ମୁକ୍ତିପଥ : ଯୁବକର ଅନ୍ତିମ ସଂସ୍କାର କଲା ମାନବ ସେବା ସଂଘ ଟ୍ରଷ୍ଟ

ଝାରସୁଗୁଡା :- ( ରାଜୀବ ସଗଡ଼ିଆ ) :- ମାନବ ସେବା ସଂଘ ଏକଦା ଝାରସୁଗୁଡ଼ା ସହରର ସମାଜ ସେବୀ ସୁଭାଷ ସହାରେଙ୍କ ଦ୍ଵାରା ପରିଚାଳିତ ହେଉଥିଲା। କୌଣସି ବାହ୍ୟ ଅନୁଦାନ ବିନା ନିଜସ୍ଵ ଉଦ୍ୟମରେ ଝାରସୁଗୁଡ଼ା ସହରର ସରକାରୀ କାର୍ଯ୍ୟାଳୟ କ୍ୟାମ୍ପସରେ ବୃକ୍ଷରୋପଣ, ମେଧାବୀ ଛାତ୍ରଛାତ୍ରୀଙ୍କୁ…

ଆଶଙ୍କିତ ସଂକଟରେ କ୍ଷୁଦ୍ର ମାଧ୍ୟମ ଖବର କାଗଜ : ସରକାର କରିବେ କି ନିଷ୍ପତ୍ତିର ପୁନର୍ବିଚାର

ନ୍ୟୁଜ  ପ୍ରିଣ୍ଟ୍ ଶୁଳ୍କ ବୃଦ୍ଧି : ପ୍ରଭାବିତ ହେବ ମୁଦ୍ରିତ ଗଣମାଧ୍ୟମ ଓ ସାମ୍ବାଦିକତା ବୃତ୍ତି! ଭୁବନେଶ୍ୱର : କେନ୍ଦ୍ରର ପୂର୍ଣ୍ଣାଙ୍ଗ ବଜେଟ୍ ୨୦୧୯ରେ ବିଦେଶୀ ମୁଦ୍ରଣ କାଗଜ ବା ନ୍ୟୁଜ ପ୍ରିଣ୍ଟ ଆମଦାନୀ ଶୁଳ୍କ ବୃଦ୍ଧି ପ୍ରସ୍ତାବ ମୁଦ୍ରିତ ଗଣମାଧ୍ୟମ ଅଭିବୃଦ୍ଧିରେ ପ୍ରଭାବ ପକାଇବା…

 ରାଜ୍ୟରେ ଭୁଷୁଡି ପଡିଛି ଆଇନଶୃଙ୍ଖଳା ପରିସ୍ଥିତି

 ଆସନ୍ତା କାଲି ସମସ୍ତ ଜିଲ୍ଲା ସଦର ମହକୁମା ସମ୍ମୁଖରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ଭୁବନେଶ୍ୱର (ଶାସକ ପ୍ରଶାସକ) – ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଭୁଷୁଡି ପଡିଛି । ବିଶେଷକରି ନାରୀ ଅପହରଣ ଓ ଦୁଷ୍କର୍ମ ଆଶାତୀତ ଭାବେ ବୃଦ୍ଧି ପାଇଛି । ନାବାଳିକା ଅପହରଣ ଏବଂ ବଳାକ୍ରାର ଘଟଣା…

ଏଫଆରଏ ୨୦୦୬ ଉଲଙ୍ଘନ ବିରୋଧରେ ବିଭିନ୍ନ ଆଦିବାସୀ ମଞ୍ଚ ପକ୍ଷରୁ ବିକ୍ଷୋଭ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଠାରେ ଜଙ୍ଗଲ ଅଧିକାର ଆଇନ(ଏଫଆରଏ) ୨୦୦୬ ଉଲଙ୍ଘନ ବିରୋଧରେ ଅଖିଳ ଭାରତ କିଷାନ ମଜଦୁର ସଭା  ଓ ଆଦିବାସୀ ଅଧିକାର ମଞ୍ଚ ପକ୍ଷରୁ ଭିନ୍ନ ଭିନ୍ନ ଭାବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିରାଟ ଶୋଭାଯାତ୍ରାରେ ଆସି ବିକ୍ଷୋଭ ଓ…

ଜିଲ୍ଲାର ମରୁଡି ପରିସ୍ଥିତ ଓ ପି.ଆର.ଆଇ ସଭ୍ୟା/ସଭ୍ୟାଙ୍କୁ ପ୍ରଶାସନିକ ଅବହେଳା ଉପରେ ଜିଲ୍ଲା ଭାଜପାର ଉଦବେଗ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ  : ଗଜପତି ଜିଲ୍ଲାର ବିଭିନ୍ନ ବ୍ଲକାଞ୍ଚଳରେ ଚଳିତ ବର୍ଷ ସ୍ୱଭାବିକ ଠାରୁ ଅତ୍ୟନ୍ତ କମ୍‍ ପରିମାଣର ବୃଷ୍ଟିପାତ ହୋଇଛି । ଏଥିଯୋଗୁଁ ଜିଲ୍ଲାରେ ମରୁଡି ପରିସ୍ଥିତ ଦେଖାଦେଇଛି । ତେଣୁ ଗଜପତି ଜିଲ୍ଲାକୁ ଚଳିତ ବର୍ଷ ମରୁଡି ଜିଲ୍ଲା ଭାବେ ରାଜ୍ୟସରକାର…

ଚାଷିଙ୍କ ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲା କୃଷକ ସଂଗଠନର ବିକ୍ଷୋଭ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଠାରେ ଜିଲ୍ଲାର ଚାଷୀ ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ଦିଆଯାଇଥିଲା । ଚାଷୀ ସଂଗଠନର…

ପ୍ରତୀକ୍ଷା , କେଉଁ ପୀଠେ କି ଲୀଳା ରଚିବେ ରସ ଶେଖର

ଭୁବନେଶ୍ୱର : ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନକୁ ତୀର୍ଥ କରି ଯାଇଥିବା ପରମପ୍ରେମମୟ ଲୀଳାମୟ ବାରିମୂଳପୀଠ ବିଜେ ରେବତୀକାନ୍ତ ବାହୁଡୁଛନ୍ତି । ମାନେ ମୈଦାନରେ ଖେଳା ପାଇଁ ସାରଥୀ ହାଜର ହେବେ, ଖେଳ ଦେଖିବାକୁ ବି ଭକ୍ତ ହଜାର ହଜାର | ହେଲେ ପଡିଆ ବଦଳି ପାରେ | କାରଣ ତାଙ୍କ ବିଜେସ୍ଥଳୀ ବାରିମୂଳ…

ଛି ଛି ….କେତେ ବର୍ବର ହୋଇଯାଉଛି ଏ ମଣିଷ

ସୁନ୍ଦରଗଡ଼/(ହୋରାଚାନ୍ଦ ଦେଉରିଆ ) ହେମଗିରି ଅଞ୍ଚଳରେ ଲଜ୍ଜା, ଜଣେ ନାବାଳିକା କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ।  ହେମଗିରି ଥାନା ଗୋପାଳପୁର  କଲୋନୀ ପଡ଼ା ଅଞ୍ଚଳର ଏହି ନାବାଳିକା ଗତ ଶନିବାର ଦିନ ସଂନ୍ଧ୍ୟା ରୁ ନିଖୋଜ ଥିଲେ। ଘର ଲୋକେ ଖୋଜା ଖୋଜି କରି ନପାଇବାରୁ   ଆଜି ସକାଳୁ ଥାନା ରେ…

ରାଜ୍ୟରେ ବୃଦ୍ଧିପାଉଛି ବଳାତ୍କାର ଘଟଣା : ମୁଖ୍ୟମନ୍ତ୍ରୀକୁ ଚିଠି ଲେଖିଲେ ସମାଜସେବୀ

ସୁନ୍ଦରଗଡ଼-  ଶନିବାର ବିଳମ୍ବିତ ରାତିରେ ଅନୁଗୁଳ ସହରରେ ଜଣେ ଆଠ ବର୍ଷିୟା ନାବାଳିକାଙ୍କୁ ଉଠାଇ ନେଇ ବଳାତ୍କାର କରିବା ପରେ ତାକୁ   ସଜ୍ଞାହିନ ଅବସ୍ଥାରେ ଅଳିଆ ଗଦାରେ ଫିଙ୍ଗି ଦେଇଥିବା ଘଟଣାରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ଜିଲ୍ଲାର ଜଣାଶୁଣା ସମାଜସେବୀ ଶାନ୍ତନୁ କୁସୁମ। ଶ୍ରୀ କୁସୁମ…

ସମାଜସେବୀଙ୍କ ହସ୍ତକ୍ଷେପ ପରେ ଭତ୍ତା ପାଇଲେ ବୃଦ୍ଧା ଦମ୍ପତି

ସୁନ୍ଦରଗଡ/ ହୋରାଚାନ୍ଦ ଦେହୁରୀଆ - ମଉଳି ଯାଇଥିବା ଆଶା ପୁଣି ଉଜ୍ଜୀବିତ ହୋଇଛି। ଭାଙ୍ଗି ଯାଇଥିବା ମନରେ ପୁଣି ଆତ୍ମବିଶ୍ବାସ କଅଁଳିଛି। ଜିଲ୍ଲାର ଜଣାଶୁଣା ସମାଜସେବୀ ଶାନ୍ତନୁ କୁସୁମଙ୍କ ହସ୍ତକ୍ଷେପ ପରେ ଶେଷରେ ବାର୍ଦ୍ଧକ୍ୟ ଭତ୍ତା ପାଇଛନ୍ତି ଅସହାୟ ବୃଦ୍ଧ ଦମ୍ପତି ବରଦା ମୋହନ ନନ୍ଦ(90)…