ଗଜପତି ପୋଲିସର ଆଉ ଏକ ନିଆରା ପଦକ୍ଷେପ “ମିଶନ ସୁରକ୍ଷା” : ଆତ୍ମବିଶ୍ବାସ ବଢିଲେ ହିଁ ଆତ୍ମସୁରକ୍ଷା…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହିଳା ଓ ଯୁବତୀ ମାନଙ୍କୁ ଦକ୍ଷତାର ସହ ଆତ୍ମ ରକ୍ଷା ଦିଗରେ  ସଶକ୍ତ କରାଇବା ଉଦ୍ଦେଶ୍ୟ ନେଇ ଗଜପତି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଆଉ ଏକ ପଦକ୍ଷେପ  ଆରମ୍ଭ ହୋଇଛି "ମିଶନ ସୁରକ୍ଷା" ।    ଏହି ଅବସରରେ ବୁଧବାର ଦିନ ପାରଳାଖେମୁଣ୍ଡି ସ୍ଥିତ…

ବଡକଷିବାହାଳରେ ନାଗ ଚତୁର୍ଥୀ ପୂଜା

ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ କୁକୁଡାବାହାଳୀ ପଞ୍ଚାୟତ ବଡକଷିବାହାଳ ରେ ବହୁତ ଧୁମ୍ ଧାମ୍ ରେ ନାଗ ଚତୁର୍ଥୀ ପୂଜା ପାଳିତ ହୋଇଯାଇଛି I ଏହି ପୂଜାଟି ଏହି ଗ୍ରାମରେ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ଗ୍ରାମବାସୀ ମିଶି…

ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ଵର୍ଗତ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ ଭବନ ପରିସରରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଇନ୍ଦିରା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା…

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଦିବସ ପାଳନ

(ହରଭଙ୍ଗା /ପ୍ରତାପ ମେହର ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ ପୁରୁଣା କଟକ ପଞ୍ଚାୟତ କମଲପୁର୍ ଗ୍ରାମ ର ମାଁ ପିତାବଳୀ କ୍ଳବ୍ ତରଫରୁ ନେହେରୁ ଯୁବ କେନ୍ଦ୍ର , ବୌଦ୍ଧ ସହାୟତା ରେ  ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ଜନ୍ମ ଦିବସ ପାଳନ କରାଯାଇଛି । କ୍ଲବ୍ ସଭାପତି ପୂର୍ଣ୍ଣ ଚନ୍ଦ୍ର…

ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି  / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ କବିଚନ୍ଦ୍ର ପାଠାଗାର ପରିସରରେ ସ୍ଥାନୀୟ ଜିଲ୍ଲା  ଶିଳ୍ପ-କେନ୍ଦ୍ର ଆନୁକୂଲ୍ୟରେ ୧୨ ଦିନିଆ ଏକ ଉଦ୍ୟୋଗୀ ବିକାଶ ସଚେତନତା ତାଲିମ କାର୍ଯ୍ୟକ୍ରମ ଉଦ୍ ଘାଟିତ  ହୋଇଯାଇଛି ।   ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଳ୍ପ…

ଗଠନ ହେଲା ନୃସିଂହନାଥ (ପାଇକମାଲ)ବାର ଆସୋସିଏସନ 

ବରଗଡ :- ଖୁବଶୀଘ୍ର ପାଇକମାଲ ରେ ଖୋଲିବାକୁ ଯାଉଛି JMFC କୋର୍ଟ । ଏଥିପାଇଁ ନୂତନ ଭାବରେ କୋର୍ଟ ପରିସର ନିର୍ମାଣ ପାଇଁ ଜମି ହସ୍ତାନ୍ତର ପ୍ରକ୍ରିୟା ସରିଛି । ନୂତନ ପରିସର ନିର୍ମାଣ ହେବା ପର୍ଯ୍ୟନ୍ତ ଏକ ଅସ୍ଥାୟୀ ସ୍ଥାନରେ କୋର୍ଟ କାର୍ଯ କରିବାର ନିର୍ଦ୍ଧାରିତ ହେଇଯାଇଛି । ଆଜି ଶ୍ରୀ ଶ୍ରୀ…

ସର୍ଦ୍ଧାର ପଟେଲ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ ଭାରତ ପୃଥିବୀରେ ୧ ନମ୍ବର ହୋଇସାରିଥାନ୍ତା -ଧର୍ମେନ୍ଦ୍ର

ସର୍ଦ୍ଧାର ପଟେଲଙ୍କ ଜୟନ୍ତୀରେ ଓଡିଶାରେ “ଏକତା ପାଇଁ ଦୌଡ”ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଭୁବନେଶ୍ୱର,(SPB) – ଦେଶର ଲୌହ ମାନବ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ୧୪୪ତମ ଜୟନ୍ତୀ ଅବସରରେ ଦେଶବ୍ୟାପୀ ରନ୍ ଫର୍ ୟୁନିଟି ଅଥବା ଏକତା ପାଇଁ ଦୌଡ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଥିବା ବେଳେ…

“୨୦ ବର୍ଷ ପରେ ୫-ଟି କାହିଁକି, ମନ୍ତ୍ରୀ- ବିଭାଗୀୟ ସଚିବ କଣ ଅଯୋଗ୍ୟ !!!!”:

ରାଜ୍ୟ ସରକାରଂକ ୫-ଟି ଭେଳିକି : ପ୍ରଶ୍ନ ଉଠାଇଲେ ଅପରାଜିତା   ୫-ଟି ଏକ ଅଭିନବ ପଦକ୍ଷେପ ନୁହେଁ  ୨୦ ବର୍ଷ ଧରି ଲାଗୁ ହୋଇନଥିଲା କି ୫-ଟି?  ୫-ଟିକୁ ଏକ ଅଲଗା ବିଭାଗ କରି ଜଣକୁ ଦାୟୀତ୍ୱ ଦେଇ ବିଭାଗୀୟ ମନ୍ତ୍ରୀ ଏବଂ ସଚିବ ମାନଙ୍କୁ ଦୁର୍ବଳ କରୁଛନ୍ତି କି ରାଜ୍ୟସରକାର?  ବିଭାଗର…

ସମାଜସେବୀ ଶାନ୍ତନୁ କୁସୁମ ଦୁର୍ଘଟଣାରେ ଆହତ 

  ସୁନ୍ଦରଗଡ଼/ଶାସକ ପ୍ରଶାସକ - ଜିଲ୍ଲାର ଜଣାଶୁଣା ସମାଜସେବୀ ତଥା ମାନବାଧିକାର କର୍ମୀ ଶାନ୍ତନୁ କୁସୁମ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଭାବରେ ଆହତ ହୋଇଛନ୍ତି | ସମାଜସେବୀ ଶ୍ରୀ କୁସୁମ ଗତକାଲି ସନ୍ଧ୍ୟାରେ ଶଙ୍କରା ଠାରୁ କିରେଇ ଆଡକୁ ଏକ ସ୍କୁଟି ଯୋଗେ ଯାଉଥିବା ବେଳେ ବନଦୁର୍ଗା ମନ୍ଦିର…

ପୂର୍ବାଞ୍ଚଳ ଅନ୍ତଃ ବିଶ୍ୱବିଦ୍ୟାଳୟ “ଚେସ୍” ପ୍ରତିଯୋଗିତା-୨୦୧୯-୨୦ 

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ରାଜ-ସିତପୁର ନିକଟସ୍ଥ ଆଲୁରୀ ନଗର ଠାରେ ଥିବା ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ପରିସରରେ ପୂର୍ବାଞ୍ଚଳ ଅନ୍ତଃ-ବିଶ୍ୱବିଦ୍ୟାଳୟ "ଚେସ୍" ପ୍ରତିଯୋଗୀତା-୨୦୧୯-୨୦ କାର୍ଯ୍ୟକ୍ରମ ଉଦ୍ ଘାଟିତ ହୋଇଯାଇଛି ।     ଏହି…