ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ ରେ ବସିଲେ ସନ୍ତୋଷିନୀ 

     ବଲାଂଙ୍ଗିର (ନିରୋଜ ମିଶ୍ର)  ବଲାଙ୍ଗୀର ମୁନିସିପାଲିଟି  ଟ୍ୟାକ୍ସ ବିଭାଗ ରେ କାର୍ଯ୍ୟରତ ଥିବା ମହିଳା ସନ୍ତୋଷନୀ ସ୍ୱାଇଁ, ଅଧିକାରି ଏବଂ ପ୍ରଶାସନ ର ଅପାରଗତା କୁ ଭିର୍ତି କରି ଆଣିଛନ୍ତି ଅଭିଯୋଗ। ତେବେ ସୂଚନା ଅନୁସାରେ ଦୀର୍ଘ ବର୍ଷ ରୁ ମହିଳା ଜଣକ ବଲାଙ୍ଗୀର ପୌର ପାଳିକା ରେ…

ମୋ ଭୋଟ ମୋଦେଶ: ମୋ ଭୋଟ ସଉଦା ନୁହେଁ 

ବଲାଙ୍ଗୀର(ନିରୋଜ ମିଶ୍ର) :  ଓଡିଶା ଇଲେକ୍ସନ ୱାଚ୍ ତରଫରୁ ସ୍ଥାନୀୟ କୋଶଳ କଳାମଣ୍ଡଳ ପଡିଆଠାରେ ଭୋଟର ସଚେତନତା ନିମନ୍ତେ ଉଦ୍ଧିଷ୍ଟ ‘ମୋ ଭୋଟ ମୋଦେଶ: ମୋ ଭୋଟ ସଉଦା ନୁହେଁ ଜିଲ୍ଲାସ୍ତରୀୟ ସଚେତନତା ଅଭିଯାନ’ ରଥର ଶୁଭାରମ୍ଭ ହୋଇଛି । ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ…

ଭଦ୍ରକରେ କେଉଁ ଦଳରୁ କିଏ ହେବେ ପ୍ରାର୍ଥୀ …….

ମୁଣ୍ଡ ଉପରେ ନିର୍ବାଚନ : ୩ ଦଳରେ ଚାଲିଛି ମାନସ ମନ୍ଥନ  ହେଲେ ସମ୍ଭାବ୍ୟ ପ୍ରାଥୀଙ୍କୁ ନେଇ ଭଦ୍ରକ ସହରରେ ଚର୍ଚ୍ଚା ଜୋର  ଭଦ୍ରକ ( ସତ୍ୟଭୂଷଣ ସ୍ବାମୀ ) : ଜିଲ୍ଲାର ସମ୍ମାନଜନକ ବିଧାନସଭା କ୍ଷେତ୍ର ଭଦ୍ରକ । ମୋଟ ୩୬ ଗ୍ରାମ ପଞ୍ଚୟତ ଓ ୩୦ ପୌର ୱାର୍ଡ଼କୁ ନେଇ ଏହା ଗଠିତ ଗଠିତ । ଚଳିତ…

ସିଆରପିଏଫ ଜବାନଙ୍କ ଦ୍ୱାରା ନିୟମଗିରିରେ ମାଓକ୍ୟାମ୍ପ ଠାବ

ରାୟଗଡା(ସରୋଜ କୁମାର ସାହୁ)  ନିୟମଗିରି ପାହାଡ ଅଂଚଳରେ ନିଜସ୍ୱ ଗୁଇନ୍ଦା ସଂସ୍ଥା ଦ୍ୱାରା ମାଓ କ୍ୟାମ୍ପ ଚାଲିଥିବା ନେଇ ସୂଚନା ମିଳିଥିଲା । ସୂଚନା ପ୍ରକାରେ ସିଆରପିଏଫ ୪ର୍ଥ ବାଟାଲିୟନ ସେକେଣ୍ଡ ଇନ କମାଣ୍ଡେଟ ମିତୁ ରୟ ଏବଂ ସହକାରୀ କମାଣ୍ଡେଟ ଗୁରୁ ଚରଣ ସ୍ୱାଇଁଙ୍କ ସହ ୩୦ ଜଣ ଯବାନ…

୭୧ କେଜି ଗଂଜେଇ ଜବତ, ୨ ଗିରଫ

ରାୟଗଡା (ସରୋଜ ସାହୁ )  – ରାୟଗଡା ଜିଲ୍ଲା ଅନ୍ତର୍ଗତ ଚାନ୍ଦିଲି ପୋଲିସ ଦ୍ୱାରା ୭୧ କେଜି ୨୫ ଗ୍ରାମ ଗଜେଂଇ ଜବତ ସହ ୨ ଜଣ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି । ଏ ନେଇ ଚାନ୍ଦିଲି ଡିଏସପି (ଟ୍ରେନି) ସତ୍ୟବିକାଶ ଭୂୟାଁ ସୂଚନା ଦେଇଛନ୍ତି । ପୋଲିସର କହିବା ମୁତାବକ କେ.ମାଲିଗାଁ ପଂଚାୟତ…

ମର୍ମନ୍ତୁଦ ସଡକ ଦୁର୍ଘଟଣା, ପତ୍ନୀଙ୍କ ଦେହାନ୍ତ, ପତି ଗୁରୁତର

 ସୁନ୍ଦରଗଡରୁ ହୋରାଚାନ୍ଦ ଦେଉରିଆ :: ସୁନ୍ଦରଗଡ଼, ବିଜୁ ଏକ୍ସପ୍ରେସୱ କୁଣ୍ଡୁକେଲା ଛକରେ ଶୁକ୍ରବାର ଅପରାହ୍ନ ୩ ଟା ସମୟ ପାଖା ପାଖି ମର୍ମନ୍ତୁଦ  ଦୃଘଟଣା ଘଟିଛି | ଏକ ଦୁଖଦ ଦୁର୍ଘଟଣାରେ ପଛରୁ ଏକ ଟ୍ରକ ଧକ୍କାରେ ଜଣେ ହୋମଗାର୍ଡଙ୍କ ପତ୍ନୀଙ୍କ ମୃତ୍ୟୁ ଘଟି ପତି(ହୋମଗାର୍ଡ) ଗୁରୁତର ହୋଇ…

ରାଜ୍ୟ କ୍ରୀଡା ଛାତ୍ରାବାସ ସକାଶେ ଜିଲାସ୍ତରୀୟ କ୍ରୀଡା ପ୍ରତିଭା ଚୟନ

ଝାରସୁଗୁଡା/ବିକ୍ରମ କେଶରୀ ମହାପାତ୍ର :ଆସନ୍ତା ୨୬ ଓ ୨୭ ତାରିଖ ଦୁଇ ଦିନ ଧରି ରାଜ୍ୟ କ୍ରୀଡା ଛାତ୍ରାବାସ ସକାଶେ ଜିଲାସ୍ତରୀୟ କ୍ରୀଡା ପ୍ରତିଭା ଚୟନ ପ୍ରକ୍ରିୟା ଏଚ.କଟାପାଲି  ଯୁକ୍ତ ଦୁଇ କଲେଜ ପଡିଆ ରେ ଆରମ୍ଭ ହେବ। ଏହି ପ୍ରକ୍ରିୟା ରାଜ୍ୟରେ ଥିବା ଫୁଟବଲ, ବାସ୍କେଟବଲ, ଭଲିବଲ,…

ସୋହେଲା ପଂଚାୟତ ସମିତି ବୈଠକ,ପାନୀୟ ଜଳ ଉପରେ ଗୁରୁତ୍ୱ 

ସୋହେଲା / (ଶାସକପ୍ରଶାସକ)-ସୋହେଲା ବ୍ଲକ ଅଫିସ ସଭାଗୃହରେ ପଂଚାୟତ ସମିତିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ପଂଚାୟତ ସମିତି ଅଧ୍ୟକ୍ଷ ଜୀବର୍ଦ୍ଧନ ବରିହା ସଭାପତିତ୍ୱ କରିଥିଲେ । ସଭା ପ୍ରାରମ୍ମରେ ବିଡିଓ ଅଶୋକ କୁମାର ଗଡତିଆ ସମସ୍ତଙ୍କୁ ସ୍ୱାଗତ କରି ସଭାର ସଂଯୋଜନା କରିଥିଲେ । ପୂର୍ବ…

ଅଂଚଳ ମହାବିଦ୍ୟାଳୟର ଗୌରବାବହ ତ୍ରିଦିବସୀୟ ସୁବର୍ଣ୍ଣ ଜୟନ୍ତୀ ୨୬ ରୁ 

ପଦ୍ମପୁର/ନିଳ ଦୀପ-ପଦ୍ମପୁର ଉପଖଣ୍ଡର ସର୍ବପୁରାତନ ତଥା ଐତିହମଣ୍ଡିତ ଗୌରବମୟ ଶିକ୍ଷାନୁଷ୍ଠାନ ଅଂଚଳ ମହାବିଦ୍ୟାଳୟ ତାହାର ସୁବର୍ଣ୍ଣ ଜୟନ୍ତୀ ପାଳନ କରିବାକୁ ଯାଉଛି । ଏହା ଆସନ୍ତା ଫେବୃଆରୀ ମାସର ୨୬,୨୭ ଓ ୨୮ ତାରିଖରେ ଅନୁଷ୍ଠିତ ହେବ ବୋଲି ସ୍ତିରୀକୃତ ହୋଇଛି । ଏହି ସୁବର୍ଣ୍ଣ ଜୟନ୍ତୀ ୨୬…