ଅସହାୟ ହାଡ଼ଙ୍କୁ ସାହାହେଲା ମାହେଶ୍ୱରୀ ସଂଗଠନ 

ବଲାଙ୍ଗୀର/ ନିରୋଜ ମିଶ୍ର : ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ପନେସରା ଗାଁର ଅସହାୟ ମହିଳା ହାଡ ସାହୁ। ମୂଲଲାଗି ପରିବାର ପରିପୋଷଣ କରନ୍ତି । କାମକୁ ନ ଗଲେ ତାଙ୍କ ଘରେ ଚୁଲି ଜଳେନି। ଏପରି ପରିସ୍ଥିତିରେ ଦିନେ ସେ କାମ କରୁଥିବା ବେଳେ ପଡି ଗଲେ। ଫଳରେ ତାଙ୍କ ବାମ ହାତର ହାଡ଼…

ଲକ ଡାଉନ ବେଳେ ବେଆଇନ ବିଦେଶୀ  ମଦ କାରବାର : ୨ ଗିରଫ

ବଡ଼ବିଲ (ଶାସକ ପ୍ରଶାସକ) ଲକ୍‌ଡାଉନ୍‌ ସମୟରେ ମଦ ଦୋକାନ ଗୁଡ଼ିକ ବନ୍ଦ ରହିଥିବାରୁ ବଡ଼ବିଲ ଯୋଡ଼ା ଖଣି ଅଞ୍ଚଳରେ ବେଆଇନ ମଦ କାରବାର ବହୁ ଗୁଣରେ ବୃଦ୍ଧି ପାଇଛି। ଅବକାରୀ ବିଭାଗ ସମସ୍ତ ମଦ ଦୋକାନ ଓ ବାର ସିଲ କରିଥିବା କହୁଥିବା ବେଳେ ମଦ କାରବାର ଅବାଧରେ ଚାଲୁଥିବା ସାଧାରଣରେ ଅଭିଯୋଗ…

ପାଟଣାଗଡ ବ୍ରିଜ ଭୁଶୁଡିବା ଘଟଣା: ତଦନ୍ତ ସାରି ଫେରିଲେ ଦୁଇ ମୁଖ୍ୟଯନ୍ତ୍ରୀ

ପାଟଣାଗଡ଼/ ବିମଲ ଯାଦବ : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ପାଟଣାଗଡ଼ର ତମିଆଁ- ମୁଦଲସର ସୁକ‌ତେଲ୍‌ ସେତୁ ଭୁଶୁଡ଼ି ପଡ଼ିବା ଘଟଣାର ତଦନ୍ତ ସାରି ଫେରିଛନ୍ତି ତଦନ୍ତକାରୀ ଦଳ। ଆଜି ଦୁଇଜଣ ମୁଖ୍ୟଯନ୍ତ୍ରୀ ସତ୍ୟଜିତ ଚକ୍ରବର୍ତ୍ତୀ, ହେମନ୍ତ କୁମାର ଦତ୍ତ, ଅଧୀକ୍ଷଣ ଯନ୍ତ୍ରୀ କାଳି ପ୍ରସାଦ ମହାକୁଡ଼ ଓ…

କର୍ମଚାରୀଙ୍କ ଦରମା କାଟ ସମ୍ପର୍କିତ ଅଧ୍ୟାଦେଶକୁ ରାଜ୍ୟପାଳଙ୍କ ମଞ୍ଜୁରୀ 

ତିରୁବନନ୍ତପୁରମ/ଏସପିବି -  ବିରୋଧୀ କଂଗ୍ରେସ ଓ ବିଜେପିର ବିରୋଧ ସତ୍ତ୍ୱେ ସରକାରୀ କର୍ମଚାରୀଙ୍କ ଦରମା କାଟିବା ପାଇଁ କେରଳ ସରକାରଙ୍କ ଦ୍ୱାରା ଜାରି ଏକ ଅଧ୍ୟାଦେଶକୁ ରାଜ୍ୟପାଳ ଅରିଫ ମହମ୍ମଦ ଖାନ ମଞ୍ଜୁରୀ ଦେଇଛନ୍ତି | ଏହି ଅଧ୍ୟାଦେଶ ବଳରେ ଜାରି ରହିଥିବା ଏହି କରୋନା ମହାମାରୀ…

ଗଛରେ ପିଟିଲା ବାଇକ , 2 ଯୁବକ ମୃତ

ବୋୖଦ୍ଧ(ଦୋଳଗୋବିନ୍ଦ ନାଏକ) : ବୋୖଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ବାସୁଦେବ ପାଲି ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଘଟଣା ସ୍ଥଳରେ ପ୍ରାଣ ହରାଇଛନ୍ତି  2ଯୁବକ ।  ସୁଚନା ମୁତାବକ ଗତ କାଲି ବିଳମ୍ବିତ ରାତିରେ ବୋୖଦ୍ଧ ରୁ ସୋନପୁର ଅଭିମୁଖେ ଗୋଟିଏ ବାଇକ ରେ ଯାଉଥିବା ବେଳେ…

 ଶତାଧିକ ଭିନ୍ନକ୍ଷମ ଙ୍କୁ ସହାୟତା ପ୍ରଦାନ କଲେ ଜିଲ୍ଲା ପରିଷଦ ସଦସ୍ୟା 

ହାଟଡିହି, (ମକରଧ୍ବଜ ଜେନା) -କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ 37 ନମ୍ବର ଜିଲ୍ଲା ପରିଷଦ ସଦସ୍ୟା ପ୍ରଣତି ଦେଓ ଶତାଧିକ ଭିନ୍ନକ୍ଷମଙ୍କୁ ସହାୟତା ପ୍ରଦାନ କରିଛନ୍ତି. ନିଜ ଗ୍ରାମ ଡ଼ଅଁର ସମେତ ବିଭିନ୍ନ ଗ୍ରାମ କୁ ଚାଲି ଚାଲି ଯାଇ ଭିନ୍ନକ୍ଷମଙ୍କୁ ସାବୁନ, ମାକ୍ସ, ଚାଉଳ, ଆଳୁ, ଡାଲି, ଲୁଣ,…

ଟେଲିଫୋନରେ ହସିନାଙ୍କ ସହ କଥା ହେଲେ ମୋଦି 

ନୂଆଦିଲ୍ଲୀ (ଏସପିବି) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଟେଲିଫୋନ ଯୋଗେ ବାଂଲାଦେଶ ପ୍ରଧାନମନ୍ତ୍ରୀ ମହାମହିମ ଶେଖ ହସିନାଙ୍କ ସହ କଥାବାର୍ତ୍ତା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ, ଭାରତବାସୀଙ୍କ ତରଫରୁ ଏବଂ ନିଜ ତରଫରୁ ପ୍ରଧାନମନ୍ତ୍ରୀ ଶେଖ ହସିନା ଏବଂ ବାଂଲାଦେଶବାସୀଙ୍କୁ…

Breaking – ଆଖି ବୁଜିଦେଲେ ରୁଷି କାପୁର  : ଅମିତାଭ କହିଲେ ” I am destroyed !”

 ରିଷି କପୁରଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ ମୁମ୍ବାଇ /ଏସପିବି : କର୍କଟ ସହ ଦୁଇ ବର୍ଷର ଲଢେଇରେ ଶେଷରେ ହାରିଯାଇଛନ୍ତି ପ୍ରଖ୍ୟାତ ଅଭିନେତା ରୁଷି କାପୁର | ରିଲୟାନସ ହସ୍ପିଟାଲ ଠାରେ ସେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପ୍ରାଣବାୟୁ ଉଡିଯାଇଛି | ତାଙ୍କୁ ୬୭ ବର୍ଷ ହୋଇଥିଲା |…

କରୋନାର ଶିକୁଳିକୁ ଛିଣ୍ଡାଇବାକୁ ହେଲେ ଅନୁସନ୍ଧାନର ଶିକୁଳିକୁ ବୃଦ୍ଧି କରିବାକୁ ପଡିବ ।

ଠିକ ଯେମିତି ମଇ ୩ ପାଖେଇ ଆସୁଛି ଠିକ୍ ସେମିତି ଲକ୍ଡାଉନ୍ ବଢିବା ନେଇ ଚର୍ଚ୍ଚା ଜୋର ଧରିଛି ଏବଂ ଅନ୍ୟପକ୍ଷରେ ଆମର ଅନେକ ସମ୍ପର୍କୀୟ ବନ୍ଧୁ କରୋନା ମାମଲା ବଢୁଥିବା ଦେଖି କହୁଛନ୍ତି ଯେ ଲକଡାଉନ୍ ବୃଦ୍ଧି କରାଯିବା ଉଚିତ  । ଯଦି କୌଣସି ଜଣେ ମୋତେ ବ୍ୟକ୍ତିଗତ ପଚାରନ୍ତି ତେବେ ମୋର…

ଆସିଲା ଫାଷ୍ଟ ଅପଡେଟ, ଆଉ ତିନି ନୂଆ କରୋନା ପଜିଟିଭ ଯାଜପୁରରୁ  

ଭୁବନେଶ୍ୱର (ଶାସକ ପ୍ରଶାସକ ) ଆସିଲା ଏପ୍ରିଲ  ୩୦ ତାରିଖର ପ୍ରଥମ କରୋନା  ଅପଡେଟ | ଚିହ୍ନଟ ହୋଇଛନ୍ତି ଆଉ ତିନି କରୋନା ପଜିଟିଭ | ସବୁ ଯାଜପୁରରୁ | ଦୁଇଜଣ କଟିକଟା କଣ୍ଟନମେଣ୍ଟ ଅଂଚଳରୁ | ଦୁଇଜଣଙ୍କ ବୟସ ଯଥାକ୍ରମେ ୧୮ (ମହିଳା) ଓ ୫୬ (ପୁରୁଷ) | ଦୁହେଁ ପଶ୍ଚିମବଙ୍ଗ ଫେରନ୍ତା |  ଆଉ ଜଣେ…