ଅଶୋକ ପରିଜା ନୂଆ ଏଜି

0

ଭୁବନେଶ୍ୱର : ଜଣାଶୁଣା ବରିଷ୍ଠ ଅଧିବକ୍ତା ଅଶୋକ ପରିଜା ଓଡିଶା ସରକାରଙ୍କ ମହାଅଧିବକ୍ତା(ଆଡଭୋକେଟ ଜେନେରାଲ) ଭାବେ ନିଯୁକ୍ତ ହୋଇଥିବା ଜଣାପଡିଛି । ଗତ କିଛି ଦିନ ଧରି କିଏ ଏଜି ଭାବେ ନିଯୁକ୍ତ ହେବେ ତାକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଁ ଆସୁଥିଲା। ଦୁଇ ତିନି ଜଣଙ୍କ ନା ଚର୍ଚ୍ଚାରେ ଥିବା ବେଳେ ଆଜି ଶ୍ରୀ ପରିଜାଙ୍କ ନିଯୁକ୍ତ ହେବା ପରେ ସେ ଆଲୋଚନାର ପରିସମାପ୍ତି ଘଟିଛି ।

Leave A Reply

Your email address will not be published.