Sign in
Sign in
Recover your password.
A password will be e-mailed to you.
କୂଅରୁ ମିଳିଲା ମୃତ ଦେହ , ହତ୍ୟା ସନ୍ଦେହ
ଧର୍ମଗଡ/ ସୁଶାନ୍ତ ରାଉତ : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ପଦ୍ମପୁର ଜଗବନ୍ଧୁ ଶବରଙ୍କ କୂଆରୁ ଏକ ମୃତ ଶରୀର ଉଦ୍ଧାର କରାଯାଇଛି | ମୃତ ବ୍ୟକ୍ତି ଜଣକ ହେଉଛନ୍ତି ସେହି ଗ୍ରାମର ପୂର୍ଣ୍ଣ ଶବର ବୟସ 38 |ସେ କେଗାଁ ଆସି ବ୍ୟାଙ୍କ ରୁ ଟଙ୍କା…
ଖୁନ୍ତାମାଲ ପଞ୍ଚାୟତରେ ସରପଞ୍ଚଙ୍କ ବିନା ଦସ୍ତଖତରେ ନୋଟିସ, ନିଲାମ ପ୍ରକ୍ରିୟା ଅଧାରୁ ବନ୍ଦ
ଝାରସୁଗୁଡ଼ା/ସୁବାଷ ସହାରେ : ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ଖୁନ୍ତାମାଲ ଗ୍ରାମ ପଞ୍ଚାୟତରେ ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ଜିପିଇଓ ରାଜୀବ ଭବନରେ ନିଲାମ ବୈଠକ ଡକାଇ ଅଧିକାରୀ ମାନେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି କରିଛନ୍ତି । ଲୋକଙ୍କ କହିବା ଅନୁଯାୟୀ ଖୁନ୍ତାମାଲ ଗ୍ରାମ…
ଝାରମୁଣ୍ଡା ଗ୍ରାମ ପଞ୍ଚାୟତକୁ ଶଟ୍ ଡାଉନ କଲେ ସରପଞ୍ଚ।।।
ଝାରସୁଗୁଡ଼ା/ସୁବାଷ ସହାରେ :ବାଗଡିହି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ କୋରୋନା ଆକ୍ରାନ୍ତ ହେବା ପରେ ଝାରସୁଗୁଡ଼ା ଜିଲ୍ଲାର କିରମିରା ବ୍ଲକ ଅନ୍ତର୍ଗତ ସମଗ୍ର ଝାରମୁଣ୍ଡା ଗ୍ରାମ ପଞ୍ଚାୟତକୁ ଶଟ୍ ଡାଉନ୍ ଘୋଷଣା କଲେ ସରପଞ୍ଚ।
ସରପଞ୍ଚ ନଟୱର ଅଗ୍ରୱାଲଙ୍କ କହିବା ଅନୁସାରେ "ଆମେ…
ବନ୍ଧା ହୋଇ ଜେଲ ଗଲେ ବଳାତ୍କାର ଅଭିଯୁକ୍ତ କ୍ରସର ମାଲିକ
ବରଗଡ :- ଗତ ସୋମବାର ଦିନ ଝାରବନ୍ଧ ଥାନା ଅନ୍ତର୍ଗତ ତୁମୁରିପାଣି ଗ୍ରାମର ଜଣେ ବ୍ୟକ୍ତି ପାଇକମାଲ ଥାନାରେ ଅଭିଯୋଗ କରିଥିଲେ ଯେ ତାଙ୍କର ନାବାଳିକା ଝିଅ କାମ କରିବାକୁ ନିକଟସ୍ଥ ଚୁହାପାଲି ଗ୍ରାମର ନନ୍ଦ କିଶୋର ଶ୍ରୀବସ୍ତାଵ ର କ୍ରସର କୁ ଯାଇଥିବା ସମୟରେ , ଝିଅଟି ଏକାକୀ ଥିବାର ସୁଯୋଗ ନେଇ…
ଗଜପତି ଜିଲ୍ଲାରେ ଆଜି ପୁଣି ନୂଆ ୭୬ ଟି କରୋନା ପଜିଟିଭ୍ : ଜିଲ୍ଲାପାଳ ଅନୁପମ ସାହା
http://www.youtube.com/watch?v=R4mBsAec-Mo
ମାସକ ଭିତରେ ଗଜପତିରେ କରୋନା ଆକ୍ରାନ୍ତ ସଂଖ୍ୟା ପହଁଚିଲା ୩୫୫ରେ
ପ୍ରଥମ ଶହେ ୨୫ ଦିନରେ , ଦ୍ଵିତୀୟ ଓ ତୃତୀୟ ଶତକ ଯଥାକ୍ରମେ ୫ ଓ ୪ ଦିନରେ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଆଜି ପୁଣି ନୂଆ ୭୬ ଟି…
ମତ୍ସ୍ୟ ଉତ୍ପାଦନକାରୀ ମହାସଂଘର ପ୍ରତିନିଧିମଣ୍ଡଳୀଙ୍କ ସହ ମନ୍ତ୍ରୀ ଅରୁଣ ସାହୁଙ୍କ ଆଲୋଚନା
ଭୁବନେଶ୍ୱର(ଶାସକ ପ୍ରଶାସକ) : ଗତ କିଛି ଦିନ ଧରି ଆନ୍ଦୋଳନ ଚଳାଇଥିବା ନିଖିଳ ଓଡିଶା ମତ୍ସ୍ୟ ଉତ୍ପାଦନକାରୀ ମହାସଂଘର ପ୍ରତିନିଧିମଣ୍ଡଳୀ ସହ ଆଲୋଚନା କରଛନ୍ତି ରାଜ୍ୟ କୃଷି, କୃଷକ କଲ୍ୟାଣ, ମତ୍ସ୍ୟ-ପଶୁସମ୍ପଦ ବିକାଶ ତଥା ଉଚ୍ଚ ଶିକ୍ଷାମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ଆଲୋଚନା କରିଛନ୍ତି |…
ଚଳିତ ଖରିଫରେ ଚାଷୀଙ୍କୁ ୯୦୦୦ କୋଟି ଟଙ୍କାର ସମବାୟ ଫସଲ ଋଣ : ୩୦ ଲକ୍ଷ ଚାଷୀ ଫସଲବୀମାଭୁକ୍ତ କରିବା ଲକ୍ଷ୍ୟ
କୃଷି ଓ ସମବାୟ ବିଭାଗର ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ: ଉନ୍ନତ ମାନର ବିହନ ଏବଂ ସାର ଯୋଗାଣ ଉପରେ ଗୁରୁତ୍ୱ
ନୂତନ ଚାଷୀ ଓ ଯୁଗ୍ମଦେୟ ଗୋଷ୍ଠୀଙ୍କୁ ଋଣ ପ୍ରଦାନ କ୍ଷେତ୍ରରେ ପ୍ରାଥମିକତା ଦିଆଯାଇଛି : ମନ୍ତ୍ରୀ ଶ୍ରୀ ସ୍ୱାଇଁ
ଫସଲର ବିବିଧିକରଣ ଉପରେ ଗୁରୁତ୍ୱ ଦିଆଯାଇଛି: ମନ୍ତ୍ରୀ ଡ. ସାହୁ…
ତାଳଚେର ସାର କାରଖାନାର ଅଗ୍ରଗତି ସମୀକ୍ଷା କଲେ ରସାୟନ ଓ ସାର ମନ୍ତ୍ରୀ
କୋଭିଡ଼ ପରିସ୍ଥିତି ଯୋଗୁଁ ବର୍ତ୍ତମାନ ପ୍ରକଳ୍ପ ପ୍ରବର୍ତ୍ତନ କାର୍ଯ୍ୟ ବିଳମ୍ବିତ ହୋଇଛି
ନିର୍ଦ୍ଧାରିତ ସମୟରେ ଅର୍ଥାତ୍ ସେପ୍ଟେମ୍ବର 2023ରେ ତାହା କାର୍ଯ୍ୟକ୍ଷମ ହୋଇପାରିବ
ନୂଆଦିଲ୍ଲୀ (ଏସପିବି ) କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଶ୍ରୀ ଡି ଭି ସଦାନନ୍ଦ ଗୌଡ଼ା ତାଳଚେର ସାର କାରଖାନାର…
ଆଜି ସୁସ୍ଥ ହେଲେ ୧୩୫ ଜଣ : ଗଂଜାମରୁ ସର୍ବାଧିକ ୪୯
ଭୁବନେଶ୍ୱର : ଆଜି ସୁସ୍ଥ ହେଲେ ୧୩୫ ଜଣ କରୋନା ଆକ୍ରାନ୍ତ | ଫଳରେ ଆଜିର ସୁସ୍ଥ ବ୍ୟକ୍ତିଙ୍କୁ ମିଶାଇ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୪୧୨୩ରେ ପହଁଚିଲା | ଗଂଜାମରୁ ସର୍ବାଧିକ ୪୯ ଜଣ ସୁସ୍ଥ ହୋଇଥିବା ବେଳେ ୧୯ ଜଣ ଖୋର୍ଦ୍ଧାରୁ, ୧୬ଜଣ କଳାହାଣ୍ଡିରୁ,୧୪ ଜଣ ଜଗତସିଂହପୁରରୁ, ୭ ଜଣ…
ବାହୁଡା ପାଇଁ ବୈଠକ, ସବୁ ସେବାୟତ ଓ ପୋଲିସଙ୍କ ହେବ ଦ୍ଵିତୀୟ ପର୍ଯ୍ୟାୟ କୋଭିଡ ଟେଷ୍ଟ : ଡ଼ କ୍ରିଷନ କୁମାର
ପୁରୀ(ଅନିମେଶ ପଟ୍ଟନାୟକ) ପୁରୀରେ ବାହୁଡ଼ା ଓ କୋଭିଡ୍ ନେଇ ଉଚ୍ଚ ସ୍ତରୀୟ ବୈଠକ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଯାଇଛି | ଶ୍ରୀମନ୍ଦିର ପରିଚାଳନା କମିଟିର ଉପାଧ୍ୟକ୍ଷ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆସନ୍ତା ବାହୁଡା ପାଇଁ ପ୍ରସ୍ତୁତି ଓ କୋଭିଡି ସଚେତନତା…