ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେଲା ଉତ୍କଳ ପ୍ରସଙ୍ଗ ଓ ଓଡିଶା ରିଭ୍ୟୁର ସ୍ୱତନ୍ତ୍ର ସଂଖ୍ୟା

ଭୁବନେଶ୍ୱର : ପ୍ରତିବର୍ଷ ରଥଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶ୍ରୀମନ୍ଦିର ସମ୍ମୁଖରେ ଲୋକାର୍ପିତ ହୋଇଥାଏ ଓଡିଶା ରିଭ୍ୟୁ ଓ ଉତ୍କଳ ପ୍ରସଙ୍ଗର ସ୍ୱତନ୍ତ୍ର ରଥ ସଂଖ୍ୟା ।  ହେଲେ ଏଥର କରୋନା କଟକଣା ପାଇଁ ତାହା ସମ୍ଭବ ହୋଇପାରିନି । ଆଜି ତାହାଲୋକାର୍ପିତ ହୋଇଛି ଲୋକ ସେବା ଭବନରେ ।…

୧୧୪୩ ଜଣଙ୍କ ମଧ୍ୟରୁ ଜଣେ ସେବାୟତ କରୋନା ପଜିଟିଭ

ପୁରୀ,୨୩/୬: ସୋମବାର ଜଣେ ସେବାୟତର କରୋନା ପଜିଟିଭ ଆସିଛି ।  ସଂକ୍ରମିତ ସେବାୟତ ଏବେ ଚିକିତ୍ସାଧିନ ଥିବା ଜଣାପଡିଛି। ସୁପ୍ରିମକୋର୍ଟଙ୍କ  ନିର୍ଦ୍ଦେଶ ଅନୁସାରେ ଗତକାଲି ୧୧୪୩ ସେବାୟତଙ୍କ ନମୁନା ସଂଗ୍ରହ କରାଯାଇ ପରିକ୍ଷା କରାଯାଇଥିଲା । ସେଥିମଧ୍ୟରୁ ୧୧୪୨ ନେଗେଟିଭ ଆସିଥିବା ବେଳେ ଜଣେ…

ଆଜି ଚିହ୍ନଟ ହେଲେ ୧୬୭ ଜଣ କରୋନା ପଜିଟିଭ

ଆଜି ଗଂଜାମରୁ  ୩୦, ଗଜପତିରୁ ୪୧ ଜଣ ଚିହ୍ନଟ  ଭୁବନେଶ୍ୱର (ଶାସକ ପ୍ରଶାସକ ) : ଆଜି ଚିହ୍ନଟ ହେଲେ ୧୬୭ ଜଣ କରୋନା ପଜିଟିଭ | ସେମାନଙ୍କ ମଧ୍ୟରେ କ୍ଵାରେଣ୍ଟାଇନ ସେଣ୍ଟରରୁ ୧୫୦ ଜଣ ଓ ସର୍ବସାଧାରଣ ଅଂଚଳରୁ ୧୭ ଜଣ ଚିହ୍ନଟ ହୋଇଛନ୍ତି |  ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଂଚିଛି ୫୪୭୦ରେ |…

ସାପୁଆ କେଳାକୁ ଦଂଶିଦେଲା ବିଷଧର 

ମେଲଛାମୁଣ୍ଡା(ମନୋଜ ଭୋଇ)-ଗ୍ରାମାଂଚଳରେ ଏକ ଲୋକ କଥା ଅଛି “ସାପୁଆ କେଳାକୁ ସାପ ଖାଏ” ଏହି ଲୋକ କଥାଟି ଆଜି ସତ୍ୟ ପ୍ରମାଣିତ ହୋଇଯାଇଛି ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ସାଲେପାଲି ଗ୍ରାମରେ । ପୂର୍ବରୁ ଅଂଚଳରେ ସାପୁଆକେଳା ଭାବେ ବେଶ ପରିଚିତ ଥିବା ସାଲେପାଲି ଗ୍ରାମର ଅଭିମନ୍ୟୁ ବିଶି(୪୫)ଙ୍କ…

୧୪୪ ଧାରାରେ ସବୁ ଶ୍ରୀଜଗନ୍ନାଥ ମନ୍ଦିର

ବାରିପଦା ସହିତ ମୟୂରଭଞ୍ଜ ଜିଲ୍ଲାର ୧୦୧ ଜଗନ୍ନାଥ ମନ୍ଦିରରେ ୧୪୪ ଧାରା ଜାରି ଜୁନ ୨୩ ସକାଳ ୫ରୁ ଜୁନ ୨୫ ପର୍ଯ୍ୟନ୍ତ ମନ୍ଦିରଠାରୁ ୫ ଶହ ମିଟର ବ୍ୟବଧାନକୁ ନେଇ କଟକଣା ଲାଗୁ ମହାପ୍ରଭୂଙ୍କୁ ଦର୍ଶନ କରିପାରିବେ ନାହିଁ ଭକ୍ତ, ମନ୍ଦିର ପାର୍ଶ୍ୱ ରାସ୍ତାରେ ଚଳପ୍ରଚଳ କରି…

ସରକାରଙ୍କ ନିର୍ଦ୍ଦେଶକୁ ବାସି ପାଣିରେ “ସି” କରୁନାହାନ୍ତି ସରକାରୀ କର୍ମଚାରୀ

କରୋନା କଟକଣା ମଧ୍ୟରେ କର୍ମଚାରୀ ଛଟେଇ ସରକାରଙ୍କ ଦୋମୁହାଁ ନୀତି ୨୦/୨୫ ବର୍ଷ ସେବା ଯୋଗାଇବା ପରେ ଛଟେଇ ବାରିପଦା(ଦିଲ୍ଲୀପ ମହାନ୍ତି )- ସରକାରଙ୍କ ନିର୍ଦ୍ଦେଶ ମାନୁ ନାହାନ୍ତି ସରକାରୀ ବାବୁ । କରୋନା କଟକଣା ମଧ୍ୟରେ କର୍ମଚାରୀ ଛଟେଇ ଉପରେ ସରକାର କଟକଣା ଲଗାଇଥିବା ବେଳେ ସରକାରୀ ବାବୁ…

ଡାକ୍ତରଙ୍କୁ ମାଡ ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବୀରେ ଜିଲ୍ଲାପାଳଙ୍କୁ ଭେଟିଲା ଜନଜାତି ସୁରକ୍ଷା ମଞ୍ଚ  

ବାରିପଦା, (ଦିଲ୍ଲୀପ ମହାନ୍ତି) - ସାଇ ନର୍ସିଂହୋମର ବରିଷ୍ଠ ଅସ୍ଥିଶଲ୍ୟ ବିଶେଷଜ୍ଞ ଡା. ପରମେଶ୍ବର ସିଂଙ୍କୁ ମାଡ ମରାଯିବା ଘଟଣାର ପ୍ରତିବାଦରେ ଜନଜାତି ସୁରକ୍ଷା ମଞ୍ଚର ମୟୂରଭଞ୍ଜ ଶାଖା ତରଫରୁ ଜିଲ୍ଲାପାଳଙ୍କୁ ଲିଖିତ ଦାବୀ ପତ୍ର ଦିଆଯାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବୀ କରାଯାଇଛି |…

ରଥଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା 

ଭୁବନେଶ୍ୱର : ପବିତ୍ର ରଥଯାତ୍ରା ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ସେ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି "ପବିତ୍ର ରଥଯାତ୍ରା ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କରୁଣାରୁ ସମଗ୍ର ବିଶ୍ୱ କରୋନା…