Sign in
Sign in
Recover your password.
A password will be e-mailed to you.
“ଅନ୍ୟର ମଙ୍ଗଳ କଥା ଚିନ୍ତା କଲେ ଦୁର୍ନୀତି ଆପେ ଆପେ ଦୁର ହେବ”
ଜିଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବ୍ରହ୍ମପୁର ଦୁର୍ନୀତି ନିବାରଣ ଡିଭିଜନର ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ ଆନୁକୂଲ୍ୟରେ ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ…
ଧର୍ମ ପ୍ରାଣା ମହିଳାଙ୍କ ପରଲୋକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବୁଧବାର ଦିନ ଶିବାନନ୍ଦ ନଗର ,ପାରଳାଖେମୁଣ୍ଡି ସ୍ଥିତ ବାସଭବନରେ ସରୋଜିନୀ ପଣ୍ଡାଙ୍କ ୮୫ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ସ୍ୱର୍ଗତ ରାମଚନ୍ଦ୍ର ପଣ୍ଡାଙ୍କ ପତ୍ନୀ ଓ ଦୁର୍ଗା ମାଧବ ପଣ୍ଡା ମା ।
ସେ ଜଣେ ଆଧ୍ୟାତ୍ମିକ ଚିନ୍ତାସଧାରା…
ଅନ୍ତଃ-ରାଜ୍ୟ ରବି ରାଉଳ ସ୍ମୃତି ଓପନ ବେଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଗଜପତି ଇଣ୍ଡୋର ଷ୍ଟାଡିୟମ୍ ଠାରେ ତିନିଦିନ ଧରି ଅନୁଷ୍ଠିତ ହେଉଥିବା ଅନ୍ତଃ-ରାଜ୍ୟ ରବି ରାଉଳ ସ୍ମୃତି ଓପନ ବେଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଗୁରୁବାର ଦିନ ସନ୍ଧ୍ୟାରେ ଉଦ୍ଘାଟିତ ହୋଇଯାଇଛି ।
ଜିଲ୍ଲାପାଳ ଅନୁପମ…
ସ୍ମିତାରାଣୀ ହତ୍ୟକାଣ୍ଡର ସିବିଆଇ ତଦନ୍ତ କରାଯାଉ: ପ୍ରଦୀପ୍ତ ନାଏକ
ଧର୍ମଶାଳା :: ସ୍ମୀତାରାଣୀଙ୍କର ମୃତୁ୍ୟକୁ ଆଜି ୧୫ ଦିନ ବିତିଲାଣି । ବିଜେପି ବରାମ୍ବାର ମୃତା ସ୍ମିତାରାଣୀଙ୍କୁ ନ୍ୟାୟ ହେବା ।ଇଁ ଦାବି କରିଆସୁଥିଲେ ବି ରାଜ୍ୟସରକାର ଏବଂ ଜିଲ୍ଲା ପୋଲିସ ପ୍ରଶାସନ ଏର୍ଯ୍ୟନ୍ତ ଚୁପ୍ ବସିଛନ୍ତି । ମହିଳା କମିଶନ ଅଧ୍ୟକ୍ଷା ତଦନ୍ତ ଠିକ୍ ଭାବେ ହୋଇନଥିବା…
ଜାମସେଦପୁର ଠାରେ ପିଏନଜି ସିଏନଜି ପ୍ରକଳ୍ପର ଉଦ୍ଘାଟନ ଏବଂ ଏଲପିଜି ବଟଲିଂ ପ୍ଲାଂଟର ଶିଳନ୍ୟାସ
ଜାମସେଦପୁରର ଉଜ୍ଜଳା ଲାଭାର୍ଥୀଙ୍କ ଆବଶ୍ୟକତାକୁ ପୂରଣ କରିବ ଏଲପିଜି ବଟଲିଂ ପ୍ଲାଂଟ - ଧର୍ମେନ୍ଦ୍ର ପ୍ରଧାନ
ଜାମସେଦପୁର – ଝାଡଖଣ୍ଡର ଜାମସେଦପୁର ଠାରେ ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନା ଅଧୀନରେ ପ୍ରାକୃତିକ ଗ୍ୟାସ…
ଅଚାନକ ସ୍କୁଲରେ ମନ୍ତ୍ରୀ ପଶିଲେ, ହେଡ ମାଷ୍ଟ୍ରେ -ଶିକ୍ଷକ ଫସିଲେ
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ରାୟଗଡ଼ା ଜିଲ୍ଲା ଗସ୍ତ
ରାୟଗଡା(ଶାସକ ପ୍ରଶାସକ) ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ରାୟଗଡ଼ା ଜିଲ୍ଲାଗ୍ରସ୍ତ ଅବସରରେ କୋରାପୁଟ ଜିଲ୍ଲାର ବୋରିଗୁମ୍ମା ପ୍ରୋଜେକଟା ପ୍ରାଇମେରୀ ସ୍କୁଲ୍, କାକରୀଗୁମ୍ମା ଉଚ୍ଚ ବିଦ୍ୟାଳୟ,…
ତୁର୍ଲାରେ ହତ୍ୟାକାଣ୍ତ ,ସନ୍ଦେହରେ ୩ ଅଟକ
ଝାରବନ୍ଧ _ ପଦ୍ମପୁର ଉପ ଖଣ୍ତ ଝାରବନ୍ଧ ଥାନା ତୁର୍ଲା ଗ୍ରାମରେ ବିଳମ୍ବିତ ରାତ୍ର ରେ ଏକ ହତ୍ୟାକାଣ୍ତ ହୋଇଥିବା ଘଟଣା ଅଂଚଳରେ ଭୟର ବାତାବରଣ ସୃଷ୍ଟି କରିଛି ।ଘଟଣା କ୍ରମରୁ ଜଣାଯାଏ ଯେ,ଉକ୍ତ ଗାଁର ଲକ୍ଷ୍ମିକାନ୍ତ କଲେତ ଓ ସାଂଗ ମାନେ ଦାଦନ ଯିବା ପାଇଁ ପ୍ରସ୍ତୁତି କରିବା ସହ ଭୋଜି ଭାତର…
ମନ୍ତ୍ରୀଙ୍କ ନୟାଗଡ଼ ଜିଲ୍ଲାମତ୍ସ୍ୟ ବିଭାଗ ସମୀକ୍ଷା : ୩୨ ଜଣ ମତ୍ସ୍ୟଜିବୀଙ୍କୁ ଜାଲ ବଂଟନ
ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର): କୃଷି କୃଷକ ସଶକ୍ତି କରଣ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଏବଂ ଉଚ୍ଚଶିକ୍ଷାମନ୍ତ୍ରୀ ଡ. ଅରୁଣ କୁମାର ସାହୁ ନିଜ ନିର୍ବାଚନ ମଣ୍ଡଳି ନୟାଗଡ ଗସ୍ତ ସମୟରେ ଓଡଗାଁ ଠାରେ ମତ୍ସ୍ୟ ବିଭାଗର ସମୀକ୍ଷା କରିଥିଲେ । ଉକ୍ତ ବୈଠକରେ ବିଡିଓ ସ୍ୱାତିଲେଖା ଦାସ, ମତ୍ସ୍ୟ ବିଭାଗ ଉପ…
୬୦ ରୁ ଉର୍ଦ୍ଧ ବିଜେପି ସମର୍ଥକ ବିଜେଡିରେ ମିଶିଲେ
ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର) : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ରୋହିବାଙ୍କ ପଂଚାୟତ ଭଗବତି ପ୍ରସାଦଗାଁ ଗୋଲାସାହିର ପ୍ରାୟ ୬୦ରୁ ଉର୍ଦ୍ଧ ବିଜେପି ପରିବାର ଆଜି ବିଜେଡି ଦଳରେ ଯୋଗ ଦେଇଛନ୍ତି । ବିଜେଡି ଦଳ ତଥା ନୟାଗଡ ବିଧାୟକ ଡ. ଅରୁଣ କୁମାର ସାକୁଙ୍କ କାର୍ଯ୍ୟଶୈଳିରେ ଆକର୍ଷିତ ହୋଇ…
ରାଷ୍ଟ୍ରୀୟ ଏକତା ଦିବସ ପାଳିତ
ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର): ଲୈାହମାନବ ସର୍ଦ୍ଧାର ପଟେଲଙ୍କ ଜନ୍ମ ଜୟନ୍ତୀରେ ଆଜି କୁରାଳ ଦଧିବାମନ ସଂସ୍କୃତ ମହାବିଦ୍ୟାଳୟରେ ରାଷ୍ଟ୍ରିୟ ଏକତା ଦିବସ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଭାବଗ୍ରାହୀ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅଧ୍ୟାପକ ବିଜୟାନନ୍ଦ ଶତପଥୀ, କୃଷ୍ଣଚନ୍ଦ୍ର ସାହୁ,…