ଆଜି ସୁସ୍ଥ ହେଲେ  ୧୩୫ ଜଣ : ଗଂଜାମରୁ ସର୍ବାଧିକ ୪୯ 

0 2

ଭୁବନେଶ୍ୱର : ଆଜି ସୁସ୍ଥ ହେଲେ  ୧୩୫ ଜଣ କରୋନା ଆକ୍ରାନ୍ତ | ଫଳରେ ଆଜିର ସୁସ୍ଥ ବ୍ୟକ୍ତିଙ୍କୁ ମିଶାଇ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା  ୪୧୨୩ରେ ପହଁଚିଲା |  ଗଂଜାମରୁ ସର୍ବାଧିକ ୪୯ ଜଣ ସୁସ୍ଥ ହୋଇଥିବା ବେଳେ ୧୯ ଜଣ ଖୋର୍ଦ୍ଧାରୁ, ୧୬ଜଣ କଳାହାଣ୍ଡିରୁ,୧୪ ଜଣ ଜଗତସିଂହପୁରରୁ, ୭ ଜଣ ବାଲେଶ୍ୱରରୁ,୬ ଜଣ କଟକରୁ,  ଅନୁଗୁଳ, ଯାଜପୁର ଓ ପୁରୀରୁ ୪ ଜଣ ଲେଖାଏ, ୩ ଜଣ ସୁନ୍ଦରଗଡରୁ, କେନ୍ଦୁଝର ଓ କେନ୍ଦ୍ରାପଡ଼ାରୁ ୨ ଜଣ ଲେଖାଏ, ବରଗଡ, ଭଦ୍ରକ, ଝାରସୁଗୁଡା, ମୟୁରଭଞ୍ଜ ଓ ସମ୍ବଲପୁରରୁ ଜଣେ ଲେଖାଏ ଅନ୍ତର୍ଭୁକ୍ତ | 

Leave A Reply

Your email address will not be published.