କରୋନା  ଜାଲରୁ ମୁକୁଳିଲେ ୫୦ ଆକ୍ରାନ୍ତ 

ଭୁବନେଶ୍ୱର(ଶାସକ ପ୍ରଶାସକ) : ଏପଟେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପି ଥିବା ବେଳେ  ଆଇ ୫୦ ଜଣ ଆକ୍ରାନ୍ତ  କରୋନା କବଳରୁ ପାଇଛନ୍ତି ମୁକ୍ତି | ଏହାଫଳରେ ରାଜ୍ୟରେ କରୋନା କବଳରୁ ମୁକ୍ତି ପାଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ପହଂହିଲା ୩୯୩ରେ | ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ…

ଓଡ଼ିଶାର ଆମ୍ଫନ ମୁକାବିଲା ଓ ପ୍ରଶାସନିକ ପଦକ୍ଷେପକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା 

ଓଡ଼ିଶାର ୪୫ ଲକ୍ଷ ଲୋକ ପ୍ରଭାବିତ, ଲକ୍ଷେ ହେକ୍ଟରରୁ ଅଧିକ ଚାଷଜମି ପ୍ରଭାବିତ  ଆମ୍ଫନକୁ ନେଇ କ୍ୟାବିନେଟ ସଚିବ ଓ ଓଡ଼ିଶାର ମୁଖ୍ୟ ସଚିବଙ୍କ ଆଲୋଚନା  ପ୍ରଭାଵିତ ହୋଇଛନ୍ତି  ୮୯ ବ୍ଲକ୍ ଅନ୍ତର୍ଗତ ୧୫୦୦ ଗ୍ରାମ ପଞ୍ଚାୟତ ଭୁୁବନେଶ୍ୱର:" ବାତ୍ୟା ଆମ୍ଫନ ଯୋଗୁ   ରାଜ୍ୟର ୪୫ ଲକ୍ଷ ଲୋକ…

“ଭାରତରତ୍ନ ରାଜୀବ ଗାନ୍ଧୀ ଥିଲେ ମହାମାନବୀୟ ଚିନ୍ତାଧାରାର ଜ୍ୱଳନ୍ତ ଉଦାହରଣ”

ପ୍ରଦେଶ କଂଗ୍ରେସ ପକ୍ଷରୁ ରାଜୀବ ଗାନ୍ଧୀଙ୍କ ୨୯ତମ ବଳିଦାନ ଦିବସ ପାଳିତ ଭୁବନେଶ୍ୱର(ଶାସକ ପ୍ରଶାସକ): ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ଭାରତରତ୍ନ  ପୂର୍ବତନ ପ୍ରଧାନମନ୍ତ୍ରୀ, ସ୍ୱର୍ଗତଃ ରାଜୀବ ଗାନ୍ଧୀଙ୍କ ୨୯ତମ ବଳିଦାନ ଦିବସ କଂଗ୍ରେସ ଭବନ ଭୁବନେଶ୍ୱର ଠାରେ ପାଳିତ…

ବିମାନ ଯାତ୍ରା ପାଇଁ ଆରୋଗ୍ୟ ସେତୁ ଆପ ବାଧ୍ୟତାମୂଳକ, ଜାରି ହେଲା ଏସଓପି 

 ଭୁବନେଶ୍ୱର(ଶାସକ ପ୍ରଶାସକ)  ଦେଶରେ ଘରୋଇ ବିମାନ ସେବା ୨୫ ତାରିଖରୁ ପର୍ଯ୍ୟାୟଭିତ୍ତିକ ଭାବେ ଆରମ୍ଭ ହେଉଥିବା ବେଳେ ଆଜି ଏହି ଉଦ୍ଦେଶ୍ୟରେ  ବିମାନ ବନ୍ଦର କର୍ତ୍ତୃପକ୍ଷ ଜାରି କରିଛନ୍ତି ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ ପ୍ରୋସିଜିୟର୍ସ ଜାରି କରିଛନ୍ତି | ସବୁ ବିମାନ ବନ୍ଦରକୁ ଯାର କରିଥବା ଏହି…

ସମ୍ବଲପୁରରେ ଆଜି ପୁଣି ୨ ଜଣ କରୋନା ପୋଜିଟିଭ

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ସମ୍ବଲପୁରରେ ଆଜି ପୁଣି ୨ ଜଣ କରୋନା ପୋଜିଟିଭ ଚି଼ହ୍ନଟ ହୋଇଛନ୍ତି l ଏହାକୁ ମିଶାଇ ଏବେ ସମ୍ବଲପୁର ଜ଼ିଲ୍ଲାରେ ସମୁଦାୟ ୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି l ତେବେ ସମ୍ବଲପୁର ଜ଼ିଲ୍ଲାରେ ଆଜି ୨  ଜଣ  କରୋନା ପଜିଟିଭ୍ ଚିହ୍ନଟ ହେବା ପ୍ରଶାସନ ପାଇଁ…

କରୋନା ନେଲା ଜଣକ ଜୀବନ, ଆଉ ନୂଆ ଚିହ୍ନଟ ହେଲେ ଏକାବନ  : ନୟାଗଡ଼ରୁ ଚିହ୍ନଟ ହେଲା ସର୍ବାଧିକ ୧୧ଜଣ 

 ଭୁବନେଶ୍ୱର( ଶାସକ ପ୍ରଶାସକ) : ରାଜ୍ୟରେ  କରୋନା ନେଇଛି ଆଉ ଜଣକ ଜୀବନ |  ଏହା ସହିତ ଚିହ୍ନଟ ହୋଉଛନ୍ତି ଆଉ ୫୧ ନୂଆ ଆକ୍ରାନ୍ତ |  ମୃତ ବ୍ୟକ୍ତି ଜଣକ  ଗଞ୍ଜାମ ଜିଲ୍ଲାର । ଏହି ମୃତ୍ୟୁକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ରାଜ୍ୟରେ ଆଜି ନୂଆ ୫୧ଜଣ କରୋନା ପଜିଟିଭ୍…

ଅଫିସ ଆସିବେନି ଗର୍ଭବତୀ ଓ ଭିନ୍ନକ୍ଷମ ଅଧିକାରୀ-କର୍ମଚାରୀ

କାର୍ମିକ ଓ ପ୍ରଶିକ୍ଷଣ ବିଭାଗର ଅନୁମତି • ପୁରୁଣା ରୋଗ ଥିବା କର୍ମଚାରୀ ମଧ୍ୟ ଅଫିସ ଆସିବାରୁ ଛାଡ଼ ପାଇବେ • ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ/ବିଭାଗ ଓ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ପାଇଁ ନିୟମ ଲାଗୁ ନୂଆଦିଲ୍ଲୀ (ଏସପିବି) : କାର୍ଯ୍ୟାଳୟକୁ ନଆସିବା ଲାଗି ଗର୍ଭବତୀ ମହିଳା…

ଓଡଗାଁ ବ୍ଲକ ଅଂଚଳରେ ଅଧିକ ସଂକ୍ରମିତ ଚିହ୍ନଟ : ଲୋକଙ୍କ ଭିତରେ କୋକୁଆ ଭୟ

ନାଥିଆପଲ୍ଲୀ ଓ ସୁନାମୁହିଁ ସଂଗରୋଧ ଗୃହରୁ ଏକକାଳୀନ ୧୧ଜଣ ସଂକ୍ରମିତ ଚିହ୍ନଟ ! କୋଭିଡ - ୧୯ ହସ୍ପିଟାଲକୁ ସଂକ୍ରମିତମାନେ ହେଲେ ସ୍ଥାନାନ୍ତରିତ : ସ୍ୱାସ୍ଥ୍ୟ ଅଧିକାରୀ ଦେଲେ ସୂଚନା  ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର) :  ନୟାଗଡ଼ ଜିଲ୍ଲାରେ ହୁହୁ ହୋଇ କରୋନା ଆକ୍ରାନ୍ତଙ୍କର ସଂଖ୍ୟା…

 “ଜନଗହଳିପୂର୍ଣ୍ଣ ଅଞ୍ଚଳରେ କ୍ୱାରେଣ୍ଟାଇନ ସେଣ୍ଟର ଦୂରରେ କରାଯାଉ “

ବଲାଙ୍ଗୀର (ନିରୋଜ ମିଶ୍ର):  ବଲାଙ୍ଗୀର ଏକ କରୋନା ମୁକ୍ତ ଅଞ୍ଚଳ ଥିଲା । କିନ୍ତୁ ବର୍ତ୍ତମାନ ଯାଏ ୬ଜଣ କରୋନା ଆକ୍ରାନ୍ତ ରୋଗୀ ଏହିଜିଲ୍ଲାରେ ଚିହ୍ନଟ ହୋଇଥିବା ସମ୍ବାଦ ବଲାଙ୍ଗୀରରେ କୋକୁଆ ଭୟ ସୃଷ୍ଟି କରିଛି । ଯାହା ଜଣାପଡେ ଆକ୍ରାନ୍ତ ୬ଜଣ ଯାକ ସମସ୍ତେ ଅନ୍ୟ ରାଜ୍ୟରୁ ଫେରିଥିବା ଶ୍ରମିକ…

ବେଆଇନ ବାଲି ଚୋରି ଚାଲାଣ ଜଗଦଲପୁର ପୋଲିସ ଦ୍ବାରା ୩ ଟ୍ରାକ୍ଟର ଜବତ

ଝାରବନ୍ଧ-ମନୋହର ଦାଶ : ସାରା ବିଶ୍ୱରେ କରୋନା ବିଭୀଷିକାର ଦେଖାଦେଇ ଥିବା ବେଳେ ସାଧାରଣ ଜୀବନ ଯାପନ ପ୍ରଣାଳୀ ରେ ମଧ୍ୟ ଏହାର ପ୍ରଭାବ ପଡୁଛି । ଭାରତ ସରକାର ଓ ଓଡିଶା ସରକାର ଦେଶ ତଥା ରାଜ୍ୟ ରେ ଲକଡାଉନ ବ୍ୟବସ୍ତା କଡା କଡୀ କରିବା ସହ କରୋନା ସଂକ୍ରମଣ କୁ ପ୍ରତିହିତ କରାଇବାକୁ ଅଛନ୍ତି ।…