ରେଢାଖୋଲରେ ବିନା ରଥ ବିନାଭକ୍ତରେ ଗୁଣ୍ଡିଚାଯାତ୍ରା

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :ରେଢାଖୋଲ : ପବିତ୍ର ରଥଯାତ୍ରା ପାଇଁ ପ୍ରଶାସନର କଟକଣା ଯୋଗୁଁ ଆଜି ରେଢାଖୋଲ ସହର ବିରାଜିତ ଶ୍ରୀଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଗୁଣ୍ଡିଚାଯାତ୍ରା ମନ୍ଦିର ପରିସରରେ ପାଳିତ ହୋଇଯାଇଛି । ବ୍ରାହ୍ମଣ ସେବାୟତମାନେ ସକାଳ ୮ ଘଣ୍ଟା ସମୟରେ…

ଚିନ୍ତାରେ ଝାରସୁଗୁଡ଼ାବାସୀ , ଆଉ ଆଠ ନୂଆ କରୋନା ପଜିଟିଭ  

ଝାରସୁଗୁଡା / ସୁବାଷ ସହାରେ:  ଝାରସୁଗୁଡ଼ା ଜିଲ୍ଲାରେ କୋଭିଡ-19 ମାମଲା ସଂଖ୍ୟାରେ ଦିନକୁ ଦିନ  ବୃଦ୍ଧି ହେବାରେ ଲାଗିଛି ।ଏକ ଦିଗରେ ଏହା ଜନସାଧାରଣଙ୍କ ନିମନ୍ତେ ଭୟର ବାତାବରଣ ସୃଷ୍ଟି କରୁଥିବା ବେଳେ ପ୍ରଶାସନ ନିମନ୍ତେ ମଧ୍ୟ ଚ୍ୟାଲେଞ୍ଜ ସୃଷ୍ଟି କରୁଛି। ଆଜି ମଧ୍ୟ ଆଉ ୮ଟି ନୂଆ ମାମଲା…

ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ବୀର ସୁରେନ୍ଦ୍ର ସାଏ ଜରାନିବାସରେ ରାସନ ସାମଗ୍ରୀ ବଣ୍ଟନ 

ସମ୍ବଲପୁର: (ରମାକାନ୍ତ ବିଶ୍ବାଳ ): ପବିତ୍ର ରଥ ଯାତ୍ରା ଅବସରରେ ଅଗ୍ରଣୀ ସ୍ବେଚ୍ଛାସେବୀ  ଏବଂ ସାମାଜିକ  ସଂଗଠନ  ପଶ୍ଚିମାଞ୍ଚଲ ଏକତା ମଞ୍ଚ ତରଫରୁ  ହୁମା ବୀର ସୁରେନ୍ଦ୍ର ସାଏ ଜରାନିବାସ ରେ ରାସନ ସାମଗ୍ରୀ, ଗାମୁଛା, ମାସ୍କ ଆଦି  ବଣ୍ଟନ କରାଯାଇଛି ।  ନିଜ ପରିବାର ସଦସ୍ୟ  ମାନଙ୍କ ଠାରୁ…

ଗୁରୁବାର ହୀରାକୁଦ ବନ୍ଧରୁ ମହାନଦୀକୁ ଛଡ଼ାଯିବ ପ୍ରଥମ ବନ୍ୟାଜଳ 

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ):  ହୀରାକୁଦ ବନ୍ଧରୁ ଚଳିତବର୍ଷର ପ୍ରଥମ ବନ୍ୟାଜଳ ଆସନ୍ତା ୨୫ ତାରିଖ ଗୁରୁବାର ଦିନ  ମହାନଦୀକୁ ଛଡ଼ାଯିବ। ଏନେଇ ଆଜି ବନ୍ଧ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବିଧିବଦ୍ଧ ଘୋଷଣା ଜାରି ହୋଇଛି । ସଠିକ୍‌ ସମୟରେ ମୌସୁମୀ ଆସି ଭଲ ବର୍ଷା ହୋଇଥିବାରୁ ହୀରାକୁଦର ଜଳସ୍ତର…

ଉଷାକୋଠି ଅଭୟାରଣ୍ୟ ବଡ଼ରମାରୁ ଚିତା ବାଘର ମୃତ ଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଠ 

ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ଜିଲ୍ଲା ବାମରା ଡିଭିଜନ ବଡ଼ରମା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ କୁତବ ଗ୍ରାମରେ ଆଜି ଏକ ଚିତା ବାଘ ର ମୃତ ଦେହ ଉଦ୍ଧାର ହୋଇଛି l ବାଘ ଟି ଗତ ୪/ ୫ ଦିନ ହେବ କୁତବ ଗ୍ରାମ ନିକଟ ଅଭୟାରଣ୍ୟ ର ୭ ନମ୍ବର ୱାଚ ଟାୱାର ନିକଟ କୁଦାନଖୋଳ ନାମକ ଏକ ଗୁମ୍ଫା…

ନାବାଳିକାକୁ  ଅସଦାଚରଣ କରି ବ୍ୟବସାୟୀ ଗିରଫ

ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ପାଇକମାଲ ଗ୍ରାମର ରମେଶ କୁମାର ଅଗ୍ରୱାଲ  ଓରଫ ଭାଲୁ ନାମକ ଜଣେ ଯୁବକ ଜୈନେକ ନାବାଳିକାଙ୍କୁ ଅସଦାଚରଣ କରି ଗିରଫ ହେଇଥିବା ପାଇକମାଲ ପୋଲିସ ଜଣାଇଛି । ଗତତବାରୁ ପ୍ରକାଶ ଯେ ଗତ କାଲି ରମେଶ ଜଣେ ନାବାଳିକାଙ୍କୁ ଜବରଦସ୍ତି ନିଜର ସ୍କୁଟି ରେ…

ଦଳିତ ନାବାଳିକାକୁ ବଳତ୍କାର :ପୋଲିସ କବଜାରେ କଥିତ ଅଭିଯୁକ୍ତ

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ଏକ କ୍ରସରକୁ କାମ କରିବାକୁ ଆସିଥିବା ଜଣେ ଦଳିତ ନାବାଳିକା କୁ ଉକ୍ତ କ୍ରସର ର ମାଲିକ ବଳତ୍କାର କରିଥିବା ଅଭିଯୋଗ ହେଇଛି । ପିଡିତା ନାବାଳିକା ଝିଅର ବାପାଙ୍କର ଅଭିଯୋଗ କ୍ରମେ ପାଇକମାଲ ପୋଲିସ ଥାନାରେ କେଶ ନମ୍ବର  96 / 20 ରୁଜୁ କରି କଥିତ…

·ସଫଳତା ସହ ସମ୍ପନ୍ନ ଶ୍ରୀଗୁଣ୍ଡିଚା ଯାତ୍ରା : ମୁଖ୍ୟମନ୍ତ୍ରୀ ଜଣାଇଲେ କୃତଜ୍ଞତା 

ଭୁବନେଶ୍ୱର (ଶାସକ ପ୍ରଶାସକ) ମହାପ୍ରଭୁଙ୍କ ଶ୍ରୀ ଗୁଣ୍ଡିଚା ଯାତ୍ରା ଆଜି ଶୃଙ୍ଖଳାର ସହ ଠିକ ସମୟରେ ଶେଷ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ସମସ୍ତଙ୍କୁ ବିଶେଷକରି ସେବାୟତ, ପୁରୀ ଜିଲ୍ଲା ପଶାସନ, ଶ୍ରୀ ମନ୍ଦିର ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ ଓ ପୁଲିସ ପ୍ରଶାସନକୁ ଧନ୍ୟବାଦ…

ଲୀଳା ରଚିଲେ ଲୀଳାମୟ, ହୋଇଲା ଭକତର ଜୟ

ରତ୍ନ ବେଦି ଛାଡି ଜନ୍ମ ବେଦି ମୁହାଁ ଜଗତ ଠାକୁର  ଭକତ ନଥିଲେ ସିନା , ଭକ୍ତି ଟାଣିନେଲା ତିନି ରଥ ଗୁଣ୍ଡିଚା ଘରେ ପହଞ୍ଚିଲେ ତିନି ଠାକୁର, ଚାଲିବ ନବଦିନ ବ୍ୟାପି ଦିବ୍ୟ ଲୀଳା   ପୁରୀ/ଅନିମେଶ ପଟ୍ଟନାୟକ : ନାଇଁ ର ଆଶଙ୍କା ଆଚ୍ଛାଦିତ କରିଥିଲା ଜଗନ୍ନାଥପ୍ରେମୀଙ୍କ…