ପୁଲୱାମା ଆତଙ୍କବାଦୀଙ୍କ ନାରକୀୟ କାଣ୍ଡର ପ୍ରତିବାଦ : ସୁନ୍ଦରଗଡ ବଣିକ ସଂଘ ପକ୍ଷରୁ 12 ଘଣ୍ଟିଆ ବନ୍ଦ ସଫଳ

ସୁନ୍ଦରଗଡ଼ ( ହୋରାଚାନ୍ଦ ଦେଉରିଆ): ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି ବନ୍ଦର ପ୍ରଭାବ । ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ବନ୍ଦ ରହିଥିଲା ଆଜି  ବ୍ୟବସାୟୀକ ପ୍ରତିଷ୍ଠାନ ।  ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲା ବଣିକ ସଂଘ ଏବଂ ସକାଳ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ…

ପୁଣି ସୋହେଲା ଚର୍ଚ୍ଚାରେ,୨୧ରେ କାଳିଆ ମହା ସମାବେଶ : ଉଦଘାଟିତ ହେବ ୨ହଜାର କୋଟିରୁ ଉର୍ଧ୍ଵ  ଟଙ୍କାର ପ୍ରକଳ୍ପ

ସୋହେଲା(ଶାସକପ୍ରଶାସକ)-ଆସନ୍ତା ୨୧ ତାରିଖ ଦିନ ସୋହେଲା ନିକଟସ୍ଥ ଇଚ୍ଛାପାଲି ଗ୍ରାମଠାରେ କାଳିଆ ଚାଷୀ ମହାସମାବେଶ ଅନୁଷ୍ଠିତ  ହେବ । ଏଥିପାଇଁ ଶହେ ଏକର ଜମି ଉପରେ ବ୍ୟାରିକେଟିଂ,ଜମି ସମତଳ କରିବା ଆଦି କାର୍ଯ୍ୟ ଜୋରସୋରରେ ଚାଲିଛି । ଏଥିରେ ପଶ୍ଚିମ ଓଡିଶାର ୬ଟି ଜିଲ୍ଲାର ଚାଷୀ,ମହିଳା ଓ…

ପିଠା କାର୍ଯ୍ୟକ୍ରମରେ ଭୋକିଲା ରହିଲେ ଉପସ୍ଥିତ ବୃଦ୍ଧ ବୃଦ୍ଧା

ମେଲଛାମୁଣ୍ଡା କର୍ତ୍ତୃପକ୍ଷଙ୍କ ଖାମଖିଆଲୀ ଖାମଖିଆଲି  ମନୋଭାବ    ମେଲଛାମୁଣ୍ଡା,(ମନୋଜ ଭୋଇ)- ରାଜ୍ୟ ସରକାର ପଂଚାୟତ ସ୍ତରରେ ନିଜର ଯୋଜନା ସବୁକୁ ଲୋକଙ୍କ ପାଖରେ ପହଂଚାଇବା ସହ ଳୋକାଭିମୁଖୀ କରିବା ପାଇଁ ପିଠା କାର୍ଯ୍ୟକ୍ରମର ଅୟୋଜନ କରିଛନ୍ତି । ଏହି କାର୍ଯ୍ୟକ୍ରମ ପାଇଁ ପଂଚାୟତକୁ…

ଆମେ କଂଗ୍ରେସରେ ଥିଲୁ ଓ ଅଛୁ: ଦଳ ବଦଳ ଖବର ମିଛ 

ବଲାଙ୍ଗିର/ନିରୋଜ ମିଶ୍ର -  ଆମେ କିଛି କଂଗ୍ରେସ କିଛି କର୍ମୀ ବିଜେଡିରେ ଯୋଗଦେଇଛୁ ବୋଲି ଗତ ତା.୧୫ ତାରିଖରେ ବିଭିନ୍ନ ମୁଦ୍ରଣ ଗଣମାଧ୍ୟମରେ ଖବର ପ୍ରକାଶିତ ହେଇଥିବା ଆମ ନଜରକୁ ଆସିଛି । ଯାହାକି ସମ୍ପୁର୍ଣ୍ଣ ଭୁଲ, କପୋଳକଳ୍ପିତ ଭ୍ରମାତ୍ମକ ଅଟେ ବୋଲି ବଚନ ଗ୍ରୁପର ପ୍ରମୁଖ ସଦସ୍ୟ ମାନେ…

ପୂର୍ବତନ କାଉନସିଲରଙ୍କ ପରଲୋକ

 ଝାରସୁଗୁଡା(ବିକ୍ରମ କେଶରୀ ମହାପାତ୍ର) : ଝାରସୁଗୁଡା ପୌର।ଞ୍ଚଳର ପୂର୍ବତନ କାଉନସିଲର ସୁଶୀଲ ବେହେରାଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଉଥିଲା। ଦୀର୍ଘ ଦିନ ହେବ ସେ କର୍କଟ ରୋଗରେ ଆକ୍ରାନ୍ତ ଥିଲେ। ଗତ ପୌର ନିର୍ବାଚନରେ ସେ ୧ ନମ୍ବର ୱାର୍ଡରୁ ବିଜେଡି ଟିକେଟରେ ସେ…

ଝାରସୁଗୁଡାରେ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ

 ଝାରସୁଗୁଡା(ବିକ୍ରମ କେଶରୀ ମହାପାତ୍ର) ଜାମ୍ମୁ କାଶ୍ମୀରର ପୁଲବାମା  ଠାରେ ଆତଙ୍କବାଦୀ ଆକ୍ରମଣରେ ସିଆରପିଏଫ ଯବାନ ସହିଦ  ହେବ ଘଟଣାରେ  ପ୍ରତିବାଦ କରି ସର୍ବଭାରତୀୟ ବ୍ୟବସାୟୀ ମହାସଂଘର ଡାକରାରେ ଜାରି  ବାର ଘଣ୍ଟିଆ ବ୍ୟାବସାୟିକ ପ୍ରତିଷ୍ଠାନ ବନ୍ଦ ଝାରସୁଗୁଡ଼ାରେ ସଫଳ ହୋଇଛି।…

ଠକ ଜନପ୍ରତିନିଧିଙ୍କୁ ଜବାବ ମାଗନ୍ତୁ ଲୋକେ

ବିଧାୟକଙ୍କ ବ୍ଲକ ଅଞ୍ଚଳ ଗସ୍ତ: ପ୍ରକଳ୍ପ ଗୁଡିକର ଭିତ୍ତିପ୍ରସ୍ତର ତଥା ଶୁଭ ଉଦ୍ଘାଟନ କଲେ ନରସିଂହ ବଲାଙ୍ଗିର (ନିରୋଜ ମିଶ୍ର) - ସ୍ଥାନୀୟ ବିଧାୟକ ତଥା ରାଜ୍ୟ ବିଧାନସଭାର ବିରୋଧିଦଳ ନେତା ବଲାଙ୍ଗିର ତଥା ଦେଓଗାଁ ବ୍ଲକର ବିଭିନ୍ନ ଅଞ୍ଚଳକୁ ମାରାଥନ ଗସ୍ତ କରି ଲୋକଙ୍କ ସମସ୍ୟା ଶୁଣିବା ସହ…

କେନ୍ଦୁମୁଣ୍ଡାରେ ଧନୁଯାତ୍ରା ମହୋତ୍ସବ 

 ସିନାପାଲିରୁ ନିରାକାର ମେହେର ‬: ନୂଆପଡା ଜିଲ୍ଲା ସିନାପାଲି ବ୍ଲକ କେନ୍ଦୁମୁଣ୍ଡା ଗ୍ରାମ ପଂଚାୟତରେ ବିରାଟ ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ ହେଉଛି | ଏହାକୁ  ଦେଖିବା ପାଇଁ ଲୋକଙ୍କ ପ୍ରବଳ ସମାଗମ ହେଉଛି | ଏହି ମହୋତ୍ସବର ଅଷ୍ଟମ ରାତ୍ରିରେ କଂସ ଦରବାରରେ ମୁଖ୍ୟ ଅତିଥି ଭାବେ  ପ୍ରଦେଶ…

ଝାରସୁଗୁଡାରେ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି 

ଝାରସୁଗୁଡା/ ବିକ୍ରମ କେଶରୀ ମହାପାତ୍ର :ଜାମ୍ମୁ କାଶ୍ମୀର ପୁଲୱାନ। ଆକ୍ରମଣ ଘଟଣାରେ ସହିଦ ଯବାନଙ୍କ  ପ୍ରତି ଝାରସୁଗୁଡା ଜିଲ୍ଲା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି  ଅର୍ପଣ କରାଯାଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ଲୋକେ ନିରବ ପ୍ରାର୍ଥନା,କାଣ୍ଡେଲ ମାର୍ଚ୍ଚ,ମଶାଲ…

    ସନ୍ଦେହ ଘେରରେ ଯୁବକଙ୍କ ମୃତ୍ୟୁ  ଘଟଣା: ପୁଲିସର ମୌଖିକ ପ୍ରତିଶୃତି ପରେ ହଟିଲା ଧାରଣା

        ମେଲଛାମୁଣ୍ଡା(ମନୋଜ ଭୋଇ) - ବରଗଡ ଜିଲ୍ଳା ମେଲଛାମୁଣ୍ଡା ପୁଲିସ ଥାନା ଆଗରେ ର୍କେମେଲି ଗ୍ରାମବାସୀ ରବିବାର ଦିନ ୧୧ଟାରୁ ଧାରଣାରେ ବସିଥିଲେ । ସେମାନେ ୨ୟ ଅଭିଯୁକ୍ତକୁ ଗିରଫ ଦାବୀରେ ଥାନା ଆଗରେ ବସଥିଲେ । ଥାନାରେ ମେଲଛାମୁଣ୍ଡା ଥାନାଧିକାରୀ ସପ୍ନାରାଣୀ ଗୋଛାୟତ ଏବଂ ପଦ୍ମପୁର…