Sign in
Sign in
Recover your password.
A password will be e-mailed to you.
ଆଜି ସୁସ୍ଥ ହେଲେ ୧୬୮ ଜଣ , ମୋଟ ସୁସ୍ଥ ସଂଖ୍ୟା ୪୨୯୧
ଆଜି ରାଜ୍ୟରେ ସୁସ୍ଥ ହୋଇଛନ୍ତି ୧୬୮ ଜଣ କରନା ଆକ୍ରାନ୍ତ | ଆଜି ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ମିଶାଇ ମୋଟ ସୁସ୍ଥଙ୍କ ସଂଖ୍ୟା ପହଁଚିଲା ୪୨୯୧ ରେ | ଆଜି ସୁସ୍ଥଙ୍କ ମଧ୍ୟରେ ୩୯ ଜଣ ଗଂଜାମରୁ,୨୩ ଜଣ ଖୋର୍ଦ୍ଧାରୁ, ୨୩ଜଣ ଗଜପତିରୁ, ୧୯ଜଣ ପୁରୀରୁ, ୧୩ଜଣ ବରଗଡରୁ, ୮ଜଣ ସୁନ୍ଦେରଗଡରୁ, ୭ ଜଣ…
ଶ୍ରୀମନ୍ଦିରରେ ଏଏସଆଇ ଟିମ୍ : ଗର୍ଭ ଗୃହ ଯାଞ୍ଚ ପାଇଁ ହେଲା ଭରା ବନ୍ଧା
ପୁରୀ/ଅନିମେଶ ପଟ୍ଟନାୟକ : ଗୁରୁବାର ଏଏସଆଇର ୨ଟି ଟିମ ଶ୍ରୀମନ୍ଦିର ଯାଇ ଯାଞ୍ଚ କରିଛନ୍ତି। ଗର୍ଭ ଗୃହ, ନାଟମଣ୍ଡପ ଓ ଜଗମୋହନ ମୁଖ୍ୟତଃ ଯାଞ୍ଚ କରାଯାଇଛି । ଚାଲିଛି ଗର୍ଭ ଗୃହ ଯାଞ୍ଚ ପାଇଁ ଭରା ବନ୍ଧା । ଏହି ଟିମରେ କ୍ୟାମେରା ଟିମ ମଧ୍ୟ ସାମିଲ ଅଛି । ଏମାନଙ୍କ ସହ ପୂର୍ତ୍ତ ବିଭାଗ…
ପଣ୍ଡିତ ପୁଅ ମାଙ୍କଡ ମାଇଲେ ଦୋଷ ନାହିଁ, ପୋଲିସ ଚୋରି କଲେ ମାଫ
ଏସି ଚୋରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ !!!!
ଭୁବନେଶ୍ୱର : ପୋଲିସର କାମ ଚୋରକୁ ଧରିବ ବା ବାନ୍ଧିବ | ହେଲେ ପୋଲିସ ଯଦି ଚୋରି କରିବ ତେବେ ତାକୁ କିଏ ବାନ୍ଧିବ ! ସପ୍ରମାଣ ଚୋରି ଧାରା ପଡିବା ପରେ ଏକ ସରକାରୀ କାର୍ଯ୍ୟାଳୟରୁ ଚୋରି କରିବା ଅଭିଯୋଗରେ ସେଇ ପୋଲିସ…
୬୦୦୦ ପାଖାପାଖି ଆକ୍ରାନ୍ତଙ୍କ ସଂଖ୍ୟା : ଆଜି ଚିହ୍ନଟ ହେଲେ ୨୧୦ ଜଣ କରୋନା ପଜିଟିଭ
ଭୁବନେଶ୍ୱର : ଆଜି ରାଜ୍ୟରେ ଚିହ୍ନଟ ହୋଇଛନ୍ତି୨୧୦ ଜଣ କରୋନା ପଜିଟିଭ | ସେମାନଙ୍କ ମଧ୍ୟରୁ୧୭୪ ଜଣ କ୍ଵାରେଣ୍ଟାଇନ ସେଂଟରରୁ ଚିହ୍ନଟ ହୋଇଥିବା ବେଳେ ଅବଶିଷ୍ଟ ୩୬ ଜଣ ସର୍ବସାଧାରଣ ଅଂଚଳରୁ | ଆଜି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୯୬୨ ରେ ପହଂଚିଛି | ସକ୍ରିୟ…
ଭିସି ଯୋଗେ ପାରାଦୀପରେ ଉଦ୍ଘାଟିତ ହେଲା ଇଣ୍ଡିଆନ ଅଏଲର ଉତ୍ପାଦ ପ୍ରୟୋଗ ଓ ବିକାଶ କେନ୍ଦ୍ର
ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ମିଳିତ ଭାବରେ ପିଏଡିସିର କଲେ ଉଦଘାଟନ
ରାଜ୍ୟର ଶିଳ୍ପାୟନରେ ଯୁବକଙ୍କ ଆକାଂକ୍ଷାକୁ ପୂରଣ କରୁଛି ମୋଦିଙ୍କ ପୂର୍ବୋଦୟ ନୀତି - ଧର୍ମେନ୍ଦ୍ର ପ୍ରଧାନ
• ଓଡିଶା ଏବଂ ପୂର୍ବ ଭାରତରେ ପଲିମର ଶିଳ୍ପ ବିକାଶକୁ ପ୍ରୋତ୍ସାହନ ଦେବ
• ଓଡିଶାରେ ରୋଜଗାର ଓ…
କାମୁକ ସ୍କୁଲ ମାଷ୍ଟରଙ୍କ କେଳେଙ୍କାରୀ : ଵିଵାହିତଙ୍କ ପ୍ରତି ଏମନ୍ତ, ପିଲାଏ କେତେ ସୁରକ୍ଷିତ !!!!
ଝିଅକୁ କମ୍ପାନୀରେ ଚାକିରୀ କରାଇ ଦେବା ନାଁରେ ଡାକି ନେଇଥିଲେ ପୁରୀ
ପୁରୀ ସୂର୍ୟ ଗାର୍ଡନ ହୋଟେଲରେ ରଖି କରିଥିଲେ ବଳ ପୂର୍ବକ ଦୁଷ୍କର୍ମ ଅଭିଯୋଗ
ଥାନାରେ ଅଭିହୋଗ ପରେ ଅଭିଯୁକ୍ତ କାମୁକ ଶିକ୍ଷକ ଉଦଳାରୁ ଗିରଫ
ରାଜନୈତିକ ଦଳରୁ ଉଭୟଙ୍କ ମଧ୍ୟରେ ଗଢି ଉଠିଥିଲା ଚିହ୍ନା…
ବହୁ ବର୍ଷପରେ ପ୍ରଥମ କରି ଲଇକେରା ତହସିଲରେ ଆବେଦନର ଦିନକରେ ଜମିପଟ୍ଟା ପ୍ରଦାନ
ଝାରସୁଗୁଡା : ସୁବାଷ ସାହାରେ : ଓଡ଼ିଶା ସରକାରଙ୍କ ଦ୍ୱାରା ଜମି ରେଜିଷ୍ଟ୍ରେସନ ନିୟମ ପରିବର୍ତ୍ତନ ହେବା ପରେ ଝାରସୁଗୁଡ଼ା ଜିଲ୍ଲା ଲଇକେରା ତହସିଲ ପକ୍ଷରୁ ଏକ ଭଲ ଖବର ମିଳିଛି । ଲଇକେରା ତହସିଲ ପକ୍ଷରୁ ବର୍ତ୍ତମାନ ଗୋଟିଏ ଦିନରେ ଜମିପଟ୍ଟା ମିଲି ପାରୁଛି ।
ପୂର୍ବରୁ ଜମି ପଞ୍ଜିକରଣ…
ଅଚେତ ଅବସ୍ଥା ରେ ଯୁବତୀ ଉଦ୍ଧାର
ହାଟଡିହି/ ମଜରଧ୍ବଜ ଜେନା : କେନ୍ଦୁଝର ଜିଲ୍ଲା ହାଟଡିହି ଅଞ୍ଚଳ ରେ ଜଣେ ଯୁବତୀ କୁ ଗାଁ ପୋଖରୀ ନିକଟରୁ ଅଚେତ ଅବସ୍ଥା ରେ ଉଦ୍ଧାର କରାଯାଇଛି. ଖବରରୁ ଜଣାଯାଇଛି ଯେ ଘର ଲୋକ ଖାଇସାରି ଶୋଇ ଥିବା ଅବସ୍ଥାରେ ରାତିରେ ପରିସ୍ରା କରିବା ପାଇଁ ପରିବାର ଲୋକ ଉଠି ଥିଲେ. ଦେଖିଲା ବେଳକୁ ଝିଅ ଘରେ ନ…
ଯୁଗଳ କିଶୋର ଅଗ୍ରୱାଲ ସାଂସଦଙ୍କ ରେଙ୍ଗାଲି ବ୍ଲକ ପ୍ରତିନିଧି ମନୋନୀତ
ସମ୍ବଲପୁର (ରମାକାନ୍ତ ବିଶ୍ବାଳ ) : ରେଙ୍ଗାଲି ର ବରିଷ୍ଠ ବିଜେପି ନେତା ଯୁଗଳ କିଶୋର ଅଗ୍ରୱାଲ ଙ୍କୁ ସମ୍ବଲପୁର ଲୋକସଭା ସାଂସଦ ନୀତେଶ ଗଙ୍ଗଦେବ ରେଙ୍ଗାଲି ବ୍ଲକ ପାଇଁ ତାଙ୍କର ସ୍ଥାୟୀ ପ୍ରତିନିଧି ଚୟନ କରିଛନ୍ତି l ଏହି ମର୍ମରେ ସାଂସଦ ଶ୍ରୀ ଗଙ୍ଗଦେବ ରେଙ୍ଗାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ…
ସମ୍ବଲପୁର ରେ ପୁଣି ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ
୪୪ ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
କୁଚିଣ୍ଡା ରୁ ଏକାଥରକେ ୧୨ କରୋନା ପୋଜିଟିଭ
ସମ୍ବଲପୁର (ରମାକାନ୍ତ ବିଶ୍ବାଳ ) ଆଜି ସମ୍ବଲପୁର ରେ ପୁଣି ୧୩ ଜଣ କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି l ଆଜି କରୋନା ପଜିଟିଭ ଚି଼ହ୍ନଟ ହୋଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ କୁଚିଣ୍ଡା ରୁ…