Sign in
Sign in
Recover your password.
A password will be e-mailed to you.
ମା ପାଇଁ ଦି ପଦ : ସୋଆ ପକ୍ଷରୁ ମଦର୍ସ ଡେ ପ୍ରତିଯୋଗିତା
ଭୁବନେଶ୍ୱର : ମାତୃତ୍ୱ ଦିବସରେ ମାତୃଶକ୍ତି କୁ ସମ୍ମାନ ଓ ପ୍ରଣାମ | ମା'ର ମମତା, ତ୍ୟାଗ, ତିତିକ୍ଷା, ବଳିଦାନ ଅସୀମ ଆଉ ଅତୁଳନୀୟ | ସେଇ ମା ପାଇଁ ଲେଖି ବସିଲେ ତ ପୋଥି ହୋଇଯିବ | ହେଲେ ସଂସାରର ସର୍ବଶେଷ୍ଠ ସୃଷ୍ଟି "ମା" ର ମହନୀୟତାକୁ ସମ୍ମାନ ଓ ଶ୍ରଦ୍ଧା ଜଣାଇ ଶିକ୍ଷା ଓ ଅନୁସନ୍ଧାନ…
ସୁବାଷଙ୍କୁ ହରାଇ ଲୁହରେ ଭିଜିଛି ଆମ୍ବବାହାଲ
ପଦ୍ମପୁର(ଶାସକ ପ୍ରଶାସକ) -ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ସୁବାଷ ଚୌହାନଙ୍କ ଅକାଳ ବିୟୋଗ ଖବର ପ୍ରସ୍ତରିତ ହେବା ପରେ ତାଙ୍କ ପୈତୃକ ଗ୍ରାମ ଆମ୍ବବାହାଲରେ ଶୋକର ଛାୟା ଖେଳି ଯାଇଛି । ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ଦହିଖା ପଞ୍ଚାୟତ ଆମ୍ବବାହାଲ ଗ୍ରାମରେ…
ମନରେଗା ଗରିବଙ୍କ ପାଇଁ ବରଦାନ ସଦୃଶ୍ୟ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମାରାତ୍ମକ କରୋନାର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ ଡାଉନ୍ ଘୋଷଣାର କଡାକଡି ପାଳନ କରାଯାଉଛି ।
ଏଭଳି ଦୁର୍ଦ୍ଦିନ ସମୟରେ ଗରିବ ଓ କୁଲି ଖଟିଖିଆଙ୍କ କାମଧନ୍ଦା ସବୁ ଠପ୍ ହୋଇ ଯାଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ…
ସୁବାସ ଚୌହାନଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
"ଓଡ଼ିଶାର ସାମାଜିକ ଓ ରାଜନୈତିକ ଜୀବନ ପାଇଁ ଏକ ବଡ କ୍ଷତି"
ଭୁବନେଶ୍ୱର(ଶାସକ ପ୍ରଶାସକ) ଅକାଳରେ ପରଲୋକ ଗମନ କରିଥିବା ପ୍ରବୀଣ ଜନନେତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ସ୍ବର୍ଗତ ସୁବାସ ଚୌହାନଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି କେନ୍ଦ୍ର ପ୍ରେଟ୍ରୋଲିଅମ…
ସୁବାସ ଚୌହାନଙ୍କ ବିୟୋଗରେ ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ଶାସକ ପ୍ରଶାସକ) ଟାଣୁଆ ଜନନେତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ସୁବାସ ଚୌହାନଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ ଉଲ୍ଲେଖ କରିଛନ୍ତି ଯେ "ବରିଷ୍ଠ ରାଜନେତା ତଥା ପଶ୍ଚିମ ଓଡ଼ିଶା ବିକାଶ…
କରୋନା: ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫୦,୦୦୦ଟଙ୍କା ପ୍ରଦାନ କଲେ ଚର୍ଚ୍ଚ କର୍ମକର୍ତ୍ତା
ଘୁ.ଉଦୟଗିରି: କରୋନା ପାଇଁ ସହାୟତାର ହାତ ବଢ଼ାଇ ଛନ୍ତି ଘୁ.ଉଦୟଗିରି ବାପଟିଷ୍ଟ ଚର୍ଚ୍ଚର କର୍ମକର୍ତ୍ତା I ଚର୍ଚ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦,୦୦୦ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି ଘୁ.ଉଦୟଗିରି ଚର୍ଚ୍ଚର କର୍ମକର୍ତ୍ତା I ବାପଟିଷ୍ଟ ଚର୍ଚ୍ଚର କର୍ମକର୍ତା…
ବିଜୁ ଜନତା ଦଳ ପକ୍ଷରୁ ଦିବଂଗତ ନେତା ସୁବାସଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର(ଶାସକ ପ୍ରଶାସକ) ଅକାଳରେ ପରଲୋକ ଗମନ କରିଥିବା ପ୍ରବୀଣ ଜନନେତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ସ୍ବର୍ଗତ ସୁବାସ ଚୌହାନଙ୍କୁ ବିଜୁ ଜନତା ଦଳ ପକ୍ଷରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି | ଗୋପବନ୍ଧୁ ଛକ ସ୍ଥିତ ତାଙ୍କ ସରକାରୀ ବାସ ଭବନରେ ଦଳ ତରଫରୁ…
ଜାରି ରହିଛି କରୋନା ଆତଙ୍କ ରାଜ : ସବୁଜ ଥିବା ଅନୁଗୋଳ ଆସିଲା କରୋନା ଖାପଚକୁ
ସକାଳୁ ସକାଳୁ ଛାତି ଥରେଇଲା ଭଳି ଖବର : ମୁଣ୍ଡ ଗଡ଼ିଲା, ନୂଆ ୫୮ ସହ ୩୫୨ରେ କରୋନା
ଭୁବନେଶ୍ୱର : ସକାଳସକାଳୁ ମୁଣ୍ଡକୁ ଖରାପ କରିଦେଲା ଭଳି ଖବର | ପ୍ରଥମ ଥର ପାଇଁ ଅର୍ଧ ଶତକ ଅର୍ଥାତ ନୂଆ ୫୮ କରୋନା ପଜିଟିଭ ବାହାରିବା ସହ କରନାରେ ଜଣକର ମୃତ୍ୟୁ ଘଟିଛି | ମୃତ୍ୟ ସଂଖ୍ୟା ସରକାରୀ…
ଆଖି ବୁଜିଦେଲେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାସ ଚୌହାନ
ଭୁବନେଶ୍ୱର : ଜଣାଶୁଣା ସଂଗଠକ, ପ୍ରତିବଦ୍ଧ ରାଜନେତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ସୁବାସ ଚୌହାନଙ୍କ ଆଜି ପ୍ରାଣହାନୀ ଘଟଛି | ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହାସ୍ପାତାଳରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି | ତାଙ୍କୁ ୫୪ ବର୍ଷ ହୋଇଥିଲା | ଆଜି ପ୍ରାତଃ…
ବାପା ଛେଉଣ୍ଡ ପିଲାଙ୍କୁ ସହାୟତାର ହାତ ବଢାଇଲେ ଜିଲ୍ଲା ଯୁବ ଯାଦବ ମହାସଭା
ଧର୍ମଗଡ /ସୁଶାନ୍ତ ରାଉତ: କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା କରୋନା ଯୋଦ୍ଧା ସାଜି ନିରୀହ ଅସହାୟ ବାପା ଛେଉଣ୍ଡ ପରିବାରକୁ ସାହାଯ୍ୟର ହାତ ବଢ଼ାଇଛି | କଲମପୁର ବ୍ଲକ ଗଞ୍ଜେଇ ଗୁଡା ଗ୍ରାମକୁ ଯାଇ, ସ୍ୱର୍ଗତ ଯୁବରାଜ ଲହଜଲ ପତ୍ନୀ କୈକେଇ ଲହଜଲ ଝିଅ ସରିତା ଲହଜଲ 12 ବର୍ଷ ଓ ପୁଅ…