Sign in
Sign in
Recover your password.
A password will be e-mailed to you.
ଶ୍ରମିକ ଦିବସରେ ଗଡ଼ିଲା ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍
ଭୁବନେଶ୍ୱର (ଏସପିବି ) ଲକ ଡାଉନ୍ ଯୋଗୁଁ ଦେଶର ବିଭିନ୍ନ ପ୍ରାନ୍ତରରେ ଫସି ରହିଥିବା ପ୍ରବାସୀ ଶ୍ରମିକ, ଛାତ୍ର, ତୀର୍ଥଯାତ୍ରୀ, ପର୍ଯ୍ୟଟକ ଓ ଅନ୍ୟାନ୍ୟ ନିଃସହାୟ ବ୍ୟକ୍ତିଙ୍କୁ ପରିବହନ କରିବାକୁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ଆଜି ଶ୍ରମିକ ଦିବସରୁ "ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍'…
ଶିକୁଳିରେ ବନ୍ଧା ହୋଇଥିବା ଯୁବକଙ୍କୁ ଉଦ୍ଧାର କଲେ ପାଟଣାଗଡ଼ ବିଡ଼ିଓ
ଦେଲେ ସରକାରୀ ସହାୟତାର ପ୍ରତିଶ୍ରୁତି, ବିଡ଼ିଓଙ୍କ ପଦକ୍ଷେପକୁ ଲୋକଙ୍କ ପ୍ରଶଂସା
ପାଟଣାଗଡ/ ସ୍ୱତନ୍ତ୍ର ପ୍ରତିନିଧି ବିମଳ କୁମାର ବାଗ:: ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବିଜ୍ଞାପିତ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଲିଛି। ପାଟଣାଗଡ ବ୍ଳକ ଅନ୍ତର୍ଗତ ବରପଦର ପଞ୍ଚାୟତ ଖୁଟସମଲେଇ…
କରୋନା ପାଦ ଦେବା ପରେ ପ୍ରଶାସନ ହେଲା ଅଧିକ ତତ୍ପର
ବଲାଙ୍ଗୀର/ ନିରୋଜ ମିଶ୍ର : ବଲାଙ୍ଗୀର ଜିଲାକୁ କରୋନା ଛୁଇଁଛି। ଗୁଡଭେଲା ବ୍ଲକ୍ ରୁଷୁଡା ପଞ୍ଚାୟତ ଅନ୍ତର୍ଗତ ଲିଖିରିଆର ଦୁଇଜଣ ଯୁବକଙ୍କ ସ୍ବାବ୍ ଟେଷ୍ଟ କରୋନା ପଜିଟିଭ ବାହାରିଛି। ସେହି ଦୁଇ ଯୁବକ ପ୍ରାୟ ଦେଢ଼ମାସ ତଳେ ତାମିଲନାଡୁରୁ ଫେରିଥିଲେ। ଏହି ଖବର ମିଳିବା ପରେ ଜିଲା ପ୍ରଶାସନ…
ଆଧୁନିକ ଯୋଗାଯୋଗର ପ୍ରମୁଖ ମାଧ୍ୟମ ହେବ ‘ମାଇଓଆରଜି୩୬୦’ ଭିସି ଆପ୍ – ଧର୍ମେନ୍ଦ୍ର ପ୍ରଧାନ
ଏନ୍ଆଇଟି ରାଉରକେଲାର ଛାତ୍ରଛାତ୍ରୀଙ୍କ ସହ ସେମାନଙ୍କ ଦ୍ୱାରା ବିକଶିତ ଭିଡିଓ ଆପ୍ ଜରିଆରେ କଥା ହେଲେ କେନ୍ଦ୍ରମନ୍ତ୍ରୀ
ଆଦିଲ୍ଲୀ/ଭୁବନେଶ୍ୱର(ଶାସକ ପ୍ରଶାସକ)– କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଭିଡିଓ କନଫରେନ୍ସିଂ ଆପ୍ ‘ମାଇଓଆରଜି୩୬୦’ ଜରିଆରେ ଏହି ଆପକୁ ବିକଶିତ କରିଥିବା…
ଖୁସି ଖବର, ସୁସ୍ଥ ହେଲେ ଆଉ ୧୪ ଜଣ କରୋନା ପଜିଟିଭ
ଭୁବନେଶ୍ୱର (ଶାସକ ପ୍ରଶାସକ ) ଖୁସି ଖବର | ଆଉ ୧୪ ଜଣ କରୋନା ପଜିଟିଭ ସୁସ୍ଥ ହେଲେ | ସେମାନଙ୍କ ମଧ୍ୟରେ କେନ୍ଦ୍ରାପଡାରୁ ଜଣେ ଭୁବନେଶ୍ୱରରୁ ୩ ଜଣ, ବାଲେଶ୍ୱରରୁ ୩ ଜଣ ଓ ଭଦ୍ରକ ୭ ଜଣ ସାମିଲ | ଆଜିର ଏହି ଘୋଷଣା ପରେ କେନ୍ଦ୍ରାପଡା ପଜିଟିଭ ଶୁନ୍ୟ ହୋଇଛି | ଆଜିର ୧୪ ଜଣଙ୍କୁ ମିଶାଇ…
ଗୋଲିଆ ପଞ୍ଚାୟତରେ ଆର.ବି.ଏସ.କେ. ଟିମ
ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆର.ବି.ଏସ.କେ. ଟିମ ଗୁରୁବାର ଦିନ ବୁଗୁଡା ବ୍ଲକ ଗୋଲିଆ ପଞ୍ଚାୟତର ୩ ଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଙ୍ଗରୋଧରେ ଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି। ଏହି ମେଡିକାଲ ଟିମରେ ଡାକ୍ତର…
ଆଉଜଣେ କରୋନା ଯୋଦ୍ଧା : କରୋନା ପାଇଁ ବିବାହ କଲେନି ଫାୟାର ମ୍ୟାନ
ବୋୖଦ୍ଧ(ସିମୁନ୍ ନାଏକ) : କରୋନା ପାଇଁ ସମସ୍ତେ ତତ୍ପର । ବିଶେଷ କରି କରୋନା ଯୁଦ୍ଧରେ ଯେଉଁ ମାନେ ଜଣେ ଜଣେ ଯୋଦ୍ଧା ସେମାନେ ନିଜ ଜୀବନକୁ ବାଜି ଲଗେଇ କର୍ତ୍ତବ୍ୟ କରି ଚାଲିଛନ୍ତି । ଆମେ କହୁଛୁ ଏମିତି ଏକ ଯୋଦ୍ଧାଙ୍କ କଥା ଯିଏ ନିଜ ବିବାହ କୁ ଭୁଲି କର୍ତ୍ତବ୍ୟ କରି କରୋନା ପାଇଁ…
ପୁଣି ଜଣେ କଲିକତି ଫେରନ୍ତା ପଜିଟିଭ
ଆଉ ଜଣେ କଲିକତା ଫେରନ୍ତାଙ୍କ ଦେହରେ କରୋନା ପଜିଟିଭ ଚିହ୍ନଟ ହୋଇ ମୋଟ ସଂଖ୍ୟା ପହଁଚିଲା ୧୪୮ରେ | ନୂଆ ରୋଗୀଙ୍କ ବୟସ ୩୦ ବର୍ଷ | ଘର ବେହେରାପାଟଣା | ଜିଲ୍ଲା ଯାଜପୁର |
ଗ୍ୟାସ ଟାଙ୍କି ଫାଟି ଜଳି ଗଲା 12 ବଖରା
ହାଟଡିହି(ମକରଧ୍ବଜ ଜେନା):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ହାବଳେଶ୍ଵର ପଞ୍ଚାୟତ ଡ଼ିମିରିଆ ଗ୍ରାମରେ ଗ୍ୟାସ ଟାଙ୍କି ଫାଟି 12 ବଖରା ଘର ଜଳି ଯାଇଛି. ଖବର ରୁ ଜଣା ଯାଇଛି ଯେ ସୁବାଷ ପ୍ରଧାନ ଙ୍କ ଘର କୁ ଲାଗି ନିଜର ଏକ ଦୋକାନ ଅଛି. ଗ୍ୟାସ ଯୋଗେ ରୋଷଇ ଚାଲୁ ଥିବା ବେଳେ ଦୋକାନ ରେ ରଖିଥିବା…
କରୋନା ଯୁଦ୍ଧ : ଥାନା ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କଲେ ବିଜେପି ନେତା
ହାଟଡିହି(ମକରଧ୍ବଜ ଜେନା): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ନନ୍ଦିପଦା ଭାରପ୍ରାପ୍ତ ଥାନା ଅଧିକାରୀ ପରେଶ ମହାନ୍ତି ଙ୍କୁ କରୋନା ଯୋଦ୍ଧା ପାଇଁ ସମ୍ବର୍ଦ୍ଧିତ କରାଯାଇଛି | ଆନନ୍ଦପୁର ଭାଜପା ବିଧାୟକ ପ୍ରାର୍ଥୀ ଆଲୋକ ସେଠି ଉପଢ଼ୋକନ ଦେଇ ସମ୍ବର୍ଦ୍ଧିତ କରିଥିଲେ | କରୋନା ମୁକାବିଲା…