ବଦଳିଲା ଗାଇଡଲାଇନ : ୧୪ ନୁହେଁ, ୨୮ ଦିନିଆ ହେବ କ୍ୱାରାଣ୍ଟାଇନ୍

 ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଦ୍ୱାରା ଜାରି ହେଲା ସଂଶୋଧିତ ବିଜ୍ଞପ୍ତି  କ୍ୱାରାଣ୍ଟାଇନରେ ଥିବା ବ୍ୟକ୍ତି ସ୍ଵେଛାକୃତ ତଥା ଶୃଙ୍ଖଳିତ ସେବା ଯୋଗାଇଲେ ପାଇପାରିବେ ୧୫୦୦ ଟଙ୍କା ପର୍ଯ୍ୟନ୍ତ ପାରିତୋଷିକ  ଆଚରଣ ଶୃଙ୍ଖଳିତ ହେଲେ ୨୧ ଦିନର ବାଧ୍ୟତାମୂଳକ ଆନୁଷ୍ଠାନିକ କ୍ୱାରାଣ୍ଟାଇନ୍ ପରେ…

ଚର୍ଚ୍ଚାରେ ବାରିପଦା ବ୍ଲକ ବିଡ଼ିଓଙ୍କ ବଦଳି ଆଦେଶ : ଏଠି ବଦଳି ହୁଏ କଣ ବାତିଲ ହେବା ପାଇଁ !!!

ମୟୂରଭଞ୍ଜକୁ ଥରେ ଆସିଲେ ଯିବା ପାଇଁ ଇଚ୍ଛା କରୁନାହାନ୍ତି ସରକାରୀ କର୍ମଚାରୀ- ରାକେଶ ସିଂ ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ବାରିପଦା ବ୍ଲକ ବିଡ଼ିଓ ସରୋଜ କୁମାର ଦାଶଙ୍କ ବଦଳି ଆଦେଶକୁ ଚର୍ଚ୍ଚା ଜୋର ଧରିଛି । ଓଏଏସ୍ ସରୋଜ…

 କୋଭିଡ଼-୧୯ ପରୀକ୍ଷା : ୨୩୧୦ ସ୍ୱାବରୁ ୨୧୬୧  ନେଗେଟିଭ

 ୧୪୫ ରିପୋର୍ଟକୁ ଅପେକ୍ଷା ଓ ୪ ପଜିଟିଭ ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାରେ କୋଭିଡ଼-୧୯ ନମୁନା ପରୀକ୍ଷା ୨୩୧୦ରେ ପହଁଞ୍ଚଛି । ମେ ୮ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରୁ ମୋଟ ୨୩୧୦ ଜଣଙ୍କ ନିକଟରୁ ସ୍ୱାବ ସଂଗ୍ରହ କରାଯାଇ   ପରୀକ୍ଷା ନିମନ୍ତେ ପଠା ଯାଇଥିଲା । ଏହା ମଧ୍ୟରୁ …

କ୍ରସଓ୍ବାକ୍ ଟ୍ରଷ୍ଟ ପକ୍ଷରୁ ସଫେଇ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧନା

 ଭୁବନେଶ୍ୱର (ଶାସକ ପ୍ରଶାସକ) :କ୍ରସଓ୍ବାକ୍ ଟ୍ରଷ୍ଟ ପକ୍ଷରୁ ସମସ୍ତ କରୋନା ଯୋଦ୍ଧା ସଫେଇ କର୍ମଚାରୀ ମାନଙ୍କ ପାଇଁ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୁବ ବିଜେଡ଼ି ରାଜ୍ୟ ସମ୍ପାଦକ ଶ୍ରୀ ଆଶିଷ ମିଶ୍ର ଏବଂ ଭୁବନେଶ୍ବର ଯୁବ ବିଜେଡ଼ି…

ବୌଦ୍ଧ ରକ୍ତ ଭଣ୍ଡାରରେ ରକ୍ତଦାନ ଶିବିର 

ହରଭଂଗା/ ପ୍ରତାପ ମେହେର: କୋରନା ପରିସ୍ଥିତି କୁ ଆଖି ଆଗରେ ରଖି ଆଜି ରେଡକ୍ରସ୍ ଦିବସ ଅବସରରେ ବୌଦ୍ଧ ରକ୍ତ ଭଣ୍ଡାର ରେ ଏକ  ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ୟୁଥ୍ ରେଡ୍ କ୍ରସ୍ ବୋୖଦ୍ଧ ଜାତୀୟ ଯୁବ ପ୍ରକଳ୍ପ ମିଳିତ ଆନୁକୁଲ୍ୟରେ ଆୟଜିତ ହୋଇଥିଲା । ଜିଲ୍ଲାପାଳ ଶ୍ରୀ ଲଲାଟେନ୍ଦୁ ମିଶ୍ର…

ସାଇକେଲରେ ବାରାଣସୀରୁ ଗଞ୍ଜାମ ଯାତ୍ରା: ରାସ୍ତାରେ ଅଟକାଇ କ୍ୱାରାଣ୍ଟାଇନ୍‌ରେ ରଖିଲା ବନହରପାଲି ପୋଲିସ

 ଝାରସୁଗୁଡା/ଲଖନପୁର(ପ୍ରଶନ୍ନ କୁମାର ସିଂହ)- ସାରା ବିଶ୍ୱରେ ମହାମାରୀ କରୋନା ଆଲୋଡନ ସୃଷ୍ଟି କରିଛି। ଏହି ସଂକ୍ରମଣକୁ ନିୟନ୍ତ୍ରଣ କରିବାପାଇଁ ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି ରହିଛି। ଏଥିମଧ୍ୟରେ ଯାନବାହାନ ବନ୍ଦ ରହିଛି। ଏଭଳି ସ୍ଥିତିରେ ପ୍ରବାସୀ ଓଡିଆମାନେ ନିଜ ରାଜ୍ୟକୁ…

ମାଲବୋଝେଇ ଗାଡି ଧକ୍କା ୧ ମୃତ ୨ ଗୁରୁତର 

ସମ୍ବଲପୁର(ରମାକାନ୍ତବିଶ୍ବାଳ ): ସମ୍ବଲପୁର ଜ଼ିଲ୍ଲା ଜମନକିରା ପଂଚାୟତ ସମିତି କାର୍ଯ୍ୟାଳୟ ସମ୍ଭୁଖ କଦଳୀମୁଣ୍ଡା ଛକରେ ଆଜି ଏକ ମାଳ ବୋଝଇ ଗାଡି ଭାରସାମ୍ୟ ହରାଇ ଛିଡା ଥିବା ୩ ଜଣଙ୍କୁ ଧକ୍କା ଦେବା ଫଳରେ ୧ ଜଣଙ୍କ ମୃତ୍ୟୁ ହୋଇଛି l ଅନ୍ୟ ୨ ଜଣ  ଗୁରୁତର ଆହତ ହୋଇ ବୁର୍ଲାରେ ଚିକିତ୍ସିତ…

ସଙ୍ଗରୋଧ କେନ୍ଦ୍ରରେ ଜଣେ ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ

ପୋଲସରା/ଡ଼ଃ କୁମୁଦ ଚନ୍ଦ୍ର ବେହେରା: ପୋଲସରା ବ୍ଲକ ଅନ୍ତର୍ଗତ ଢୁଙ୍କାପଡ଼ା ଗ୍ରାମର ଗୁପ୍ତେଶ୍ଵର ନୋଡାଲ ବିଦ୍ୟାପୀଠର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଙ୍ଗରୋଧରେ ରହିଥିବା ଜଣେ ପ୍ରବାସୀ ଓଡ଼ିଆଙ୍କ ହଠାତ ମୃତ୍ୟୁ ଘଟିଥିବା ଜଣାପଡିଛି। ଗତ ତିନିଦିନ ପୂର୍ବେ ପୋଲସରା ବ୍ଲକ ମଧୂପଲ୍ଲୀ ଗ୍ରାମର…

୫%ଙ୍କ ପାଇଁ ନିନ୍ଦିତ ସିନା, ୫%ଙ୍କ ଭଲ କାର୍ଯ୍ୟପାଇଁ ପ୍ରଶଂସିତ ପ୍ରବାସୀ 

ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା ଗଞ୍ଜାମ ଜିଲ୍ଲା ଜଗନ୍ନାଥପୁର ରେଳ ଷ୍ଟେସନରୁ ବସରେ ଆସି ରାତ୍ର ୨ ଘଣ୍ଟାରେ ୭୫ ଜଣ ପ୍ରବାସୀ ଓଡ଼ିଆ ପହଞ୍ଚିଲେ ବୁଗୁଡା ବ୍ଲକର ତାଳସାକାର ଗ୍ରାମ ମହମାୟୀ ହାଇ ସ୍କୁଲର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ। ୫୯ ଜଣ ପୁରୁଷ,୯ ଜଣ ମହିଳା ଓ ୭ ଜଣ ଶିଶୁଙ୍କୁ…