କରୋନା ଚିହ୍ନଟ ହେବା ପରେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟଦକ୍ଷତା ଓ ତତ୍ପରତାରେ ଜିଲ୍ଲାବାସୀ ଆଶ୍ୱସ୍ତ 

 ହାଟଡିହି(ମକରଧ୍ବଜ ଜେନା):  ଜିଲ୍ଲାରେ ଜଣେ କରୋନା  ଆକ୍ରାନ୍ତ ଜଣାପଡିବା ପରେ ସାବାସ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଥାକରେଙ୍କ ତତ୍ପରତା ତଥା  କାର୍ଯ୍ୟଦକ୍ଷତାକୁ ନେଇ ସମଗ୍ର ଜିଲ୍ଲା ଖୁସି ବ୍ୟକ୍ତ କରୁଛନ୍ତି |  ଆନନ୍ଦପୁର ବ୍ଲକ ପଞ୍ଚୁପଲି ପଞ୍ଚାୟତରେ କରୋନା ଆକ୍ରାନ୍ତ ଚି଼ହ୍ନଟ ହେବା ପରେ…

୧୪୭ରେ ପହଂଚିଲା କରୋନା ପଜିଟିଭ : ଯାଜପୁରରୁ ଆଉ ଦୁଇ 

ଭୁବନେଶ୍ୱର (ଶାସକ ପ୍ରଶାସକ)ଯାଜପୁରରୁ ଆଉ ଦୁଇ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଏହି ଦୁଇଜଣ ଯାଜପୁରର କଣ୍ଟନମେଣ୍ଟ ଅଂଚଳରୁ ଚିହ୍ନଟ ହୋଇଛନ୍ତି | ବିରାଜପୁରରୁ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ବୟସ ୫୫ ବର୍ଷ | ସେହିପରି କଟିକଟା ଅଂଚଳରୁ ହ୍ୱିହ୍ନଟ ହୋଇଥିବା ମହିଳାଙ୍କ ବୟସ ୭୫ ବର୍ଷ | …

ଏବେ ତାମିଲନାଡୁ ଫେରନ୍ତାଙ୍କ ଦେହରେ କରୋନା ପଜିଟିଭ ଚିହ୍ନଟ : ବଲାଙ୍ଗୀରରେ ପଶିଲା କରୋନା

ଭୁବନେଶ୍ୱର( ଶାସକ ପ୍ରଶାସକ)ନୂଆ ଜିଲ୍ଲାରେ ପଶିଛି କରୋନା | ଆଜି ବଲାଙ୍ଗୀର ଜିଲ୍ଲାରେ କରୋନା ତା ଉପସ୍ଥିତି ଜାହିର କରିଛି | ଦୁଇଜଣ  ବାହାରିଛନ୍ତି କରୋନା ପଜିଟିଭ ବାହାରିଛନ୍ତି ଆଜିର ଦ୍ଵିତୀୟ ଦଫାରେ | ପ୍ରଥମ ଦଫାରେ ବାଲେଶ୍ୱରର ଜଣେ କଲିକତା ଫେରନ୍ତା ୫୮ ବର୍ଷ ବୟସ୍କ ବ୍ୟକ୍ତିଙ୍କ …

ବିଡ଼ିଓଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ସହାୟତା ପାଇଁ ଦାବି କଲେ ବାରିକ ସଂଘ 

ସିନାପାଲି/ନିରାକାର ମେହେର -କରୋନା ଭୁତାଣୁ ର ଆତଙ୍କ ରେ ସାରା ଭାରତ ଆଜ କୁ ପ୍ରାୟ 1 ମାସ ରୁ ଉର୍ଧ ସମସ୍ତ ଦୋକାନ,  ବଜାର, ସେଲୁନ, ବିୟୁଟି ପାର୍ଲର ବନ୍ଦ ରହିଥିବାରୁ ଦିନ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ ଆଜି ନୂଆପଡା ଜିଲ୍ଲା ସିନାପାଲି ବାରିକ ସଂଘ ବିଡ଼ିଓଙ୍କ ଜରିଆରେ…

ରେଢ଼ାଖୋଲ ରେ ଓହ୍ଲାଇଥିଲେ ଦେବଗଡ଼ କରୋନା ରୋଗୀ :   ତନାଘନା କରୁଛି ପ୍ରଶାସନ

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ଗତ 29 ତାରିଖରେ ଦେବଗଡ ଜିଲ୍ଲାରେ ଜଣେ  କରୋନା ପାଜିଟିଭି ବାହାରିବା ପରେ ସମ୍ବଲପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଭୟଭୀତ ସୃଷ୍ଟି ହୋଇଛି । ଆଜି ଉକ୍ତ ଚିହ୍ନଟ ବ୍ୟକ୍ତିଙ୍କ ଟ୍ରାଭେଲ ହିଷ୍ଟ୍ରି ସରକାରୀ ସୂତ୍ରରୁ ରୁ ପ୍ରକାଶ ପାଇବା…

କରୋନାର ପ୍ରାବଲ୍ୟ ସତ୍ତ୍ୱେ ମହାରାଷ୍ଟ୍ରରେ ହେବ ନିର୍ଵାଚନ 

ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ଭାରତର ନିର୍ବାଚନ କମିଶନଙ୍କ ନେଇଛନ୍ତି ଗୁରୁତ୍ୱପୂର୍ଣ ନିଷ୍ପତ୍ତି  | ଆଶଙ୍କିତ ସାମ୍ବିଧାନିକ ଅନିଶ୍ଚିତତା  ଏଡ଼ାଇବା ପାଇଁ ମହାରାଷ୍ଟ୍ରରେ ବିଧାନ ପରିଷଦ ନିର୍ବାଚନ ଅନୁଷ୍ଠିତ ହେବ | ରାଜ୍ୟରେ କରୋନାର ପ୍ରାବଲ୍ୟ ସତ୍ତ୍ୱେ ଏହି ନିର୍ବାଚନ କରାଇବା ପାଇଁ  ମେ…

ସମ୍ବଲପୁର ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ରକ୍ତ ଦାନ ଶିବିର

http://www.youtube.com/watch?v=7gEqK5n11yo ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ରକ୍ତ ଦାନ ଶିବିର କଚେରୀ ରୋଡ଼ ସ୍ଥିତ ଦଳୀୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଥିଲା । ସାମାଜିକ ଦୂରତା ରକ୍ଷା କରି ଶିବିର ରେ ମୋଟ  ୩୫ ୟୁନିଟ ରକ୍ତ…

ଯୁବ ବିଜେଡି ନେତା ମାନସ ସାହୁଙ୍କ ଅକାଳ ବିୟୋଗରେ ଯୁବ ବିଜେଡି ରାଜ୍ୟ ସଭାପତିଙ୍କ ଶୋକ 

  ଭୁବନେଶ୍ୱର(ଶାସକ ପ୍ରଶାସକ) : ବିଜୁ ଯୁବଜନତା ଦଳର ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ସଭାପତି ତଥା ବ୍ରଜରାଜନଗର ପୌରସଂସ୍ଥାର ତିନି ତିନି ଥର କାଉନସିଲର ରହିଥିବା ଟାଣୁଆ ଯୁବନେତା ମାନସ ସାହୁଙ୍କ ହୃଦଘାତରେ  ଅକାଳ ବିୟୋଗ ଘଟିଛି । ତାଙ୍କ ଅକାଳ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି…

ରୁଷିଆ ପ୍ରଧାନମନ୍ତ୍ରୀ କରୋନା ପଜିଟିଭ 

ମସ୍କୋ : କରୋନା ରୋଗରୁ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ସୁସ୍ଥ ହୋଇ କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ଏବେ ରୁଷିଆ ପ୍ରଧାନମନ୍ତ୍ରୀ ମିଖାଇଲ ମିସୁଷ୍ଟିନ କରୋନା ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି | ନିକଟରେ ହୋଇଥିବା ପରୀକ୍ଷାରୁ ତାଙ୍କ ଦେହରେ କରୋନା ପଜିଟିଭ ଥିବା ନିଜେ ସୂଚନା…

ରବି ଧାନ ସଂଗ୍ରହ ପାଇଁ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ନୀତି ନିର୍ଦ୍ଧାରଣ ବୈଠକ

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ): ରବିଋତୁ ଧାନ ସଂଗ୍ରହ ପାଇଁ ଆଜି  ସମ୍ବଲପୁର ଜ଼ିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ନୀତି ନିର୍ଦ୍ଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜ଼ିଲ୍ଲାପାଳ ଙ୍କ ସମ୍ବିଳନୀ କକ୍ଷରେ ଅନୁଷ୍ଠିତ  ଏହି ବୈଠକରେ ଆସନ୍ତା ମଇ 11 ତାରିଖରୁ ରବିଋତୁ ଧାନ ସଂଗ୍ରହ କରାଯିବ ବୋଲି…