Sign in
Sign in
Recover your password.
A password will be e-mailed to you.
ସାଇ ହଷ୍ଟେଲ କଟକ ସହିତ ପତାକା କ୍ଲବ ମଧ୍ୟରେ ପ୍ରଥମ ସେମିଫାଇନାଲ ଆଜି
ରାଜ୍ୟସ୍ତରୀୟ ଓଡଗାଁ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ :୧-୦ ଗୋଲରେ ପତାକା କ୍ଲବ୍ ଅନୁଗୁଳ ବିଜୟୀ
ଓଡଗାଁ(ଶ୍ରୀକାନ୍ତ ମିଶ୍ର ) : ସ୍ଥାନୀୟ ମିନିଷ୍ଟାଡିୟମ ଠାରେ ଚାଲିଥିବା ୨ୟ ରାଜ୍ୟସ୍ତରୀୟ ଓଡଗାଁ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ୪ର୍ଥ ଦିନରେ ପତାକା କ୍ଲବ୍ ଅନୁଗୁଳ ସମ୍ବଲପୁର…
ସରସ୍ୱତୀ ଶିଶୁମନ୍ଦିରର ୧୦ ବର୍ଷ ପୁର୍ତି ଉତ୍ସବ ସମାରୋହ
ଓଡଗାଁ(ଶ୍ରୀକାନ୍ତ ମିଶ୍ର ) ସ୍ଥାନୀୟ ଓଡଗାଁ ବ୍ଲକ ଅନ୍ତର୍ଗତ ବାଉଁଶଗାଡିଆ ସରସ୍ୱତୀ ଶିଶୁ ମନ୍ଦିରର ୧୦ବର୍ଷ ପୁର୍ତ୍ତୀ ସମାରୋହ ପାଳିତ ହୋଇଯାଇଛି । ଅପରାହ୍ନରେ ଅନୁଷ୍ଠାନର ସଭାପତି କର୍ନେଲ ଜୟରାମ ତ୍ରୀପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ…
ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳିରେ କ୍ୟାଣ୍ଡେଲ ଶୋଭାଯାତ୍ରା
ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : କାଶ୍ମୀରର ପୁଲଓାମା ଠାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ବିସ୍ଫୋରଣରେ ସହିଦ ହୋଇଥିବା ସୈନୀକମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇ ସ୍ଥାନୀୟ ଗାୟତ୍ରୀ ପରିବାର ଟ୍ରଷ୍ଟ ଏବଂ ଲକ୍ଷ୍ମୀବଜାର ବଣିକ ସଂଘ ଓଡଗାଁ ମିଳିତ ଭାବେ ଶ୍ରୀରଘୁନାଥଙ୍କ ମନ୍ଦିର ଠାରୁ କ୍ୟାଣ୍ଡେଲ…
ଶହିଦ ଯବାନମାନଙ୍କୁ ଆବେଗପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି।
ମାଣ୍ଡୋସିଲ/ରାଜେନ୍ଦ୍ର କୁମାର ପ୍ରଧାନ :-ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସମସ୍ତ ଶହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଅଞ୍ଚଳ ର ଶହ ଶହ ଯୁବକ ଯୁବତୀ ପାଇକମାଲ ବ୍ଲକ ବରତୁଣ୍ଡା ଓ ଜାମସେଠ ରେ କ୍ୟାଣ୍ଡେଲ ଜାଲି ଶହିଦ ମାନଙ୍କ ଫୋଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଦେଇ ନିରବ ପାର୍ଥନା ପରେ …
ସନ୍ଦେହ ଘେରରେ ଯୁବକଙ୍କ ମୃତ୍ୟୁ ଘଟଣା:୨ୟ ସନ୍ଦୀଗ୍ଧ ଅଭିଯୁକ୍ତକୁ ଗିରଫ ଦାବୀରେ ଥାନା ଆଗରେ ବସିଲେ ଗ୍ରାମବାସୀ
ମେଲଛାମୁଣ୍ଡା (ମନୋଜ କୁମାର ଭୋଇ) - ବରଗଡ ଜିଲ୍ଳା ମେଲଛାମୁଣ୍ଡା ପୁଲିସ ଥାନା ଆଗରେ ର୍କେମେଲି ଗ୍ରାମବାସୀ ରବିବାର ଦିନ ୧୧ଟାରୁ ଧାରଣାରେ ବସିଛନ୍ତି । ସେମାନେ ୨ୟ ସନ୍ନୀଗ୍ଧ ଅଭିଯୁକ୍ତକୁ ଗିରଫ ଦାବୀରେ ଥାନା ଆଗରେ ବସଛନ୍ତି । ଥାନାରେ ମେଲଛାମୁଣ୍ଡା ଥାନାଧିକାରୀ ସପ୍ନାରାଣୀ…
ମେଲଛାମୁଣ୍ଡାରେ ନୂତନ ଥାନାଧିକାରୀ
ମେଲଛାମୁଣ୍ଡା(ମନୋଜ କୁମାର ଭୋଇ) ବରଗଡ ଜିଲ୍ଳା ମେଲଛାମୁଣ୍ଡା ଥାନାରେ ନୂତନ ଥାନାଧିକାରୀ ଭାବେ ପୋଲିସ ସବ ଇନିପ୍ସେକ୍ଟର ସପ୍ନାରାଣୀ ଗୋଛାୟତ ଯୋଗ ଦେଇଛନ୍ତି । ଏହା ପୂର୍ବରୁ ସେ ସୋହେଲା ଥାନାରେ ଦକ୍ଷତାରର ସହ କାର୍ଯ୍ୟ ସମ୍ପାଦନ କରିଥିବାର ପରିଚୟ ରହିଛି । ମେଲଛାମୁଣ୍ଡା ଥାନା ଅଂଚଳର…
ଏମିତି ଆସେ ବି ମରଣ : ମା ହେବା ଆଗରୁ ଆରପାରିକୁ ଚାଲିଗଲେ ଯୁବତୀ
ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଏକ ମୃତ ଓ ପାଞ୍ଚ ଅହତ
ପାଇକମାଲ(ଗୌରାଙ୍ଗ ଚରଣ ଦାଶ) :- କେତେ ସ୍ବପ୍ନ ଦେଖିଥିଲେ ଇନ୍ଦ୍ରମଣି | ବାପାହେବାର ସ୍ବପ୍ନ ଦେଖୁଥିବା ଇନ୍ଦ୍ରମଣି କେବେ ଭାବିନଥିଲେ ଯେ ତାଙ୍କ ଧର୍ମପତ୍ନୀ ତାଙ୍କ ଛୁଆକୁ ସଂସାରକୁ ଆଣିବା ବଦଳରେ ସଂସାର ଛାଡିଯିବେ ବୋଲି ଆଉ କେବେ ବି…
‘ଜାଗା ମିଶନ ବସ୍ତିବାସିନ୍ଦାଙ୍କୁ ନୂତନ ପରିଚୟ ଦେଇଛି’: ସାଂସଦ
ବାଲେଶ୍ୱର(ଉଜ୍ଜ୍ୱଳ କର) : ବାଲେଶ୍ୱର ପୌରପାଳିକା ପକ୍ଷରୁ ଓଡ଼ିଶା ସରକାରଙ୍କ ଜାଗା ମିଶନ ଜରିଆରେ ଦ୍ୱିତୀୟ ପର୍ଯ୍ୟାୟରେ ବସ୍ତିବାସିନ୍ଦାଙ୍କୁ ଆଜି ଭୂମି ଅଧିକାର ପ୍ରମାଣପତ୍ର ପ୍ରଦାନ କରାଯାଇଛି । ସ୍ଥାନୀୟ ଗାନ୍ଧୀସ୍ମତି ଭବନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରମେଶ ଚନ୍ଦ୍ର…
ପୁଲୱାମା ଆତ୍ମଘାତୀ ଆକ୍ରମଣଙ୍କୁ ନିନ୍ଦା: ବିଭିନ୍ନ ସଂଗଠନ ପକ୍ଷରୁ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି
ବାଲେଶ୍ୱର(ଉଜ୍ଜ୍ୱଳ କର) : ଶ୍ରୀନଗରର ପୁଲୱାମାଠାରେ ସନ୍ତ୍ରାସବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ସହିଦ୍ ୪୪ ଜଣ ସିଆରପିଏଫ ଯବାନଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ସ୍ଥାନରେ ଦୁଇଦିନ ଧରି ଚାଲିଛି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ । ଏହି ପରିପ୍ରେକ୍ଷୀରେ ଅବସରପ୍ରାପ୍ତ ସୈନିକ କର୍ମଚାରୀ ସଂଘର…
କୋମନାରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ
କୋମନା/ଭାଗିରଥି ଭୋଇ- ନୂଆପଡା ଜିଲ୍ଲା କୋମନା ସହର ରେ ଜାମ୍ମୁ କାଶ୍ମୀର ପୁଳଓ୍ଵାମା ରେ ସହୀଦ ହୋଇଥିବା ଯବାନମାନଙ୍କୁ ଗ୍ରାମବାସୀଙ୍କ ତରଫରୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି । ପୁରୁଣା ବ୍ଲକ କାର୍ଯ୍ୟଳୟରୁ ଏକ ମହମବତୀ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହିତ ବସ ଷ୍ଟାଣ୍ଡ ପାଖରେ…