ଭାରତୀୟ ଡାକ ବିଭାଗ ତରଫରୁ ରିଲିଫ ସାମଗ୍ରୀ ଓ ମାସ୍କ ବଣ୍ଟନ

ପଦ୍ମପୁର - ସମ୍ବଲପୁର ଡାକ ମଣ୍ଡଳ ତରଫରୁ ପଦ୍ମପୁର ସହର ବିଭିନ୍ନ ପଡାରେ ଗରିବ ଓ ନିଃସହାୟ ଲୋକ ମାନଙ୍କୁ ଶୁଖିଲା ଖାଦ୍ୟ ଓ ମାକ୍ସ ବଣ୍ଟନ କରା ଯାଇଛି  । ଏଥିରେ ଡିଭିଜନ ଅଫିସ ଆସିଷ୍ଟାଣ୍ଟ ସୁନିତା ସାମନ୍ତରାୟ,ନୀଳମ,ରାଜ ବୋଡାସମ୍ବର ଡାକଘର ଇନସପେକ୍ଟର ମାନ ଭଞୀନ ନାଏକ,ସବପୋଷ୍ଟ ମାଷ୍ଟର…

ଗାଁ ଗଣ୍ତାରେ ସଚେତନ ବାର୍ତ୍ତା

ପଦ୍ମପୁର/ ଶାସକ ପ୍ରଶାସକ : ପାଇକମାଲ ବ୍ଲକ ବରତୁଣ୍ତା ପଞ୍ଚାୟତ ପୁରେନା ଗ୍ରାମରେ ଗ୍ରାନ୍ୟସ୍ତରୀୟ ତୋରିତ ସହାୟକ ଦଳ ମଧ୍ୟରେ ଲୋକ ମାନଙ୍କୁ କରୋନା କୋଭିଡ - ୧୯ ବିଷୟରେ ଗାଁ ଲୋକଙ୍କୁ ଘରକୁ ଘର ଯାଇ ଲୋକ ମାନଙ୍କୁ ସଚେତନ କରିଥିଲେ  । ଏହି ଟିମରେ ଶିକ୍ଷୟିତ୍ରୀ ଶ୍ରୀମତୀ ଝରଣା…

ଲଉଡିଦରହା ଗ୍ରାମରେ କରୋନା ସଚେତନତା

 ପଦ୍ମପୁର/ ଶାସକ ପ୍ରଶାସକ : ବରଗଡ ଜିଲ୍ଲା ଝାରବନ୍ଦ ବ୍ଲକ ଅନ୍ତର୍ଗତ ଲଉଡିଦରହା ପଞ୍ଚାୟତ ର ଲଉଡିଦରହା ଗ୍ରାମ ରେ କରୋନା ସଚେତନତା କାର୍ଯ୍ୟକ୍ରମ କୁ ଜୋରଦାର କରାଯାଇଛି ।କରୋନା ପାଇଁ ମେ ୩ ପର୍ଯ୍ୟନ୍ତ ଲକଡାଉନ ବଢିଛି ସାମାଜିକ ଦୁରତ୍ଵ ରକ୍ଷ୍ୟା କରି ମୁହଁରେ ମାକ୍ସ ପିନ୍ଧିବାକୁ…

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୁ ସହାୟତା ରାଶି ପ୍ରଦାନ

ପଦ୍ମପୁର - କରୋନାର ମୁକାବିଲା ସକାଶେ ବିଭିନ୍ନ ଅନୁଷ୍ଠାନ ଏବଂ ବ୍ୟକ୍ତି ବିଶେଷ ଙ୍କ ଦ୍ୱାରା ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ କରାଯାଇଛି । ଏହିକ୍ରମରେ ଆଜି ପଦ୍ମପୁର  ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ର ଶିକ୍ଷକ,ଶିକ୍ଷୟତ୍ରୀ ତଥା କର୍ମଚାରୀ…

କୋଭିଡ-19ର ମୁକାବିଲା ପାଇଁ 15 ହଜାର କୋଟି ଅନୁମୋଦନ କଲା କେନ୍ଦ୍ର କ୍ୟାବିନେଟ

ଇଣ୍ଡିଆ କୋଭିଡ-19 ଏମର୍ଜେନ୍ସି ରେସପନ୍ସ ଏଣ୍ଡ ହେଲଥ ସିଷ୍ଟମ ପ୍ରିପେଆର୍ଡନେସ ପ୍ୟାକେଜ ନୂଆଦିଲ୍ଲୀ (ଶାସକ ପ୍ରଶାସକ ବ୍ୟୁରୋ )ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କୋଭିଡ-19ର ମୁକାବିଲା ପାଇଁ ଜରୁରିକାଳୀନ ଭିତ୍ତିରେ 15 ହଜାର…

ଡାକ୍ତର, ମେଡିକାଲ କର୍ମଚାରୀ ଓ ଆଗଧାଡିର କର୍ମୀଙ୍କ ସୁରକ୍ଷାକୁ ନିଶ୍ଚିତ କରିବାକୁ ରାଜ୍ୟଗୁଡିକୁ କେନ୍ଦ୍ରର ନିର୍ଦ୍ଦେଶ

କର୍ତ୍ତବ୍ୟ ସଂପାଦନ ବେଳେ କରୋନା ସଂକ୍ରମଣରେ  କୌଣସି ବ୍ୟକ୍ତି ବିଶେଷଙ୍କ ମୃତ୍ୟୁ ଘଟିଲେ ତାଙ୍କ ଶେଷ କୃତ୍ୟ ସଂପାଦନରେ ବାଧା ପ୍ରଦାନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ନୂଆଦିଲ୍ଲୀ / ଶାସକ ପ୍ରଶାସକ ବ୍ୟୁରୋ : କରୋନା ସଂକ୍ରମିତଙ୍କ ଚିକିତ୍ସା ଓ ସେବାରେ ନିୟୋଜିତ ଚିକିତ୍ସକ,…

କ୍ୟାବିନେଟ କମିଟି ଅନ ଇକୋନୋମିକ ଆଫେୟାର ନିଷ୍ପତ୍ତିକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସ୍ୱାଗତ

ନୂଆଦିଲ୍ଲୀ: ଦେଶର କରୋନା ଯୋଦ୍ଧା ସ୍ଵାସ୍ଥ୍ୟକର୍ମୀମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନିଆଯାଇଥିବା କ୍ୟାବିନେଟ୍ ନିଷ୍ପତିକୁ ସ୍ୱାଗତ କରିବା ସହ ଏଥିପାଇଁ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ…

କଣ୍ଟେନମେଣ୍ଟ ମୁକ୍ତ ହେଲା ରାଜଧାନୀ, ହେଲେ ଆକ୍ଟିଭ୍ ସର୍ଭେଲାନସ୍ ଜାରିି

ଭୁବନେଶ୍ୱର (ଶାସକ ପ୍ରଶାସକ): ଶେଷରେ କଣ୍ଟେନମେଣ୍ଟ ମୁକ୍ତ ହୋଇଛି ରାଜଧାନୀ । ଦୀର୍ଘ ୧୫ ଦିନ ଧରି କଣ୍ଟେନମେଣ୍ଟ ଜାରି ରହିବା ପରେ ସଂଧ୍ୟାରୁ ବମିଖାଲ, ସୂର୍ଯ୍ୟନଗର ଏବଂ ସତ୍ୟନଗରରୁ କଣ୍ଟେନମେଣ୍ଟ କଟକଣା ପ୍ରତ୍ୟାହାର କରିଛି ବିଏମସି | ତେବେ ଲକ୍ ଡାଉନ୍ ନିୟମ ରେ କିଛି ପରିବର୍ତ୍ତନ…

କେନ୍ଦ୍ର ଐତିହ୍ୟ ତାଲିକାରେ ବିଶ୍ୱ ପ୍ରସିଦ୍ଧ ମୟୂରଭଞ୍ଜ ଛଉ ନୃତ୍ୟ ସାଂସ୍କୃତିକ ପରମ୍ପରା ସ୍ଥାନିତ

ପ୍ରୋଜେକ୍ଟ ଛାଉଣୀ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ସାଧୁବାଦ ବାରିପଦା(ଦିଲ୍ଲୀପ ମହାନ୍ତି )- କେନ୍ଦ୍ର ଐତିହ୍ୟ ତାଲିକାରେ ବିଶ୍ୱ ପ୍ରସିଦ୍ଧ ମୟୂରଭଞ୍ଜ ଛଉ ନୃତ୍ୟ ସାଂସ୍କୃତିକ ପରମ୍ପରାକୁ କେନ୍ଦ୍ର ସରକାର ସ୍ଥାନ ଦେଇଥିବାରୁ ମୟୂରଭଞ୍ଜ ଜିଲ୍ଲାବାସୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି ।…

ଅନ୍ୟମାନଙ୍କ ନିମନ୍ତେ ଉଦାହରଣ ସୃଷ୍ଟି କଲେ ମମତା, ବିକାଶ ଓ ଆଶିଷ

ବାରିପଦା(ଦିଲ୍ଲୀପ ମହାନ୍ତି )- କର୍ତ୍ତବ୍ୟର ଆହ୍ୱାନ ସମ୍ମୁଖରେ ସବୁକିଛି ତୁଚ୍ଛ । ଜନତାଙ୍କ ସେବା ଆଗରେ ସବୁକିଛି ହାରମାନିଛି । ସମଗ୍ର ପୃଥିବୀରେ କୋଭିଡ଼-୧୯ ମହାମାରୀକୁ ନେଇ ଜନସାଧାରଣ ଆତଙ୍କିତ ହୋଇଉଠିଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ଏହାର ମୁକାବିଲା ନିମନ୍ତେ ଜାରି ରହିଛି ଲକ୍ ଡ଼ାଉନ…