଲା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଆମ୍ଭମାନଙ୍କ ପାଖରେ ଖବର…
ମନ୍ କି ବାତ୍ କାର୍ଯ୍ୟକ୍ରମରେ ଓଡ଼ିଶା ସମ୍ପର୍କରେ ବାର୍ତା ରଖିଲେ ପ୍ରଧାନମନ୍ତ୍ରୀ
ଓଡ଼ିଶାରେ ଯେଉଁ ହକି ବିଶ୍ୱକପ୍ ଆୟୋଜିତ ହେବାକୁ ଯାଉଛି ତାହା ଓଡ଼ିଶା କ୍ରୀଡ଼ାବିତଙ୍କ ପାଇଁ ଏକ ସୁଯୋଗ ଆଣିଛି
ଭୁବନେଶ୍ୱର- ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ତାଙ୍କର ୪୯ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଓଡ଼ିଶା ସମ୍ପର୍କରେ ଅନେକ କଥା ଉଲ୍ଲେଖ କରିଛନ୍ତି । କୋଣାର୍କ ପୁରୀ ଓ…
ହାତୀ ମୃତ୍ୟୁକୁ ନେଇ ଦୁଃଖିତ ଧର୍ମେନ୍ଦ୍ର ରାଜ୍ୟ ସରକାରଙ୍କ ଦାୟିତ୍ବହୀନତା ଆଉ ଉଦାସୀନତାକୁ କଲେ ଟାର୍ଗେଟ
ଭୁବନେଶ୍ୱର- ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜର କମଳାଙ୍ଗ ଠାରେ ବିଦ୍ୟୁତ ତାର ଲାଗି ୭ଟି ହାତୀ ମୃତ୍ୟୁବରଣ କରିବା ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ମାମଲାରେ ଦୁଃଖ ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ।…
ହାତୀ ମୃତ୍ୟୁ ଘଟଣାର କ୍ରାଇମବ୍ରାଂଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ
ଭୁବନେଶ୍ୱର- ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ କମାଳାଙ୍ଗ ଠାରେ ବିଦ୍ୟୁତ ସଂସ୍ପର୍ଶରେ ଆସି ସାତୋଟି ହାତୀ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହ ଘଟଣାର କ୍ରାଇମବ୍ରାଂଚ ତଦନ୍ତ ନିଦେ୍ର୍ଧଶ ଦେଇଛନ୍ତି । କ୍ରାଇମବ୍ରାଂଚ ଟିମ୍ ତଦନ୍ତ କରି ପ୍ରାଥମିକ ରିପୋର୍ଟ…
ପୁଇଁନ୍ତଳା ବ୍ଲକ ସ୍ତରୀୟ ଜୁନିୟର ରେଡକ୍ରସ ସଚେତନତା ଶିବିର
ବଲାଙ୍ଗିର(ନିରୋଜ ମିଶ୍ର) : ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ ଜବାହାରଲାଲ ନୋଡାଲ ଉଚ୍ଚ ବିଦ୍ୟାଳୟ, ବିଲୋଇସର୍ଡାରେ ବ୍ଲକ ସ୍ତରୀୟ ଜୁନିୟର ରେଡକ୍ରସ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଜୁନିୟର ରେଡକ୍ରସ ସମ୍ପାଦକ ଜ୍ୟୋତି ପ୍ରସାଦ ପରିଡା ଏହି କାର୍ଯ୍ୟକ୍ରମକୁ ପତାକା ଉତ୍ତୋଳନ କରି…
ସୃଷ୍ଟି ହୋଇପାରେ ଅପ୍ରୀତିକର ପରିସ୍ଥିତି !!!
ଆଜି କୋର୍ଟ କାର୍ଯ୍ୟରେ ଯୋଗ ଦେବା ପାଇଁ ବିଜେଡ଼ି ଲିଗାଲ ସେଲ ପକ୍ଷରୁ ନିଷ୍ପତି
ଭୁବନେଶ୍ୱର, ୨୯ ଅକ୍ଟୋବର : ଆଜିଠୁ କୋର୍ଟ କାର୍ଯ୍ୟରେ ଯୋଗ ଦେବା ପାଇଁ ବିଜେଡ଼ି ଲିଗାଲ ସେଲ ପକ୍ଷରୁ ନିଷ୍ପତି ହୋଇଛି । କୋର୍ଟକୁ ପ୍ରବେଶ କଲାବେଳେ ଯଦି ବିରୋଧ କରାଯାଏ ତାର ସାମ୍ନା କରିବା ପାଇଁ ସେଲ…
“ଓଡିଶା ବାସୀଙ୍କୁ ସ୍ୱୁଲରେ ଶିକ୍ଷକ ଦରକାର, ଏଆର ରେହମାନର ଗୀତ ଦରକାର ନାହିଁ , ରୋଜଗାର ଦରକାର ଶାହାରୁଖ ଖାଁ…
ବାସୁଦେବପୁରରେ ବିଜେପିର ମିଶ୍ରଣ ପର୍ବ ୨୦୧୯ ନିର୍ବାଚନରେ ଡବଲ ଇଞ୍ଜିନ ଲାଗିବ -ଧର୍ମେନ୍ଦ୍ର ପ୍ରଧାନ
ବାସୁଦେବପୁର,-୨୦୧୯ ନିର୍ବାଚନରେ ଡବଲ ଇଞ୍ଜିନ ଲାଗିବ । ଭୁବନେଶ୍ୱରରେ ସରକାର ଓ ଦିଲୀରେ ସରକାର ଗଠନ କରିବ ବିଜେପି । ବିଜେପି ସରକାରକୁ ଆସିଲେ କୃଷିଋଣ ଛାଡ କରିବ ବୋଲି କହିଛନ୍ତି…