ପାଟକୁରା ଭାଗ୍ୟଫଳ ୭ମ ରାଉଣ୍ଡ ପରେ , ବଢୁଛି ବ୍ୟବଧାନ

ପାଟକୁରା ଭାଗ୍ୟଫଳ ୭ମ   ରାଉଣ୍ଡ ପରେ , ବଢୁଛି ବ୍ୟବଧାନ  ବିଜେଡି 42,037 , ବିଜେପି 30,246 ଓ କଂଗ୍ରେସ 1167 | ବିଜେଡି ପ୍ରାର୍ଥୀନୀ ସାବିତ୍ରୀ ଅଗ୍ରୱାଲ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ଠାରୁ 11, 791 ଭୋଟ ରେ ଆଗୁଆ

ପାଟକୁରା ଭାଗ୍ୟଫଳ ୬ଷ୍ଠ ରାଉଣ୍ଡ ପରେ

ପାଟକୁରା ଭାଗ୍ୟଫଳ ୬ଷ୍ଠ  ରାଉଣ୍ଡ ପରେ  :  ବିଜେଡି 36,612 , ବିଜେପି 26,080 ଓ କଂଗ୍ରେସ 982 | ବିଜେଡି ପ୍ରାର୍ଥୀନୀ ସାବିତ୍ରୀ ଅଗ୍ରୱାଲ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ଠାରୁ 10, 532 ଭୋଟ ରେ ଆଗୁଆ

ପାଟକୁରା ଭାଗ୍ୟଫଳ ୪ର୍ଥ ରାଉଣ୍ଡ ପରେ

ପାଟକୁରା ଭାଗ୍ୟଫଳ ୪ର୍ଥ ରାଉଣ୍ଡ ପରେ :: ବିଜେଡି ୨୫୨୧୪ , ବିଜେପି ୧୭୭୮୩ ଓ କଂଗ୍ରେସ ୭୦୪ | ବିଜେଡି ପ୍ରାର୍ଥୀନୀ ସାବିତ୍ରୀ ଅଗ୍ରୱାଲ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ଠାରୁ ୭୪୩୧ ଭୋଟ ରେ ଆଗୁଆ

ବିବାହ ପ୍ରତିଶ୍ରୂତି ଦେଇ ନାବାଳିକାଙ୍କୁ ବଳାତ୍କାର

ରେଢ଼ାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ  ପ୍ରେମ ଜାଲରେ ଫସାଇ  ଜଣେ ନାବାଳିକାକୁ ବଳାତ୍କାର ପରେ ତଡି ଦେଇଥିବା ଅଭିଯୋଗ ହୋଇଛି I ନାବାଳିକାଙ୍କ ପରିବାର ଲୋକ କାଲି ରାତି ୯ ଟା ରେ ରେଢ଼ାଖୋଲ ଥାନାରେ ଏନେଇ ଅଭିଯୋଗ କରିଛନ୍ତି I ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ…

ପାଟକୁରା : ଭାଗ୍ୟ ଗଣତିକୁ ନେଇ ଉତ୍କଣ୍ଠା

ଭୁବନେଶ୍ୱର : ବହୁଚର୍ଚିତ, ବହୁ ପ୍ରତୀକ୍ଷିତ ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟ ଗଣତି ଆଜି। ଗଣତି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା 5 ଟା ସୁଧା ଚୂଡାନ୍ତ ଫଳାଫଳ ପ୍ରକାଶ ପାଇଯିବ ସମ୍ଭାବନା ରହିଛି । ୧୮ ଟି ଟେବୁଲ ରେ ୩୦୯ ବୁଥର ଗଣତି ହେବାକୁ ଥିବାବେଳେ କିଏ ଜିତିବେ…

ୟୁଏସ-ଇଣ୍ଡିଆ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ଫୋରମର ଅଧ୍ୟକ୍ଷଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

 ଭାରତ ଓ ଆମେରିକା ମଧ୍ୟରେ ଷ୍ଟ୍ରାଟେଜିକ୍ ଶକ୍ତି ସହଭାଗୀତା ଦୃଢ କରିବା ଉପରେ ଗୁରୁତ୍ୱ ନୂଆଦିଲ୍ଲୀ/ଭୁବନେଶ୍ୱର, – ୟୁଏସ-ଇଣ୍ଡିଆ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ଫୋରମର ଅଧ୍ୟକ୍ଷ ତଥା ସିଇଓ ମୁକେଶ ଅଘିଙ୍କ ସହ ବୁଧବାର ସାକ୍ଷାତ୍ କରି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି କେନ୍ଦ୍ର…

ହାଇଓ୍ବା ଡ୍ରାଇଭରଙ୍କ ମୃତ୍ୟୁକୁ ନେଇ ସସ୍ପେନ୍ସ

ବଲାଙ୍ଗୀର/ ନିରୋଜ ମିଶ୍ର :   ହାଇଓ୍ବା ଡ୍ରାଇଭରଙ୍କ ମୃତ୍ୟୁକୁ ନେଇ ସସ୍ପେନ୍ସ । ଏଭଳି ଏକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଲୁକାପଡାଠାରେ ଥିବା ଫୁଲକି ପାଲି ନଦି ବାଲି କୁଆଁରିଠାରେ। ଗତ କାଲି ରାତିରେ ହାଇଓ୍ବା ଗାଡି ନେଇ ବୋଲି ଆଣିବାକୁ ଯାଇଥିଲେ ଡ୍ରାଇଭର ହେଲେ ଆଜି ସକାଳୁ ବଲାଙ୍ଗୀର…

“ଖେଳ ମନ ଓ ଶରୀରକୁ ସୁସ୍ଥ ରଖିବା ସହ ସଦ୍ଭାବନା ମନୋଭାବ ସୃଷ୍ଟି କରିଥାଏ”

ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଫୁଟବଲ ପ୍ରତିଯୋଗିତା-୨୦୧୯ ଉଦ୍ଘାଟିତ ବଲାଙ୍ଗିର/ ନିରୋଜ ମିଶ୍ର -  ସ୍ଥାନୀୟ ମିଶନ ପଡିଆ ଠାରେ ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ପରିଚାଳିତ ୧୭ ବର୍ଷରୁ କମ୍ ବାଳକ ଓ ବାଳିକା ବିଭାଗର ତିନି ଦିନ ଧରି ହେବାକୁ ଥିବା  ଜିଲ୍ଲା…

ଜଙ୍ଗଲ ଅଧିକାର ଆଇନର ପ୍ରସ୍ତାବିତ ତୋଡ଼ ମରୋଡକୁ ବିରୋଧ

!!!  ଗୁଣପୁର ରୁ ସିଦ୍ଧାର୍ଥ ଦାଶ ଙ୍କ ରିପୋର୍ଟ୍ !!! ରାୟଗଡ ଜିଲ୍ଲା ଗୁଣପୁର ଠାରେ ଆଜି ଲୋକ ଚେତନା ସଙ୍ଗଠନ ଓ ରାୟଗଡ ଜିଲ୍ଲା ବିକାଶ ପରିଷଦ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ , ମାନ୍ୟବର ଆଦିବାସୀ ଓ ହରିଜନ କଲ୍ୟାଣ ମନ୍ତ୍ରୀ , ରାୟଗଡ ଜିଲ୍ଲାପାଳ , ଉପ ଜିଲ୍ଲାପାଳ ଗୁଣପୁର ଏବଂ…

ସାମ୍ବାଦିକଙ୍କ ଉପରେ ଆକ୍ରମଣକୁ ନିନ୍ଦା କରି କଳାହାଣ୍ଡି ସାମ୍ବାଦିକ ସମୂହଙ୍କ ପ୍ରତିବାଦ ସଭା

ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ସାମ୍ବାଦିକ ସୁରକ୍ଷା ନୀତି ପ୍ରଣୟନ ଦାବି ଧର୍ମଗଡରୁ ସୁଶାନ୍ତ ରାଉତ  :  ରାଜ୍ୟର କର୍ତ୍ତବ୍ୟରତ ସାମ୍ବାଦିକ ମାନଙ୍କ ଉପରେ ହେଉଥିବା ଆକ୍ରମଣକୁ ଦୃଢ ନିନ୍ଦା କରିଛନ୍ତି କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ସମୂହ । ଆଜି (ମଙ୍ଗଳବାର) ଜିଲ୍ଲାର ୧୩ଟି ବ୍ଲକର…