Sign in
Sign in
Recover your password.
A password will be e-mailed to you.
ଚିଲିକା ବ୍ଲକ ଉପାଧ୍ୟକ୍ଷ, ସରପଞ୍ଚଙ୍କ ସହ ୫୦୦ରୁ ଉର୍ଦ୍ଧ୍ୱ ବିଜେପି କର୍ମୀ ବିଜେଡିରେ ଯୋଗଦେଲେ
ଭୁବନେଶ୍ୱର(ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ନେତୃତ୍ୱରେ ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଜେପି ସମର୍ଥିତ ଚିଲିକା ବ୍ଲକ ଉପାଧ୍ୟକ୍ଷ, ବିଭିନ୍ନ…
ବନ୍ଧକ ଶ୍ରମିକଙ୍କ ମୁକ୍ତି ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଓ ଡ଼ିଜିଙ୍କ ସହ କଥା ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଅନୁଗୁଳର ୧୪ ଜଣ ଓଡ଼ିଆ ଶ୍ରମିକ ବନ୍ଧା ପଡିଥିବା ଘଟଣା
ଅନୁଗୋଳ/ଶାସକ ପ୍ରଶାସକ : ଅନୁଗୁଳର ୧୪ ଜଣ ଓଡ଼ିଆ ଶ୍ରମିକ ହାଇଦରାବାଦ ଇଟାଭାଟି ମାଲିକଙ୍କ ପାଖରେ ବନ୍ଧା ପଡିଥିବା ବିଷୟ ଜଣା ପଡିବା ପରେ ରାଜ୍ୟ ସରକାରଙ୍କ ଆଇନ, ସ୍ୱାସ୍ଥ୍ୟ-ପରିବାର କଲ୍ୟାଣ, ସୂଚନା-ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ…
ବରିଷ୍ଠ ନାଗରିକ କାର୍ଯ୍ୟାଳୟରେ ଆମ ପୋଲିସ ସମିତିର ବୈଠକ
ସୁନ୍ଦରଗଡ (ହୋରାଚାନ୍ଦ ଦେଉରିଆ) ପୋଲିସକୁ ଲୋକଙ୍କ ଅଧିକ ନିକଟତର ତଥା ଆସ୍ଥାଭଜନ କରାଇବା ଉଦ୍ଦେଶ୍ୟ ନେଇ ତଥା ବରିଷ୍ଠ ନାଗରିକ ମାନେ ସମ୍ମୁଖୀନ ହେଉଥିବା ସମସ୍ୟା ନିରାକରଣ ପୂର୍ବକ ସହରରେ ଶାନ୍ତି ଶୃଙ୍ଖଳା ତଥା ସହାବସ୍ଥାନ ବଜାୟ ରଖିବା ସକାଶେ ଗଠିତ ଆମ ପୋଲିସ ସମିତିର ଗୁରୁତ୍ୱପୂର୍ଣ…
୧୮କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ, ୩ଟି କଲ୍ୟାଣୀ ମଣ୍ଡପ ଉଦଘାଟନ କଲେ ବିଧାୟକ
ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର) : ନୟାଗଡ ବିଧାୟକ ଡ. ଅରୁଣ କୁମାର ସାହୁ ଓଡଗାଁ ବ୍ଲକରେ ୧୮କୋଟି ଟଙ୍କା ବ୍ୟୟରେ ୨ଟି ପୂର୍ତ୍ତ ରାସ୍ତାର ଶିଳାନ୍ୟାସ କରିବା ସହିତ ୩ଟି କଲ୍ୟଣୀ ମଣ୍ଡପର ଶୁଭ ଉଦଘାଟନ କରିଥିଲେ । ସ୍ଥାନୀୟ ରଙ୍ଗଣୀପାଟଣା ଠାରୁ କୁରାଳ ଦେଇ ସୁନାମୁହିଁ ପର୍ଯ୍ୟନ୍ତ ୧୩କି.ମି ୪ଶହ…
କୁରାଳରେ ପୋଲିସ ବିଟ ହାଉସ ଉଦ୍ଘାଟିତ
ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର) : ନୟାଗଡ ଜିଲ୍ଲା ଗଞ୍ଜାମ ଜିଲ୍ଲା ସୀମାନ୍ତ ଅଂଚଳର କୁରାଳ, ଗିରିଡିପଲ୍ଲୀ, ସୁନାମୁହିଁ ଓ ପାଣ୍ଡେରୀପଡା ପଂଚାୟତ ମାନଙ୍କରେ ଅପରାଧ ନିୟନ୍ତ୍ରଣ କରିବା ପାଇଁ ଓଡଗାଁ ଥାନାର କୁରାଳ ପଂଚାୟତର ଏକ ଅସ୍ଥାୟୀ ଗୃହରେ ଆଜି ସ୍ଥାପନା ହୋଇଥିବା ପୋଲିସ ବିଟ୍ ହାଉସକୁ…
ଓଡଗାଁ ଏନ୍ଏସି: ଝାଡୁଦାରଙ୍କ ଧାରଣା – ପରିମଳ ବାଧାପ୍ରାପ୍ତ
ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର) : ଓଡଗାଁ ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟାଳୟ ଫାଟକ ଆଗରେ ଛାଡୁଦାର କର୍ମଚାରୀଙ୍କ ଧାରଣା ଯୋଗୁଁ ଓଡଗାଁ ନଗର ପରିମଳ ବ୍ୟବସ୍ଥା ବଧାପ୍ରାପ୍ତ ହେବା ଯୋଗୁଁ ବିଭୀନ୍ନ ସ୍ଥାନ ମାନଙ୍କରେ ଆବର୍ଜନା ଜମା ହୋଇଥିବାର ଦେଖିବାକୁ ମିଳିଛି । ପ୍ରାପ୍ତ ସୂଚନାରୁ ଜଣାଯାଏ…
ମେଟ୍ରିକ ପରୀକ୍ଷା : ପ୍ରଥମ ଦିନରେ କପି କରି ଧରାପଡ଼ିଲେ ୩ ପରୀକ୍ଷାର୍ଥୀ
ବାରିପଦା,(ଦିଲ୍ଲୀପ ମହାନ୍ତି )- ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟି୍ରକ ପରୀକ୍ଷା-୨୦୧୯ ଫେବୃଆରୀ ୨୨ ଶୁକ୍ରବାରଠାରୁ ଆରମ୍ଭ ହୋଇଛି । ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲାର ୬୦୮ଟି ହାଇସ୍କୁଲର ୩୬ ହଜାର ୩୦୯ ପରୀକ୍ଷାର୍ଥୀ ୧୭୨ପରୀକ୍ଷା କେନ୍ଦ୍ରରେ ପରୀକ୍ଷାରେ ବସିଛନ୍ତି ।…
ତୁଳଙ୍ଗ ପଞ୍ଚାୟତ ପିଠା କାର୍ଯ୍ୟକ୍ରମରେ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ
ତିର୍ତ୍ତୋଲ /ପାରାଦ୍ବୀପ:ରମେଶ ମହାନ୍ତି -ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ତୁଳଙ୍ଗ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ତୃତୀୟ ପର୍ଯ୍ୟାୟ ପିଠା କାର୍ଯ୍ୟକ୍ରମ ସରପଞ୍ଚ ରଞ୍ଜିତା ସ୍ୱାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଅତିଥିଭାବେ ତିର୍ତ୍ତୋଲ ବ୍ଳକ ଏ.ପି.ଓ ସୌମ୍ୟରଞ୍ଜନ ଦାଶ,ସମିତି…
ବ୍ରଜରାଜନଗର ମୁହାଁ କିଶୋର !
ଅନୁପଙ୍କ ବିରୋଧରେ ଭୁବନେଶ୍ୱରରେ ଫେରାଦ
ଝାରସୁଗୁଡା( ବିକ୍ରମ କେଶରୀ ମହାପାତ୍ର) : ଶନିବାର ଦିନ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର କୁଳମଣି ଦାସ ଓ ପାର୍ବତୀ ବେହେରାଙ୍କ ନେତୃତ୍ୱରେ ପ୍ରାୟ ୧୦୦୦ ରୁ ଉର୍ଦ୍ଧ ବିଜୁ ଜନତା ଦଳର କର୍ମୀ ମାନେ ଅନୁପ ସାଏଙ୍କୁ ଟିକେଟ…
ମୁଖ୍ୟମନ୍ତ୍ରୀଙ୍କୁ କବି ପଦ୍ମଶ୍ରୀ ହଳଧର ନାଗ ଜଣାଇଲେ କୃତଜ୍ଞତା
" ମୁଖ୍ୟମନ୍ତ୍ରୀ ଦୁଇଟି ଦାବି ମଂଚ ଉପରୁ ପୂରଣ କରିଥିବା ଯୋଗୁ ମୁଁ କଣ, ସାରା ପଶ୍ଚିମ ଓଡିଶାବାସୀ ଋଣୀ "
http://www.youtube.com/watch?v=QYEi9uZD380&t=1s
Bargarh/ Gouranga Dash :"ମୁଇଁ ତ କବି, ଆପଣ ଅଜଣା ନାଇନ | ଓଡିଶା ସାହିତ୍ୟ ଏକାଡେମୀ ଦେଇ ସାରିଲା, କେନ୍ଦ୍ର…