Sign in
Sign in
Recover your password.
A password will be e-mailed to you.
ରୁଙ୍ଗଟା ଗୃପ୍ ଅଫ୍ ଖଣିର ସର୍ବଶ୍ରେଷ୍ଠ ଉତ୍କର୍ଷତା
୫୬ତମ ଖଣି ସୁରକ୍ଷା ସପ୍ତାହ ଅବସରରେ ୫୬ଟି ପୁରସ୍କାର : ଲାଇଫ୍ ଟାଇମ୍ ଆଚିଭମେଣ୍ଟ ସହ ଦ୍ୱିତୀୟ ସର୍ବଶ୍ରେଷ୍ଠ ମଡେଲ
ବଡ଼ବିଲ/ଯୋଡା(ଚିତ୍ତରଞ୍ଜନ କର) ରୁଙ୍ଗଟା ଗୃପ୍ ଅଫ୍ ଖଣି ସମୂହ ଖଣି ସୁରକ୍ଷା ଆଞ୍ଚଳିକ ନିର୍ଦ୍ଦେଶାଳୟ ଚାଇଁବାସା କ୍ଷେତ୍ର ପକ୍ଷରୁ ଓଡିଶା ଖଣି ନିଗମ…
ମିଶନ ସୁରଟ : ଧର୍ମେନ୍ଦ୍ରଙ୍କ ଓଡିଶା ପର୍ଵକୁ କାଉଣ୍ଟର କରିବା ପାଇଁ ନବୀନ କରିବେ ଓଡିଶା ମହୋତ୍ସବ !
ପ୍ରଥମ ଥର ପାଇଁ ସୁରାଟ ମାଟିରେ ପ୍ରବାସୀ ଓଢିଆଙ୍କୁ ଭେଟିବେ ନବୀନ
ଭୁବନେଶ୍ୱର(Manasi mishra ) : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ସୁରଟରେ ଓଡିଶା ପର୍ବ ପୁଞ୍ଜିନିବେଶକାରୀ ସମ୍ମିଳନୀର ସଫଳ ଆୟୋଜନ ପରେ ସେଠାକାର ଭୋଟରଙ୍କୁ ଆକୃଷ୍ଟ କରିବା ପାଇ ବିଜେଡି…
ପଦ୍ମପୁର ଭାରତୀୟ ଜନତା ପାର୍ଟ୍ଟି ର ସାମ୍ବାଦିକ ସମ୍ମିଳନୀ : ୧୫ ତାରିଖରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
ପଦ୍ମପୁର (ନୀଳ ଦୀପ) : ବରଗଡ ଜିଲ୍ଲା ପଦ୍ମପୁର ଭାରତୀୟ ଜନତା ପାର୍ଟ୍ଟି ତରଫରୁ ଆଜି ଏକ ସାମ୍ବାସିକ ସମ୍ମିଳନୀ ଅନୁଷ୍ଠିତ କରା ଯାଇଥିଲା । ଏହି ସମ୍ମିଲନୀ ରେ ପଦ୍ମପୁର ବିଧାୟକ ପ୍ରଦୀପ ପୂରୋହିତ ଯୋଗ ଦେଇ ଆସନ୍ତା ତା.୧୫.୧୨.୧୮ ରିଖ ଦିନ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର…
ମୁଣ୍ଡ ଗୁଞ୍ଜିବାକୁ ଘର କରୁଥିଲେ, ହେଲେ ମୁଣ୍ଡ ନେଇଗଲା…….
ରାୟଗଡ଼ାରେ ଏକ ଅଭାବନୀୟ ଘଟଣା : କୋଠାର ଛାତ ଭୁଶୁଡ଼ି ଘର ମାଲିକଙ୍କ ମୃତ୍ୟୁ
ରାୟଗଡା/ସରୋଜ ସାହୁ : ରାୟଗଡା ସ୍ଥିତ ଶିରିକଣା ଗ୍ରାମରେ ଏକ ଅଭାବନୀୟ ଘଟଣା। ଗତ ତା ୦୮/୧୧/୨୦୧୮ ରିଖ ଦିନ କୋଠାର ଛାତ ପକାଯାଇ ଥିବା ବେଳେ ମିସ୍ତ୍ରୀ ସହ ଘର ମାଲିକ ରହି ଛାତର ସେଣ୍ଟ୍ରିଙ୍ଗ କଢୁଥିବ ସମୟରେ…
ସାମସଙ୍ଗ ଜେ୪ ମୋବାଇଲ ଜିତିଲେ ରାୟଗଡର ନାଗାର୍ଜୁନ ନାଗବଂଶ
ରାୟଗଡ(ସରୋଜ ସାହୁ ) ସାମସଙ୍ଗ ମୋବାଇଲ ତରଫରୁ ଦଶହରା ଉପଲକ୍ଷେ ସାରା ରାଜ୍ୟସ୍ତରରେ ଏକ ଲଟେରୀ ପ୍ରତିଯୋଗିତା କରାଯାଇଥିଲାା ଏଥିରେ ରାୟଗଡ ସହରର ନାଗାର୍ଜୁନ ନାଗବଂଶ ନାମକ ଜଣେ ବ୍ୟକ୍ତିଙ୍କୁ ଏକ ଜେ୪ ମୋବାଇଲ ଲଟେରୀରେ ଫୁଟିଥିଲା । ଏଥି ନିମନ୍ତେ ସାମସଙ୍ଗ କମ୍ପାନୀ ତରଫରୁ ରାୟଗଡ ୟୁନୀୟନ…
ମହାସଂସ୍କୃତି ଜାଗରଣ ଯାତ୍ରାର ଉଦଯାପନ ସନ୍ଧ୍ୟା
ଭଦ୍ରକ/ସତ୍ୟ ଭୂଷଣ ସ୍ୱାମୀ - ପ୍ରସିଦ୍ଧ କାଳୀପୂଜା ସମାରୋହରେ ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତି ପକ୍ଷରୁ ଆୟୋଜିତ ହେଉଥିବା ମହା ସଂସ୍କୃତି ଜାଗରଣ ଯାତ୍ରା ଉଦଯାପିତ ହୋଇଯାଇଛି । ଅନ୍ତିମ ସନ୍ଧ୍ୟାରେ ବିଶିଷ୍ଟ ଅତିଥି ତଥା କର୍ମକର୍ତ୍ତା, ତଥା ବହୁ ଶ୍ରୀଜଗନ୍ନାଥପ୍ରେମୀ ଭକ୍ତ ଓ ଭକ୍ତା…
୧୯ତମ ବଲାଙ୍ଗିର ଲୋକଉସôବ ଉଦ୍ୟାପିତ : “ସଂସ୍କୃତିର ବିକାଶ ପାଇଁ ଭିତ୍ତି ଭୂମୀ ସୁଦୃଢ ହେବା ଦରକାର”
ବଲାଙ୍ଗିର-(ନିରୋଜ ମିଶ୍ର) ବଲାଙ୍ଗିରର ସାଂସ୍କୃତିିକ ପ୍ରାଣକେନ୍ଦ୍ର କୋଶଳ କଳାମଣ୍ଡଳ ପଡିଆ ଠାରେ ଆୟୋଜିତ ୧୯ତମ ବଲାଙ୍ଗିର ଲୋକଉତ୍ସବ ଉଦଯାପିତ ହୋଇଯାଇଛି । ସକାଳ ୧୦ ଘଣ୍ଟା ସମୟରେ ପୁରୁଣା ମଞ୍ଚରେ ଜିଲ୍ଲା ସ୍ତରୀୟ ଲୋକନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଲୋକନାଟକ…
ବଲାଙ୍ଗିର ଜିଲ୍ଲା କ୍ରୀଡାସଂସଦର ବାର୍ଷିକ କ୍ରୀଡାଉତ୍ସବ ଡିସେମ୍ବର ୩ ଓ ୪
ବଲାଙ୍ଗିର ୧୩/୧୧-ଆସନ୍ତା ଡିସେମ୍ବର ୩ ଓ ୪ ତାରିଖ ଦୁଇଦିନ ଧରି ସ୍ଥାନୀୟ ଗାନ୍ଧି ଷ୍ଟାଡିୟମରେ କ୍ରୀଡା ସଂସଦର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଆୟୋଜିତ ହେବ । ଏଥିରେ ବିଭିନ୍ନ ବିଭାଗରେ ଅଂଶ ଗ୍ରହଣ କରିବା ପାଇଁ ଇଚ୍ଛୁକ କ୍ରୀଡାନୁଷ୍ଠାନ , ବିଦ୍ୟାଳୟ, ମହାବିଦ୍ୟାଦଳୟ, କ୍ଳବ, ଏବଂ…
ଜନସମ୍ପର୍କ ଯାତ୍ରା : ଦାମଙ୍କ ଗଡରେ ଲଗାତାର ବିଜେଡିର ଶକ୍ତି ପ୍ରଦର୍ଶନ
ଗରଜିଲେ ପ୍ରତାପ, ଅତନୁ, ଦେବାଶିଷ ଓ ପ୍ରଶାନ୍ତ
ପାରାଦୀପ (ଉପେନ୍ଦ୍ର ଗୁରୁ) ନବୀନ ସାଥେ ରହିବା ନୂତନ ଓଡିଶା ଗଢିବା ଡାକରାରେ ଆଜି ପାରାଦୀପ ଠାରେ ବିଜୁ ଜନତା ଦଳ ତରଫରୁ ଜନସମ୍ପର୍କ ପଦଯାତ୍ରା ସମାବେଶ ଅନୁଷ୍ଠିତ ହୋଇଯାଇଅଛି । ସ୍ଥାନୀୟ ଜୟଦେବ ସଦନର ପଣ୍ଡା ଓ ଏଫ୍ସିଆଇ ବିଶ୍ୱକର୍ମା…
ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କଲେ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ରଂଗଲାଲ ଜାମୁଡ଼ା
ପାଇକମାଲ/Gouranga Dash :- ଆଜି ସନ୍ଧ୍ୟା ସମୟରେ ଖାଦ୍ୟ ସୁରକ୍ଷା ଆୟୋଗ ର ଅଧ୍ୟକ୍ଷ ଶ୍ରୀ ରଂଗଲାଲ ଜାମୁଡ଼ା ଝାରବନ୍ଧ ବ୍ଲକ ଗସ୍ତ ସାରି ପାଇକମାଲ ବ୍ଲକର ଫ୍ରେଜରପୁର ସ୍ଥିତ ଆଦର୍ଶ ବିଦ୍ୟାଳୟକୁ ନିରୀକ୍ଷଣରେ ଯାଇଥିଲେ । ଅଧ୍ୟକ୍ଷ ଶ୍ରୀ ଜାମୁଡ଼ା ବିଦ୍ୟାଳୟରେ ପହଞ୍ଚିବା ପରେ ବିଦ୍ୟାଳୟ ର…