ଟିଟିଲାଗଡ ରେଳବାଇ ଷ୍ଟେସନରେ ପହଂଚି ସମୀକ୍ଷା କଲେ ଜିଲ୍ଲାପାଳ 

ଟିଟିଲାଗଡ(ଗୌରବ ଦର୍ଜୀ) -Covid-19 ଫଳରେ ସମଗ୍ର ଦେଶରେ ତାଲାବନ୍ଦ ହୋଇଛି |  ଶ୍ରମିକମାନେ ଅନେକ ସ୍ଥାନରେ ଅଟକି ରହିଛନ୍ତି |  ଶ୍ରମିକମାନେ ଖାଇବା ଏବଂ ବଞ୍ଚିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି |  ଓଡିଶା ଯାଇଥିବା ଅନେକ ଶ୍ରମିକ ଓଡ଼ିଶାର ନିଜ ଗାଁକୁ ଆସିବାକୁ ଇଚ୍ଛା କରୁଛନ୍ତି।…

ଗଂଜାମ ଜିଲ୍ଲା ପାଇଁ ଗଲେ ତିନି ଯୁବ ଆଇଏଏସ 

ଭୁବନେଶ୍ୱର (ଶାସକ ପ୍ରଶାସକ) ଅଧିକ ସଂଖ୍ୟକ ପଜିଟିଭ କେସ୍ ଚିହ୍ନଟ ହେଉଥିବା ଯୋଗୁଁ ଗଞ୍ଜାମ ଜିଲ୍ଲାରେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ୩ ଜଣ ଆଇଏଏସ୍ ଅଧିକାରୀଙ୍କୁ ନିୟୋଜିତ କରିଛନ୍ତି। ଏହି ଅଧିକାରୀମାନେ କୋଭିଡ୍-୧୯ ପରିଚାଳନାରେ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବେ। ଜିଲ୍ଲା…

ମୟୂରଭଞ୍ଜ @ ୭ :  ପୁଣି ୩ କରୋନା ପଜିଟିଭ ପରେ ବଢ଼ିଲା ଚିନ୍ତା 

ବାରିପଦା(ଦିଲ୍ଲୀପ ମହାନ୍ତି)-ମୟୂରଭଞ୍ଜରେ ପୁଣି ୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ୩ ଆକ୍ରାନ୍ତ ମୟୂରଭଞ୍ଜ ଜିଲ୍ଲାର ବୋଲି…

୪୧୪ କୋଟି ଫାଂକି ଦେଶରୁ ଫେରାର ରାମଦେବ ଇନ୍ଟରନ୍ୟାଶନାଲ ଲିମିଟେଡ଼ 

୪ବର୍ଷ ପରେ ନିଘୋଡ଼ ନିଦରୁ ଉଠି ଅଭିଯୋଗ ଦାଖଲ କଲା ଷ୍ଟେଟ ବ୍ୟାଙ୍କ  ପୁଣି ଜଣେ ଫେରାର ଦେଶରୁ ୪୧୪ କୋଟି ଟଙ୍କା ଲୁଟ କରି | ଏଥର ପଦାକୁ ଆସିଥିବା ଫେରାର ବ୍ୟାଙ୍କ ଋଣ ଖିଲାପକାରୀ ହେଉଛନ୍ତି ବାସମତି ଚାଉଳ ରପ୍ତାନି କରୁଥିବା ରାମଦେବ ଇନ୍ଟରନ୍ୟାଶନାଲ ଲିମିଟେଡ଼ ସତ୍ତ୍ୱାଧିକାରୀ ସୁରେଶ…

ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ନୟାଗଡ଼ ଜିଲ୍ଲା ପାଇଁ ମୁଣ୍ଡବଥା ପାଲଟିଛି 

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସୀମାନ୍ତ ପଂଚାୟତ ଗୁଡିକୁ କରୋନା ଭୟରେ ଗଞ୍ଜାମ ଜିଲ୍ଲାରୁ ବହୁ ଲୋକ ପ୍ରବେଶ କରୁଥିବା ଜଣାଯାଇଛି । ସୁରତରୁ ପ୍ରବାସୀମାନେ ଫେରିଆସିବା ପରେ ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ଆଶ୍ଚର୍ଯ୍ୟ ଜନକ ଭାବେ ବୃଦ୍ଧି ପାଇଛି । କରୋନା…

କରୋନା ସତ୍ତ୍ୱେ ଖରିଫ ପାଇଁ ୯୬ ଲକ୍ଷ ମେଟ୍ରିକ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନ ଲକ୍ଷ୍ୟ

ଭୁବନେଶ୍ୱର(ଶାସକ ପ୍ରଶାସକ) କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଖରିଫ-୨୦୨୦ରେ ୯୬ ଲକ୍ଷ ମେଟ୍ରିକ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏଥିପାଇଁ ଫସଲ ବିବିଧକରଣ ଉପରେ ଗୁରୁତ୍ୱ ଦିଆଯାଇଛି। ଫାର୍ମ ପଣ୍ଡ୍ ଖନନ ଓ ଫସଲ ଋଣ ପ୍ରଦାନ ଉପରେ ପ୍ରାଥମିକତା ଦିଆଯାଇଛି।…

ରେଢାଖୋଲ ଉପଖଣ୍ଡ ବାସୀଙ୍କ ମନରେ ଖୁସିର ଲହରୀ 

 ଫେରିଥିବା ସମସ୍ତ ପ୍ରବାସୀଙ୍କ ସ୍ୱାବ୍ ଟେଷ୍ଟ  ବାହାରିଲା ନେଗେଟିଭ ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ରେଢାଖୋଲ ଉପଖଣ୍ଡକୁ ଫେରିଥିବା ପ୍ରବାସୀ ମାନଙ୍କର ସ୍ୱାବ୍ ଟେଷ୍ଟ ନେଗେଟିଭ ବାହାରିଥିବାରୁ ଲୋକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ପ୍ରକାଶ ଯେ, ରେଢାଖୋଲ…

ଲକଡାଉନ ସମୟରେ ବେସାହାରା ଶ୍ରମିକ ପାଇଁ ବରଦାନ ସାଜିଛି ଏମଜିନରେଗା 

• ସାରା ଦେଶରେ ୫.୯୭ କୋଟି ଶ୍ରମ ଦିବସ ସୃଷ୍ଟି, ରାଜ୍ୟଗୁଡ଼ିକୁ ୨୧,୦୩୨  କୋଟି ଟଙ୍କାର ପାଣ୍ଠି ଯୋଗାଣ • ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଲେ ଗଜପତି ଜିଲ୍ଲାର ଜବକାର୍ଡଧାରୀ ଶ୍ରମିକ ନୂଆଦିଲ୍ଲୀ/ଶାସକ ପ୍ରଶାସକ : କରୋନା ଭୂତାଣୁ ସଂକ୍ରମଣ କାରଣରୁ ସାରା ଦେଶରେ…

କୋଭିଡ଼ ମୁକାବିଲା : ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ସିଏମଆରଏଫକୁ  ୪,୧୬,୧୮୫ ଟଙ୍କା 

ଭୁବନେଶ୍ୱର, (ଶାସକ ପ୍ରଶାସକ): ରାଜ୍ୟରେ କୋଭିଡ୍-୧୯ ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଉଚ୍ଚ ମାଧ୍ୟମିକଶିକ୍ଷା ପରିଷଦ ପକ୍ଷରୁ ୪ ଲକ୍ଷ ୧୬ ହଜାର ୧୮୫ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ସି.ଏମ୍.ଆର.ଏଫ୍ (CMRF)କୁ ପ୍ରଦାନ କରାଯାଇଛି । ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା…

ମଧୁଆପ୍ ଓ ଏଡୁସାଟରେ ସରକାର ପଢ଼ାଇବେ ପାଠ

ଭୁବନେଶ୍ୱର(ଶାସକ ପ୍ରଶାସକ): ରାଜ୍ୟରେ କୋଭିଡ୍-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ଦେଶ ସମେତ ସାରା ରାଜ୍ୟରେ ଲକଡାଉନ୍ ଜାରି କରାଯାଇଥିବା ବେଳେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ ପାଇଁ ରାଜ୍ୟ ସରକାର Whatsapp ଓ D.D ଓଡ଼ିଆ ମାଧ୍ୟମରେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପିଲାମାନଙ୍କ ପାଇଁ ମଧୁ…