କଂଗ୍ରେସର ପକ୍ଷରୁ ଗ୍ୟାରେଂଟି କାର୍ଡ ଶୁଭ ଉଦ୍ଘାଟନ

ଭଦ୍ରକ,(ସତ୍ୟ ଭୂଷଣ ସ୍ୱାମୀ) : ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ କଂଗ୍ରେସ ସାଧାରଣ ମତଦାତାଙ୍କୁ ସମର୍ଥନ ହାସଲ କରିବାକୁ କୌଣସି ଉଦ୍ୟମ ହାତଛଡା କରୁନାହିଁ । ଚାଷିଙ୍କ ସ୍ୱାର୍ଥ ଆରମ୍ଭ କରି ସାଧାରଣ କର୍ମଜୀବୀଙ୍କ ପର୍ଯ୍ୟନ୍ତ ସେମାନଙ୍କ ସାମାଜିକ ସୁରକ୍ଷାକୁ ନିଶ୍ଚିତ କରିବା ଉଦ୍ୟମ…

ବିଜୁ ପଟ୍ଟନାୟକ ଜୟନ୍ତୀ ପାଳିତ

ଝାରସୁଗୁଡା/ବିକ୍ରମ କେଶରୀ ମହାପାତ୍ର : ପ୍ରବାଦ ପୁରୁଷ ବିଜୁପଟ୍ଟନାୟକଙ୍କ ୧୦୩ ତମ ଜୟନ୍ତୀ ପାଳିତ ହୋଇଯାଇଛି। ପ୍ରଥମେ ବଡ଼ମାଲ ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପ୍ରଣ କଲାପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ। ଏହି ଅବସରରେ…

ଭିଡିଓ  କନଫରେନ୍ସ ମାଧ୍ୟମରେ ମାନଧନ ଯୋଜନା ଶୁଭାରମ୍ଭ : ସଚେତନତା ଶିବିର

ଝାରସୁଗୁଡା/BIKRAM MAHAPATRA :  ଆଜି ପ୍ରଧାନମନ୍ତ୍ରୀ ଗୁଜୁରାଟର ରାଜଧାନୀ ଅହମଦାବାଦରେ ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନାକୁ ଶୁଭାରମ୍ଭ କରିଥିଲେ। ଏହି ପରିପେକ୍ଷିରେ ସ୍ଥାନୀୟ ଇଏସଆଇ ହସ୍ପିଟାଲରେରେ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। ଏହି ଅବସରରେ…

ମୋଦିଙ୍କ ଯୋଜନା ସମାଜର ଗରିବଙ୍କ ପାଇଁ ସୁରକ୍ଷା କବଚ ହେବ – ଧର୍ମେନ୍ଦ୍ର ପ୍ରଧାନ 

ପ୍ରଧାନମନ୍ତ୍ରୀ ଶ୍ରମୟୋଗୀ ମାନ ଧନ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ • ଓଡିଶା ଭଳି ରାଜ୍ୟରେ ୨ କୋଟି ଲୋକ ଏହି ଯୋଜନାରେ ଲାଭ ପାଇବେ • ଭାରତବର୍ଷର ଅସଂଗଠିତ କ୍ଷେତ୍ରର ୪୨ କୋଟି ଲୋକଙ୍କ ଚିନ୍ତା ଦୂର ହୋଇଛି • ୧୮ରୁ ୪୦ ବର୍ଷ ପର୍ଯ୍ୟନ୍ତ ଶ୍ରମିକ ବର୍ଗର ଏହି…

ବିଜୁ ବାବୁଙ୍କର 103 ତମ ଜନ୍ମଦିନ ଓ ପଞ୍ଚାୟତିରାଜ ଦିବସ ପାଳିତ

ପାଇକମାଲ :- ପାଇକମାଲ ବ୍ଲକ ମୁଖ୍ୟାଳୟ ରେ ପ୍ରବାଦ ପୁରୁଷ ଶ୍ରୀ ବିଜୁ ପଟ୍ଟନାୟକଙ୍କ 103 ତମ ଜନ୍ମ ଦିନ ଓ ପଞ୍ଚାୟତିରାଜ ଦିବସ ଧୁମ ଧାମ ରେ ପାଳନ କରାଯାଇଛି । ବ୍ଲକ ମୁଖ୍ୟାଳୟ ପରିସରରେ ଆୟୋଜିତ ଏହି ରଙ୍ଗାରଙ୍ଗ କାର୍ଯକ୍ରମରେ ପାଇକମାଲ ବିଡ଼ିଓ  ଶ୍ରୀ ସଦାଶିବ ନାୟକ , ପଂଚାୟତ ସମିତି…

ସୋହେଲାରେ ବ୍ଲକସ୍ତରୀୟ ପଂଚାୟତି ରାଜ ଦିବସ ପାଳିତ

ସୋହେଲା(ଶାସକପ୍ରଶାସକ)-ଆଜି ସ୍ଥାନୀୟ ଅଗ୍ରସେନଭବନଠାରେ ବ୍ଲକସ୍ତରୀୟ ପଂଚାୟତିରାଜ ଦିବସ ତଥା ବିଜୁ ବାବୁଙ୍କ ୧୦୩ତମ ଜୟନ୍ତୀ ପାଳନ କରାଯାଇଥିଲା । ବିଜୁ ବାବୁଙ୍କ ଫଟୋ ଚିତ୍ରରେ ବିଡିଓ ଅଶୋକ କୁମାର ଗଡତିଆ,ବ୍ଲକ ଅଧ୍ୟକ୍ଷ ଜୀବର୍ଦ୍ଧନ ବରିହା,ଜିଲା ପରିଷଦ ସଦସ୍ୟ ସୁବ୍ରତ ବେହେରା ଓ ଦୟାନିଧି…

ଭାରତୀୟ ବାୟୁସେନା ନିଯୁକ୍ତି ରାଲି ରେ ୧୩୦ ଜଣ ଯୁବକ କୃତକାର୍ଯ୍ୟ

ବାରିପଦା(ଦିଲ୍ଲୀପ ମହାନ୍ତି)- ଭାରତୀୟ ବାୟୁସେନା ପକ୍ଷରୁ ଗତ ଫେବୃଆରୀ ୨୭ ତାରିଖ ଠାରୁ ଚଳିତ ମାର୍ଛ ମାସ ୩ ତାରିଖ ପର୍ଯ୍ୟନ୍ତ ଜିଲା ପ୍ରଶାସନ ପ୍ରତ୍ୟକ୍ଷ ତତ୍ୱାବଧାନରେ ବାରିପଦା ପୁଲିସ ଲାଇନ ପଡ଼ିଆଠାରେ ଆୟୋଜିତ ନିଯୁକ୍ତି ରାଲିରେ ରାଜ୍ୟର ୩୦ଟି ଜିଲାରୁ ଦୁଇଗୋଟି ପର୍ଯ୍ୟାୟରେ ୯୦୦ରୁ…

ବିଜୁ ଭବନରେ ପଞ୍ଚାୟତିରାଜ ଦିବସ ପାଳିତ 

ବାରିପଦା(ଦିଲ୍ଲୀପ ମହାନ୍ତି)- ଆଜି ନବ ଉତ୍କଳର ନିର୍ମାତା ତଥା କଳିଙ୍ଗର ମୁକୁଟ ବିହୀନ ସମ୍ରାଟ ପ୍ରବାଦପୁରୁଷ ବିଜୁବାବୁଙ୍କର ୧୦୩ତମ ଜନ୍ମ ଜୟନ୍ତୀ । ୧୯୧୬ ମାର୍ଚ୍ଚ ୫ରେ ଜନ୍ମ ଗ୍ରହଣ କରିଥିବା ଆଧୁନିକ ଓଡ଼ିଶାର ଖାରବେଳ ବିଜୁବାବୁଙ୍କ ଉକ୍ତ ଜନ୍ମ ଜୟନ୍ତୀକୁ ଓଡ଼ିଶା ସରକାର ପଞ୍ଚାୟତରାଜ…

ପୁରାଣ ପ୍ରସିଦ୍ଧ ଐତିହାସିକ ଶୈବପୀଠ ମହେନ୍ଦ୍ରଗିରିରେ ମହାଶିବରାତ୍ର : ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ଆନ୍ଧ୍ର ସିମାନ୍ତରେ ଥିବା ଗଜପତି ଜିଲ୍ଲା ରାୟଗଡ ବ୍ଲକାଞ୍ଚଳରେ ରହିଥିବା ପୁରାଣପ୍ରସିଦ୍ଧ ଐତିହାସିକ ଶୈବପୀଠ ମହେନ୍ଦ୍ରଗିରି ଶିଖରେ ମହାଶିବରାତ୍ର ଜାଗର ଯାତ୍ରା ଦିନକ ପୁର୍ବରୁ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ମହିଳା ଓ…

ଇଭିଏମ ଏବଂ ଭିଭିପାଟ ମେସିନର ବ୍ୟବହାର ବିଧି ଲୋକଙ୍କୁ ଅବଗତ କରାଯିବ : ଜିଲ୍ଲା ପ୍ରଶାସନର ସଚେତନତା ଅଭିଯାନ ୬ ତାରିଖରୁ…

ସୁନ୍ଦରଗଡ (ହୋରାଚାନ୍ଦ ଦେଉରିଆ) : ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁ ଇଭିଏମ ଏବଂ ଭିଭିପିଏଟି ମେସିନର ବ୍ୟବହାର କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ୪୯ ଗୋଟି ସଚେତନତା ରଥ ଆସନ୍ତା ୬ତାରିଖ ରୁ ଜିଲ୍ଲାର ସମସ୍ତ ଗ୍ରାମରେ ଭ୍ରମଣ କରିବା ପାଇଁ…