Sign in
Sign in
Recover your password.
A password will be e-mailed to you.
ମହିଳା ପୋଲିସ ଅଧିକାରଙ୍କ ବିରୋଧରେ ନିଷ୍ଠା ପରିବାର ଆଣିଲା ଗୁରୁତର ଅଭିଯୋଗ
ବରଗଡ/ଶାସକ ପ୍ରଶାସକ :- ଲକ ଡାଉନ ବେଳେ ଲୋକଙ୍କ ପାଖରେ ପହଂଚି ଅସହାୟଙ୍କୁ ସହାୟତାର ହାତ ବଢ଼ାଇଥିବା ନିଷ୍ଠା ପରିବାର ଆଣିଛି ଗୁରୁତର ଅଭିଯୋଗ | ଡ୍ରାଇଭର ଓ ହେଲ୍ପର ମାନଙ୍କୁ ଜଳଖିଆ ବିତରଣ କରାଯାଉଥିବା ସମୟରେ ବରଗଡ଼ର ଜଣେ ମହିଳା ଇନ୍ସପେକ୍ଟର ନିଷ୍ଠାର ସମ୍ପାଦକ ଓ ସେଠାରେ ଉପସ୍ଥିତ…
Extended cancellation of passenger Train Services till 17 may
New Delhi (SPB) : In continuation of the measures taken in the wake of COVID-19, it has been decided that the cancellation of all passenger train services on Indian Railways shall be extended till 17th May 2020.
However , movement of…
ଅଗ୍ନି ବିପନ୍ନଙ୍କ ପାଖରେ ପହଂଚି ସହାୟତା କଲେ ବିଧାୟକ
ହାଟଡିହି / ମକରଧ୍ବଜ ଜେନା : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ହାବଳେଶ୍ଵର ପଞ୍ଚାୟତ ଡ଼ିମିରିଆ ଗ୍ରାମରେ ଗ୍ୟାସ ଟାଙ୍କି ଫାଟି ଗତ ଗୁରୁବାର 5 ଟି ପରିବାର ସମ୍ପୂର୍ଣ କ୍ଷତିଗ୍ରସ୍ତ ହୋଇଥିଲେ | ଶୁକ୍ରବାର ଆନନ୍ଦପୁର ବିଧାୟକ ଭାଗିରଥି ସେଠି ଉକ୍ତ ଗ୍ରାମ କୁ ଯାଇ ଅଗ୍ନି ବିପନ୍ନଙ୍କୁ…
ପ୍ରବଳ କରା ମାଡ଼ :ଭୟଭୀତ ଲୋକେ
କୁଚିଣ୍ଡା ଉପଖଣ୍ଡ ପ୍ରତିନିଧି (ଅଜୟ କୁମାର ବାଘ ):ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅଂଚଳରେ ଆଜି ପ୍ରବଳ କରାବର୍ଷା ହୋଇଥିବା ଦେଖିବାକୁ ମିଳିଛି l ଆଜି ଜମନକିରା ଅଞ୍ଚଳ ରେ ପ୍ରବଳ କରା ବର୍ଷା ହୋଇଛି l ଫଳରେ ଲୋକେ ଭୟଭୀତ ହୋଇଛନ୍ତି lଅଞ୍ଚଳ ରେ ଏହିଭଳି କରାବର୍ଷା କେବେ ହୋଇନ ଥିବାରୁ…
ଜୀବନ ବିନ୍ଦୁ କାର୍ଯ୍ୟକ୍ରମ :୧୮ ୟୁନିଟ ରକ୍ତ ସଂଗ୍ରହ l
କୁଚିଣ୍ଡା ଉପଖଣ୍ଡ ପ୍ରତିନିଧି(ଅଜୟ କୁମାର ବାଘ ): ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି l ରାଜ୍ୟରେ ରକ୍ତଭାବ ରେ କେହି ମୃତ୍ୟୁ ନ ହୁଅନ୍ତୁ ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ କୁଚିଣ୍ଡା ବିଜୁ ଜନତା ଦଳ ପକ୍ଷ…
ପାଟଣାଗଡ ବ୍ଳକ ଅଞ୍ଚଳରେ ଥିବା ସଂଗରୋଧ ୱାର୍ଡ ବୁଲିଲେ ବିଧାୟକ
ପାଟଣାଗଡ/ ସ୍ୱତନ୍ତ୍ର ପ୍ରତିନିଧି ବିମଳ କୁମାର ବାଗ: କରୋନା ଭୟାଭୟକୁ ଦେଖି କରୋନା ମୁକାବିଲା ପାଇଁ ସମଗ୍ର ଦେଶରେ ତାଲାବନ୍ଦ ପଡିଛି। ସଙ୍କଟର ସମୟରେ ଡାକ୍ତର, ପୋଲିସ, ସାମ୍ବାଦିକ, ସ୍ବେଚ୍ଛାସେବୀ, ବିଦ୍ୟୁତ ବିଭାଗ କର୍ମଚାରୀ, ସଫେଇ କର୍ମଚାରୀ ଓ ସାଂସଦ, ବିଧାୟକମାନେ କରୋନା ମୁକାବିଲା…
ତାଲାବନ୍ଦ ପରେ ପ୍ରଥମ ଥର ପାଇଁ ଖୋଲା ହେଲା ପୋଷାକ ଓ କପଡା ଦୋକାନ।
ଟିଟିଲାଗଡ(ଗୌରବ ଦର୍ଜୀ ): ଭାରତରେ ତାଲା ପକାଇବା ପରେ ପ୍ରଥମ ଥର ପାଇଁ ଟିଟିଲାଗଡରେ ପୋଷାକ ଏବଂ ଜୋତା ଦୋକାନ ଖୋଲିବାକୁ ଅନୁମତି ପାଇଛି। ମୋବାଇଲ୍ ରିଚାର୍ଜ ଦୋକାନ, ଫ୍ୟାନ୍ ମୋଟର ଦୋକାନ, ଫ୍ୟାନ୍ସି ଷ୍ଟୋର, ଅଟୋମୋବାଇଲ୍ ଦୋକାନ ଖୋଲିବାକୁ ଟିଟିଲାଗଡ ପ୍ରଶାସନ ପୂର୍ବରୁ ଅନୁମତି ଦେଇଛି।…
ହାଟଡିହୀ ପଞ୍ଚାୟତରେ ଘର ଘର ବୁଲି ସଚେତନ କଲେ ସରପଞ୍ଚ
ହାଟଡିହି/ ମକରଧ୍ବଜ ଜେନା -କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ହାଟଡହୀ ପଞ୍ଚାୟତ ସରପଞ୍ଚ ଅନସୂୟା ସେଠି ଶୁକ୍ରବାର ବିଭିନ୍ନ ଗ୍ରାମକୁ ଯାଇ ଘର ଘର ବୁଲି କରୋନା ରୋଗ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇ ଥିଲେ | ପିଲାମାନଙ୍କୁ ଖେଳିବା ପାଇଁ ବାହାରକୁ ନ ଛାଡ଼ିବା, ସରକାରୀ ନୀତି ନିୟମକୁ…
Nationwide lockdown extended by another two weeks, says govt
New Delhi : The government on Friday decided to extend the nationwide lockdown by another two weeks. The earlier lockdown was set to end this Sunday. The decision comes close on the heels of several meetings that Prime Minister Narendra…
କରୋନାର ହଟ ବେଡ଼ରେ ଯାଜପୁର : ପୁଣି ଜଣେ କରୋନା ପଜିଟିଭ
ଭୁବନେଶ୍ୱର(ଶାସକ ପ୍ରଶାସକ) : କରୋନାର ହଟ ବେଡ଼ରେ ଯାଜପୁର | ଗୋଟିଏ ପରେ ଗୋଟିଏ ଚିହ୍ନଟ ହେଉଛନ୍ତି ଜିଲ୍ଲାରୁ କରୋନା ପଜିଟିଭ | ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇ ମୋଟ ସଂଖ୍ୟା ପହଁଚିଲା ୧୪୯ରେ | ନୂଆ ଆକ୍ରାନ୍ତ ଜଣେ ମହିଳା , ତାଙ୍କ ବୟସ ୩୫ ବର୍ଷ | ଘର ବାସୁଦେବପୁର | ଜିଲ୍ଲା…