ହରଭଙ୍ଗାବ୍ଲକ:ଶିକ୍ଷକ ବଦଳିକୁ ନେଇ ଅସନ୍ତୋଷ, ପ୍ରତିବାଦରେ ୪ସ୍କୁଲରେ ପଡିଲା ତାଲା

ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ଗତକାଲି ଶିକ୍ଷକ ବଦଳି ତାଲିକା ପ୍ରକାଶ ପାଇବାପରେ କେତେକ ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।ବିଦ୍ୟାଳୟ ର ଶିକ୍ଷକ ଙ୍କ ଅନ୍ୟତ୍ର ବଦଳିର ପ୍ରତିବାଦ କରି  ଖଣ୍ଡହତା, ଗଣ୍ଡାପାଦୁ, ଧଳପୁର ଓ ଖଜୁରିଆ ଆଦି ୪ଟି ସ୍କୁଲରେ ଏକକାଳୀନ ଭାବେ ତାଲା…

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ…

ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଛି । ରାଜ୍ୟରେ ନାବାଳିକା ଅପହରଣଠାରୁ ଆରମ୍ଭ କରି ନାବାଳିକା ଗଣଦୁଷ୍କର୍ମ, ବଳାକ୍ରାର, ହତ୍ୟା, ଡକାୟତି ଓ ରାହାଜାନି ଆଦି ଘଟଣା ଦିନକୁ ଦିନ…

ପ୍ରେମ ଜନିତ ମାମଲା: ଅପହରଣ ଉଦ୍ୟମ,ଠିକଣା ଟାଇମରେ ପହଂଚି ପୋଲିସ କଲା ଉଦ୍ଧାର

୨ଟି ଚାରି ଚକିଆ ଯାନ ସହ ୧୨ ଜଣ ଥାନାରେ ଅଟକ ନୂଆପଡା. (ଅମିତ ପୁରୋହିତ); ନୂଆପଡା ଜିଲ୍ଲା ବୋଡେନ ଥାନା ଅଂଚଳର ଜନୈକ ଯୁବକ ଛତିଶଗଡ ଅଂଚଳରେ କାମ କରୁଥିବା ସମୟରେ ଜଣେ ଯୁବତୀଙ୍କ ସହ ପ୍ରେମ ସଂମ୍ପର୍କ ଗଢି ଉଠିଥିଲା । ଉକ୍ତ ଯୁବତୀ ଜଣକ ନିଜ ଘର ଛାଡି ଯୁବକଙ୍କ ଘରକୁ ପଳାଇ ଆସିଥିବା ବେଲେ…

ସାବିତ୍ରୀ ନେଲେ ବାଜି ମାରି, ବିଜୟ ପୁଣି ଗଲେ ହାରି.

କାଟୁ କଲାନାହିଁ ସ୍ୱାଭିମାନ ସ୍ଲୋଗାନ, ପୁଣି କିମିଆ ଦେଖାଇଲେ ନବୀନ କଂଗ୍ରେସ ଭୋଟକୁ ଭୁତ ଖାଇ ଗଲା kendrapara/ shasak Prashasak : ଯାହା ଆଶା କରାଯାଉଥିଲା ସେଇଆ ହିଁ ହେଲା | ବହୁଚର୍ଚିତ, ବହୁ ପ୍ରତୀକ୍ଷିତ ପାଟକୁରା ବିଧାନସଭାଆସନ କୁ ହାତେଇ ନେଇଛି ବିଜେଡି । ବିଜେଦି ପ୍ରାର୍ଥୀନୀ…

ଶଙ୍ଖମୁଖର ପାଟକୁରା : ପାଟକୁରାରେ ବି ନବୀନ କିମିଆ

ସ୍ୱାମୀଙ୍କ ବାଗଡୋର ସମ୍ଭାଳିବେ ସାବିତ୍ରୀ   ପାଟକୁରା(୯୬) ଭାଗ୍ୟଫଳ : ୧୫ତମ ରାଉଣ୍ଡ ପରେ ବିଜେଡି ୮୪୭୩୧     , ବିଜେପି ୬୭୨୮୪   ଓ କଂଗ୍ରେସ ୧୯୩୩  | ବିଜେଡି ପ୍ରାର୍ଥୀନୀ ସାବିତ୍ରୀ ଅଗ୍ରୱାଲ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ଠାରୁ ୧୭୦୮୭  ଭୋଟ ରେ ଆଗୁଆ |

ସାବିତ୍ରୀଙ୍କ ହାତମୁଠାରେ ବିଜୟ !

    ପାଟକୁରା(୯୬) ଭାଗ୍ୟଫଳ : ଚତୁର୍ଦ୍ଦଶ   ରାଉଣ୍ଡ ପରେ ମାର୍ଜିନ ୧୭୩୩୪   ପାଟକୁରା(୯୬) ଭାଗ୍ୟଫଳ : ଚତୁର୍ଦ୍ଦଶ  ରାଉଣ୍ଡ ପରେ ବିଜେଡି ୭୯୭୨୨    , ବିଜେପି ୬୨୩୮୮  ଓ କଂଗ୍ରେସ ୧୮୬୯ | ବିଜେଡି ପ୍ରାର୍ଥୀନୀ ସାବିତ୍ରୀ ଅଗ୍ରୱାଲ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ଠାରୁ ୧୭୩୩୪ …

ପାଟକୁରା(୯୬) ଭାଗ୍ୟଫଳ : ଦ୍ୱାଦଶ ରାଉଣ୍ଡ ପରେ ମାର୍ଜିନ ୧୬୧୪୪

ପାଟକୁରା(୯୬) ଭାଗ୍ୟଫଳ : ଦ୍ୱାଦଶ ରାଉଣ୍ଡ ପରେ ବିଜେଡି ୬୯୬୯୬   , ବିଜେପି 53552 ଓ କଂଗ୍ରେସ 1693 | ବିଜେଡି ପ୍ରାର୍ଥୀନୀ ସାବିତ୍ରୀ ଅଗ୍ରୱାଲ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ଠାରୁ ୧୬୧୪୪ ଭୋଟ ରେ ଆଗୁଆ |

ପାଟକୁରା(୯୬) ଭାଗ୍ୟଫଳ : ଜୋ ଜିତେଗା ବୋ ସିକନ୍ଦର , ହେଲେ ପରିଣାମ ଜଳଜଳ

ପାଟକୁରା(୯୬) ଭାଗ୍ୟଫଳ ଏକାଦଶ ରାଉଣ୍ଡ ପରେ , ଉପରମୁହାଁ  ବ୍ୟବଧାନ | ଆଉ ସ୍ଥିତି ଜଳଜଳ ଦେଖାଯାଉଛି |ଏକାଦଶ  ରାଉଣ୍ଡ ପରେ ବିଜେଡି ୬୩୭୮୭  , ବିଜେପି 49060 ଓ କଂଗ୍ରେସ 1617 | ବିଜେଡି ପ୍ରାର୍ଥୀନୀ ସାବିତ୍ରୀ ଅଗ୍ରୱାଲ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ଠାରୁ 14,727 ଭୋଟ ରେ ଆଗୁଆ…

ୱାଧୀନତା ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ

kuchinda/ Ajaya Kumar Bagh : କୁଚିଣ୍ଡା ରେ ସ୍ୱାଧୀନତା ଦିବସ ଉପଲକ୍ଷେ ଉପଜିଲ୍ଲପାଳ କାର୍ଯ୍ୟାଳୟ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା | ଏଥିରେ ସମସ୍ତ ସ୍କୁଲ ଓ କଲେଜ ର ଶିକ୍ଷକ ଓ ଶିକ୍ଷୟତ୍ରି ମାନେ ଉପସ୍ଥିତ ଥିଲେ l