ବାଇକ ସହ ଦେଶୀ ମଦ ଜବତ :୨ ଗିରଫ

ଝାରବନ୍ଧ-ମନୋହର ଦାଶ : ଲକଡାଉନ ପରଠାରୁ ସମସ୍ତ ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ ରହିଛି । ମଦ ଦୋକାନ ସିନା ବନ୍ଦ ରହିଛି ହେଲେ ମଦ ର ଚାହିଦା ବିଲକୁଲ କମି ନାହିଁ । ଇତି ମଧ୍ୟରେ ଅନେକ ଗ୍ରାମର ବିଭିନ୍ନ ସ୍ଥାନରେ ତିଆରି ଚାଲିଛି ଦେଶୀ ରନ୍ଧା ମଦ । ଉପଖଣ୍ଡ ର ପୋଲିସ ଓ ଅବକାରୀ ବିଭାଗ ର…

ମାନସିକ ଚାପ : ଆତ୍ମହତ୍ୟା କଲେ ଯୁବକ 

ବରଗଡ଼  :- ଶନିବାର ସାନ୍ଧ୍ୟ ସମୟରେ ପାଇକମାଲ ଥାନାକୁ ଏକ ଦୁଃଖଦ ଖବର ଆସିଲା ଯେ ଛୀଂଦେଇକେଲା ଗ୍ରାମର ଜଣେ ବ୍ୟକ୍ତିଙ୍କର ବ୍ୟକ୍ତିଙ୍କ ବିଲରେ ଜଣେ ଯୁବକର ମୁତଦେହ ଏକ ଗଛରେ ଝୁଲୁଛି । ଘଟଣାର ଖବର ପାଇବା ପରେ DSP ଶ୍ରୀ ଦିନେଶ ନାଏକ , ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଘଟଣା ସ୍ଥଳକୁ…

ଶ୍ରମିକଙ୍କ ପାଇଁ ପୁଣି ଡ୍ରାଇଭର ସାଜିଲେ ମନ୍ତ୍ରୀ ସୁଶାନ୍ତ ସିଂହ ।

http://www.youtube.com/watch?v=ag44JvLS9xY ସୋହେଲା(ଶାସକପ୍ରଶାସକ)-କିଛି ଦିନ ତଳେ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ ଶ୍ରମିକ ମାନଙ୍କ ପାଇଁ ନିଜେ ଡ୍ରାଇଭର ସାଜି ସୋନପୁରକୁ ରାତିରେ ନେଇ ଛାଡିଥିଲେ । ଆଜି ସନ୍ଧ୍ୟାରେ ପୁଣି ଥରେ ସେ ପିକଅପ ଭ୍ୟାନ ଚଳାଇ…

କରୋନା ଲଢେଇରେ ସଫଳ ସରପଞ୍ଚଙ୍କ ନେତୃତ୍ୱ ଲୋକଙ୍କ ଦ୍ୱାରା ସ୍ମରଣୀୟ ରହିବ : ଶ୍ରୀ ପାଣ୍ଡିଆନ 

ଗଂଜାମ ଜିଲ୍ଲା ସରପଞ୍ଚଙ୍କ ସହ ୫-ଟି ସଚିବଙ୍କ ଆଲୋଚନା ଭୁବନେଶ୍ୱର(ଶାସକ ପ୍ରଶାସକ)  : ରାଜ୍ୟ ୫-ଟି ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ. ପାଣ୍ଡିଆନ ଆଜି କରୋନା ମୁକାବିଲା ନେଇ ଗଞ୍ଜାମ ଜିଲ୍ଲାର ସରପଞ୍ଚମାନଙ୍କ ସହିତ ଆଲୋଚନା କରିଛନ୍ତି । ସାମ୍ପ୍ରତିକ ପରିସ୍ଥିତିରେ…

ହାଇଦ୍ରାବାଦରେ ଅସୁସ୍ଥ ଝିଅକୁ ଫେରାଇଆଣିବା ପାଇଁ ପୂଜ୍ୟ ପୂଜା ସଂସଦ ର ଦାବୀ ।

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଳକ ଅନ୍ତର୍ଗତ ଲଇଡା ପଞ୍ଚାୟତର ବୈଜାପାଲି ଗ୍ରାମର ସୂର୍ଯ୍ୟ ମାଝି (୨୪) ଗତବର୍ଷ ରୁ ହାଇଦ୍ରାବାଦର କୁକୁଡୁପଲ୍ଲିର ଗୋଟିଏ ସପିଙ୍ଗ ମଲରେ କାମ କରି ଆସୁଥିଲେ । କିନ୍ତୁ ମହାମାରି କରୋନା ହେବା ପରେ ସେ ନିଜ ଘରକୁ ଆସି…

ସବୁଜ ଅଂଚଳରେ  ଥିଲେ ବି ଶୃଙ୍ଖଳିତ ରହିବା : ଜିଲ୍ଲାପାଳ କଲେ ଅନୁରୋଧ 

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ :  ସମ୍ବଲପୁର ଜିଲ୍ଲା ଗ୍ରୀକ୍ ଜୋନରେ ଥିଲେ ମଧ୍ୟ ସରକାରଙ୍କ ସମସ୍ତ ନିୟମକୁ ମାନି ଚଲିବା ସହ ସାମାଜିକ ଦୂରତ୍ବକୁ ରକ୍ଷା କରିବା ପାଇଁ ସମ୍ବଲପୁର ଜିଲ୍ଲାପାଳ  ସୁଭମ ସାକ୍ସେନାଙ୍କ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି | ଶୁଣନ୍ତୁ କଣ କହିଛନ୍ତି ଜିଲ୍ଲାପାଳ…

କୁଆଡେ ଗଲା ରନ୍ଧା ଖାଦ୍ୟ , ମୁଠାଏ ବି ମିଳିଲାନି ଭୋକ ଲଢେଇରେ ଧନ୍ଦି ହେଉଥିବା ଧୂଁଦିଙ୍କୁ !!!

ଅନାହାର ମୃତ୍ୟୁ ଅଭିଯୋଗ ଆଣିଲେ ବିସିପୁର ପଞ୍ଚାୟତ ସମିତି ସଦସ୍ୟା  ପ୍ରଶାସନ ନିକଟରେ ଖବର ନାହିଁ, ବିଧାୟକ କହିଲେ ନେବେ ଆବଶ୍ୟକ ପଦକ୍ଷେପ  କୁଆଡେ ଗଲେ ବିଡ଼ିଓ, ପଂଚାୟତ ଲୋକପ୍ରତିନିଧି ଓ କାର୍ଯ୍ୟନିର୍ବାହୀ- କୁଆଡେ ଗଲା ମାନବିକତା ! ଅଭିଯୋଗର ନିରପେକ୍ଷ ତଦନ୍ତ କରି…

ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହ ମନ୍ତ୍ରୀ ଓ ଧର୍ମେନ୍ଦ୍ରଙ୍କୁ ଧନ୍ୟବାଦ ଦେଲା ସମ୍ବଲପୁର ବିଜେପି ।

ରଥ ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କର ଅନୁମତି ପ୍ରସଙ୍ଗ  ସମ୍ବଲପୁର  (ରମାକାନ୍ତ ବିଶ୍ବାଳ ) : ସାଢେ ଚାରି କୋଟି ଓଡ଼ିଆଙ୍କ ଆରାଧ୍ୟ ଓ କୋଟିକୋଟି ସନାତନ ଧର୍ମାବଲମ୍ବୀଙ୍କ ବିଶ୍ୱାସ ର ଆଧାର ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥ ଯାତ୍ରା ପ୍ରସଙ୍ଗରେ ଚାଲିଥିବା ବାଦ ବିବାଦ ଓ ଦ୍ଵନ୍ଦ କିଛି…

ପୁଣି ଗଞ୍ଜାମରୁ ୫ କରୋନା ପଜିଟିଭ

ପୁଣି ଆଜି ଷଷ୍ଠ ଦଫାରେ ଚିହ୍ନଟ ହୋଇଛନ୍ତି ୫ କରୋନା ପଜିଟିଭ | ସେମାନେ ସମସ୍ତେ ଗଞ୍ଜାମରୁ | ସେମାନଙ୍କ ବୟସ ଯଥାକ୍ରମେ ୩୯, ୪୯, ୧୬, ୪୮ ଓ ୪୫ ବର୍ଷ | ସମସ୍ତେ ସୁରାଟ ଫେରନ୍ତା | ଆଜି ସକାଳେ ପ୍ରଥମ ଦଫାରେ ୧୨ ଜଣ ଗଞ୍ଜାମରୁ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସରକାରଙ୍କ ୪ର୍ଥ…

ସଚେତନତା ସହ ଚାଲିଛି ଶ୍ରୀଜିଉ ରଥ ତିଆରି 

ପୁରୀ(ଶାସକ ପ୍ରଶାସକ) ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ସେବକଙ୍କ ପାଇଁ ଅନୁଷ୍ଠିତ ହୋଇଯାଇଛି  ସଚେତନତା କାର୍ଯ୍ୟକ୍ରମ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାରଣା ଓ ଭୋଇ ସେବକଙ୍କୁ କରୋନା ସଚେତନତା ପାଇଁ ଦିଆଯାଇଛି ତାଲିମ । ସାମାଜିକ ଦୂରତା ରକ୍ଷା କରି ରଥ ନିର୍ମାଣ ପାଇଁ ନିୟୋଜିତ…