ବୁଗୁଡା ବ୍ଲକର ହଟ୍ ସ୍ପଟ୍ ହେଉଛି ବାଲିପଦର: ପଜିଟିଭ ୩୦, ମୃତ୍ୟୁ ସଂଖ୍ୟା ୨

ବୁଗୁଡା(ଡଃ କୁମୁଦ ଚଂଦ୍ର ବେହେରା) - ବୁଗୁଡା ବ୍ଲକର ବାଲିପଦର ଗ୍ରାମ ପଞ୍ଚାୟତ ବାଲିପଦର ଓ ସଦାଶିବପୁର ଶାସନକୁ ନେଇ ଗଠିତ।ପଞ୍ଚାୟତର ଜନସଂଖ୍ୟା ପ୍ରାୟ ପାଞ୍ଚ ହଜାର ଅଟେ। ବାଲିପଦର ହେଉଛି ଏକ ବ୍ୟବସାୟ ପେଣ୍ଠ। ଆଖପାଖ ବହୁ ଗ୍ରାମର ଲୋକମାନେ ବାଲିପଦର ଉପରେ ନିର୍ଭର କରୁଥିବା ବେଳେ ସର୍ବଦା…

ବାଇକ ଦୁର୍ଘଟଣା : ଜଣେ ମୃତ, ଜଣେ ଗୁରୁତର

ବାରିପଦା/ ଦିଲ୍ଲୀପ ମହାନ୍ତି :ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଭାଲିଆଡ଼ିହା ଛକରେ ବାଇକ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର  ହୋଇଥିବା ଖବର ହସ୍ତଗତ ହୋଇଛି । ସୋମବାର ବିଳମ୍ବିତ ରାତିରେ ଦୁର୍ଘଟଣା ହୋଇଥିବା ବେଳେ କାରଣ ଜଣାପଡିନାହିଁ। ତେବେ ଗୁରୁତର ଜଣଙ୍କୁ ଚିକିତ୍ସା ପାଇଁ ବାରିପଦା…

 ଆଜି ସୁସ୍ଥ ହେଲେ ୬୦୯  ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର( ଶାସକ ପ୍ରଶାସକ)  : କରୋନା ଯୋଦ୍ଧାମାନଙ୍କ ନିରବଛିନ୍ନ ପ୍ରଚେଷ୍ଟା କାରଣରୁ ଆଜି ରାଜ୍ୟରେ ସୁସ୍ଥ ହୋଇଛନ୍ତି ୬୦୯  ଜଣ କରୋନା ଆକ୍ରାନ୍ତ | ଫଳରେ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୯୮୬୪  କୁ ବୃଦ୍ଧି ପାଇଛି |  ୨୬୮ଜଣ ଗଂଜାମରୁ, ୧୩୫ଜଣ ସୁନ୍ଦରଗଡରୁ, ୩୭ଜଣ ଖୋର୍ଦ୍ଧାରୁ,…

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ଦାସବର୍ମାଙ୍କ ଗୁଣପୁର ଗସ୍ତ 

ଗୁଣପୁର/ମାଧବ ବିଡ଼ିକା : ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସଂଜୟ କୁମାର ଦାସବର୍ମା ଗୁଣପୁର ଗସ୍ତରେ ଆସି କୋଭିଡ ପରିସ୍ଥିତି ର ସମୀକ୍ଷା କରିଥିଲେ । ରାୟଗଡ ଜିଲ୍ଲାରେ କୋଭିଡ ମୁକାବିଲା ନିମନ୍ତେ ନିଆଯାଉଥିବା ପଦକ୍ଷେପ ବିଷୟରେ ଗୁଣପୁର ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ…

ଏମିତିକା ରାସ୍ତା : ଦେଖିଲେ ଛାତି କୁଂଢ଼େ ମୋଟ ହୋଇଯିବ 

ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରୁ ଆଇଓସିଏଲ ବଢେଇମୁଣ୍ଡା ରାସ୍ତା ବେଦାନ୍ତ ଓ ସ୍ପଞ୍ଜ ଆଇରନ କାରଖାନାର ଶହଶହ ଟ୍ରକ ଗଡୁଛି ,ଲୋକେ ହୀନସ୍ତା ଝାରସୁଗୁଡା/ ସୁବାଷ ସାହାରେ: ଝାରସୁଗୁଡ଼ା ଆଇଓସିଏଲ ଠାରୁ ସାରସମାଳ ଧୁତରା ରାସ୍ତା ଅତି ଦୁର୍ଗମପୂର୍ଣ୍ଣ ସହ ଶୋଚନୀୟ ହୋଇ ପଡିଥିବା ବେଳେ…

ଭୁବନେଶ୍ୱରରୁ ୫୧, ସ୍ଥାନୀୟ ସଂକ୍ରମଣ କେଉଁ ଅଂଚଳରୁ ଦେଖନ୍ତୁ 

ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି |  ୫୧ ଜଣଙ୍କ ମଧ୍ୟରୁ ୧୬ ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ବେଳେ ୩୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି |  ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀରେ ଏବେ ମୋଟ ଆକ୍ରାନ୍ତ ସଂଖ୍ୟା ୭୬୯ଥିବା ସହ ୩୬୧…

ବୃକ୍ଷରୋପଣ କରି ସଚେତନତାର  ବାର୍ତା ଦେଲେ ୬୭ ବୟସ ଅମୂଲ୍ୟ ।

ଝାରସୁଗୁଡା/ ସୁବାଷ ସାହାରେ :  ଝାରସୁଗୁଡ଼ା ଜିଲ୍ଲା ଦୁର୍ଲଗା ପଞ୍ଚାୟତ ମୁଣ୍ଡାଢ଼ିପା ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଗଲା ଏହି କାର୍ଯ୍ୟକ୍ରମ ରେ ଗ୍ରାମର ସମସ୍ତ ଲୋକମାନେ ଓ ବିଦ୍ୟାଳୟର ପୂର୍ବତନ ଛାତ୍ର ମାନେ ଉପସ୍ଥିତ ଥିଲେ ।ଏହା ସହ ଜଣେ ୬୭ ବୟସ ଅମୂଲ୍ୟ…

ଗଜପତି ଜିଲ୍ଲାରେ ଆଜି ପୁଣି ନୂଆ ୨୯ ଟି କରୋନା ପଜିଟିଭ୍ :  ସୂଚନା ଦେଲେ ଜିଲ୍ଲାପାଳ ଅନୁପମ ସାହା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଆଜି ପୁଣି ନୂଆ ୨୯ ଟି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ପ୍ରେସ  ଇସ୍ତହାର ମାଧ୍ୟମରେ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା ।    ପାରଳାଖେମୁଣ୍ଡି ପୌରାଞ୍ଚଳରୁ ୫ ଜଣ , ଗୋଷାଣୀ ବ୍ଲକରୁ ଜଣେ , କାଶୀନଗର ବ୍ଲକରୁ ୬ ଜଣ…

କୋଭିଡରୁ ସୁସ୍ଥ ୮୧ ବର୍ଷୀୟ ଗୋପୀନାଥଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

 ଭୁବନେଶ୍ୱର (ଶାସକ ପ୍ରଶାସକ) : କୋଭିଡରୁ ସୁସ୍ଥ ହୋଇ ଘରକୁ ଫେରିଥିବା କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳର ୮୧ ବର୍ଷୀୟ ଗୋପୀନାଥ ଡାକୁଆଙ୍କ ସହ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଟେଲିଫୋନ ଯୋଗେ କଥା ହୋଇ ତାଙ୍କର ଭଲମନ୍ଦ ପଚାରି ବୁଝିଥିଲେ । ପରିଣତ ବୟସରେ ସେ ଯେପରି ଦୃଢ ମନୋବଳ ଓ…

ଆଇପିଏସ ସ୍ତରରେ ବଡ ଧରଣର ଅଦଳ ବଦଳ , ଅକ୍ଷୟ ପୋଲିସ ଗୃହ ନିର୍ମାଣ ନିଗମ ସିଏମଡି

ସତ୍ୟଜିତଙ୍କୁ ଡିଜି ଅଗ୍ନିଶମ-ଗୃହରକ୍ଷୀ,  ଲଳିତ ଦାସ ଏଡିଜିପି କମ୍ୟୁନିକେସନ  ସୌମେନ୍ଦ୍ରଙ୍କୁ କ୍ରାଇମବ୍ରାଞ୍ଚ, ଆରକେ ଗୁଇନ୍ଦା ନିର୍ଦ୍ଦେଶକ  ପୁରୀ ଏସପି ଉମାଶଙ୍କର ହେଲେ ଡିସିପି ଭୁବନେଶ୍ୱର ଭୁବନେଶ୍ୱର ଡିସିପି ଅନୁପ ସାହୁ ହେଲେ ଗୁଇନ୍ଦା ଡ଼ିଆଇଜି   Bhubaneswar(shasak…