କମନ୍ ସର୍ଭିସ୍ ସେଂଟର ମାଧ୍ୟମରେ ଗାଁର ଘରେ ଘରେ ପହଁଚିବ ଗ୍ୟାସ ସିଲିଣ୍ଡର – ଧର୍ମେନ୍ଦ୍ର 

ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଭିତିପ୍ରସ୍ତର ସ୍ଥାପନ ଏବଂ ଉଜ୍ଜଳା ସାନିଟାରୀ ନାପକିନ୍ ପ୍ରସ୍ତୁତି ମେସିନ ବିତରଣ କାର୍ଯ୍ୟକ୍ରମ  ଦିଲ୍ଲୀ, ଭୁବନେଶ୍ୱର ଭଳି ଓଡିଶାର ଗାଁଗଣ୍ଡାରେ ୱାଇ -ଫାଇର ବ୍ୟବସ୍ଥା  ନରେନ୍ଦ୍ର ମୋଦି କମନ ସର୍ଭିସ୍ ସେଂଟର ମାଧ୍ୟମରେ ଗରିବ ଲୋକଙ୍କ ସାହାଯ୍ୟ…

ବଡ଼ବିଲରେ ବିଜୁ ବାବୁଙ୍କ ୧୦୩ତମ ଜୟନ୍ତୀ ପାଳିତ

ବଡ଼ବିଲ(ଚିତ୍ତରଞ୍ଜନ କର) ଭାରତମାତାର ସୁଯୋଗ୍ୟ ସନ୍ତାନ ତଥା ରାଜନେତା, ବୈମାନିକ ଓ ଶିଳ୍ପପତି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୦୩ତମ ଜନ୍ମ ଜୟନ୍ତୀରେ ବଡ଼ବିଲ ନଗର ବିଜେଡି ତରଫରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଆଜି ପୂର୍ବାହ୍ନ ୧୦ଟା ସମୟରେ କଳିଙ୍ଗ ନଗର ସ୍ଥିତ ବିଜୁ…

ମିଛ କହିବା ନବୀନ ପଟ୍ଟନାୟକ ଏବଂ ବିଜେଡି ଲୋକଙ୍କ ଠାରୁ ଶିଖିବା ଦରକାର : ଧର୍ମେନ୍ଦ୍ର 

ରେଳବାଇ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଖୋଲା ବିତର୍କ ଆସନ୍ତୁ ବୋଲି ଚାଲେଞ୍ଜ ଦେଲେ ପ୍ରଧାନ   ଭୁବନେଶ୍ୱର – ୨୦୧୪ ମସିହାରେ ଆନ୍ଧ୍ରର ପୁନର୍ଗଠନର ବିଧି ଆଇନରେ ପରିଣତ ହେବା ସମୟରେ ବିଜୁ ଜନତା ଦଳର ବନ୍ଧୁମାନେ ଲୋକସଭା ଓ ରାଜ୍ୟସଭାରେ ଉପସ୍ଥିତ ଥିଲେ । ରେଲୱେ ଜୋନ ୱାଲଟିୟରରେ ହେବା…

 ଜାଗରରେ ଅଘଟଣ : ଦୀପରୁ ଲେହେଙ୍ଗାରେ ନିଆଁ, ଆଉ ……..

ବାରିପଦା(ଅରବିନ୍ଦ ଦାସ )-: ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକର ଦେବଶୋଳ ମନ୍ଦିରରେ ପବିତ୍ର ଶିବରାତ୍ରିରେ ଜାଗର ଦୀପର ନିଆଁରେ ଅଘଟଣ । ମନ୍ଦିରରେ ଜଳୁଥିବା ଅଖଣ୍ଡ ଦ୍ୱୀପରୁ ମହିଳା ଭକ୍ତଙ୍କ ଅସାବଧାନତା କାରଣରୁ ଲେହେଙ୍ଗାରେ ନିଆଁ ଲାଗିଯାଇଥିଲା ।  ଫଳରେ ମହିଳା ଜଣଙ୍କ ଶରୀରର ୪୦…

ନିର୍ବାଚନକୁ ପ୍ରଭାବିତ କରିପାରନ୍ତି  ଫରେଷ୍ଟ ରେଞ୍ଜର

ବଲାଙ୍ଗିର - ଆସନ୍ତ ଏପ୍ରିଲରେ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି । ତେଣୁ ଏହାକୁ ନିରପେକ୍ଷ ଓ ଅବାଧ ଭାବରେ ପରିଚାଳିତ କରିବାକୁ ନିର୍ବାଚନ କମିଶନ ପଦକ୍ଷେପ ନେଉଛନ୍ତି । ବିଭିନ୍ନ ବିଭାଗରେ ୩ ବର୍ଷରୁ ଅଧିକ  ରହିଥିବା ଅଧିକାରୀ ମାନଙ୍କୁ ଜିଲ୍ଲାରୁ ବଦଳି କରୁଛନ୍ତି । ବଲାଙ୍ଗିର…

ମାଫିଆଙ୍କ ଦାଦାଗିରି : ବନବିଭାଗ କର୍ମଚାରୀକୁ ନିସ୍ତୁକ ମାଡ, ଗାଡି ଉପରେ ଆକ୍ରମଣ 

ଓଡଗାଁ, (ଶ୍ରୀକାନ୍ତ ମିଶ୍ର) : ଓଡଗାଁ ବନବିଭାଗ ପାଟ୍ରୋଲିଂ ଗାଡି ଉପରେ ଆକ୍ରମଣ ଯୋଗୁଁ ଫରେଷ୍ଟର ଜୋତିରଞ୍ଜନ ମାନସିଂ ଓ ଗାଡି ଡ୍ରାଇଭର ବିଜୟ ରଞ୍ଜନ ମିଶ୍ର ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ସହକର୍ମୀ ମାନେ ଆଂଶିକ  ଆହତ ହୋଇଥିଲେ । ଓଆର ୨୫ ସି ୬୪୯୪ ପାଟ୍ରୋଲିଂ ବୋଲେର ଗାଡିକୁ ହାଣି…

ଓଡଗାଁରେ ଜାଗରଯାତ୍ରା ପାଳିତ : ପ୍ରଭୁ ଦୂତିକେଶ୍ୱର ମହାଦେବ, ରାମେଶ୍ୱର ଓ ଶ୍ରୀରଘୁନାଥଙ୍କ ପୀଠରେ ଜାଗର ଜାଳିଲେ…

ଓଡ଼ଗାଁ/ଶ୍ରୀକାନ୍ତ ମିଶ୍ର : ପବିତ୍ର ଜାଗର ଯାତ୍ରା ଅବସରରେ ସୋମବାରଦିନ ସ୍ଥାନୀୟ ଶୈବପୀଠ ମାନଙ୍କରେ ଜାକଯମକରେ ଜାଗର ଯାତ୍ରା ପାଳିତ ହୋଇଯାଇଛି । ଜାମୁପାଟଣା ନିକଟସ୍ଥ  ଶୁଳିଆ ପାଦଦେଶରେ ବିରାଜିତ ବାବା ଦୂତିକେଶ୍ୱର ମହାଦେବଙ୍କ ପୀଠ, ଓଡଗ୍ରାମରେ ରାମ ସାଗର ପୋଖରୀ କୂଳରେ ବିରାଜିତ ପ୍ରଭୁ…

ହର ହର ମୋଦି, ଘର ଘର ମୋଦି”କୁ କାଉଣ୍ଟର କରିବ ” ସବୁ ଘରେ ଶଙ୍ଖ, ସବୁରି ହୃଦୟରେ ନବୀନ” !!!!

ଭୁବନେଶ୍ୱର : ଏବେ ଚାଲିଛି ସ୍ଲୋଗାନର ଜମାନା | ଭୋଟର ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ବା ଆକର୍ଷିତ କରିବା ପାଇଁ ଆକର୍ଷଣୀୟ ସ୍ଲୋଗାନ ପ୍ରସ୍ତୁତ କରାଯାଉଛି | ୨୦୧୪ ନିର୍ବାଚନ ପୂର୍ବରୁ ଏଜ କ୍ୟାଚି ସ୍ଲୋଗାନ କରିଥିଲା ବିଜେପି, ଯାହାକି ଭଲ ପ୍ରଭାବ ପକାଇଥିଲା | ସେଇଟା ଥିଲା "ହର ହର ମୋଦି,…

ଦକ୍ଷିଣ ନୂଆପାଲି ଗ୍ରାମରେ ଶିବ ମନ୍ଦିର ପ୍ରତିଷ୍ଠା ଉତ୍ସବ

ମେଲଛାମୁଣ୍ଡା,(ମନୋଜ ଭୋଇ) :  ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ପଲସାପାଲି ଗ୍ରା.ପ ଅଧିନସ୍ତ ଦକ୍ଷିଣ ନୂଆପାଲି ଗ୍ରାମରେ ଗତ ତିନି ଦିନ ବ୍ୟାପି ଚାଲିଥିବା ନୂତନ ଶିବ ମନ୍ଦିର ପ୍ରତିଷ୍ଠାଉତ୍ସବ ସୋମବାର ଦିନ ମହାସମାରୋହରେ ସମ୍ପନ୍ନ ହୋଇଯାଇଛି । ନୂତନ ମନ୍ଦିରକୁ ପ୍ରାଣ ପ୍ରତିଷ୍ଠା କରିବା ସହ…

 କାହାପାଇଁ ଇସ୍ତାହାର ପ୍ରତିଶ୍ରୁତି ପୁସ୍ତିକା ହୋଇପାରେ, ବିଜେଡି ପାଇଁ ପ୍ରତିଶ୍ରୁତି ହେଉଛି ପ୍ରତିବଦ୍ଧତା : ଡ଼ ଅରୁଣ

ଭୁବନେଶ୍ୱର(ମାନସୀ ମିଶ୍ର): ଓଡ଼ିଶାବାସୀଙ୍କ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦରେ ବିଜୁ ଜନତା ଦଳ ୨୦୦୦ ମସିହାରୁ ଲୋକମାନଙ୍କର ସେବା କରିଆସୁଛି । ଜନସାଧାରଣଙ୍କର ଆଶା ଆକାଂକ୍ଷାକୁ ପୂରଣ କରିବା ସହିତ ଓଡ଼ିଶାର ସ୍ୱାଭିମାନ ଓ ସମ୍ମାନକୁ ବିଜୁ ଜନତା ଦଳ ଅଗ୍ରାଧିକାର ଦେଇଥିବାରୁ ଲୋକମାନଙ୍କ…