ମହୁଲପାଲିରେ ସ୍ଵଚ୍ଛତା ଅଭିଯାନ

0

ପଦ୍ମପୁର(ନୀଳାମ୍ବର ଦୀପ):-ପଦ୍ମପୁର ନିକଟସ୍ଥ ମହୁଲପାଲି ଗ୍ରାମରେ ସ୍ଥାନୀୟ ନେତାଜୀ ଯୁବକ ସଂଘ ପକ୍ଷରୁ ରବିବାର ଦିନ ଗାଁ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା। ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରୁ ଆରମ୍ଭ କରି ଗାଁର ମୁଖ୍ୟ ଛକ ଏବଂ ଗାଁ ଦାଣ୍ଡ ସଫା କରାଗଲା। ଏହା ବ୍ୟତୀତ ଯୁବକ ମାନେ ଗାଁ ରେ ବୁଲି ଲୋକଙ୍କୁ ଆବର୍ଜନା ପରିଚାଳନା ବିଷୟରେ ସଚେତନ କରାଇଥିଲେ। ନୀଳାମ୍ବର ସାହୁଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ରେ ସୁରେଶ, ମାଧବ, ଦିଲୀପ, ମତିଲ, ମାନସ, ସୁଜିତ୍, ମୁନା, ଲାଲୁ, ନିଶିଥ ଆଦି ସକ୍ରିୟ ଯୋଗଦାନ କରିଥିଲେ।

Leave A Reply

Your email address will not be published.