Sign in
Sign in
Recover your password.
A password will be e-mailed to you.
କାଶୀନଗର ଶିକ୍ଷା ବିଭାଗ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦେଲେ ୪,୮୩,୭୫୧ ଟଙ୍କା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସଂପ୍ରତି ରାଜ୍ୟରେ କରୋନା ମହାମାରୀର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଗଜପତି ଜିଲ୍ଲାର କାଶୀନଗର ବ୍ଳକ ଶିକ୍ଷା ବିଭାଗ ପକ୍ଷରୁ ୪,୮୩,୭୫୧ (ଚାରି ଲକ୍ଷ ତେଆଅଶୀ ହଜାର ସାତଶହ ଏକାବନ) ଟଙ୍କା ପ୍ରଦାନ କରାଯାଇଛି।
ଜିଲ୍ଲା…
କଂଗ୍ରେସ କାର୍ଯ୍ୟାଳୟରେ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସ ପାଳନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସ ପାଳନ କରାଯାଇଛି।
ଏହିକାର୍ଯ୍ୟକ୍ରମରେ ନଗର କଂଗ୍ରେସ ସଭାପତି ବସନ୍ତ ପଣ୍ଡାଙ୍କ ସମେତ…
କାଲି ବାହାରିଥିଲେ ୧୧ ପଜିଟିଭ ଆଜି ପୁଣି ୬ !
ଗମ୍ଭୀରତା ଅନୁଭବ କରି ସରପଞ୍ଚ ପ୍ରୟୋଗ କଲେ ଜିଲ୍ଲାପାଳ କ୍ଷମତା
୨୨ ସନ୍ଧ୍ୟାରୁ କୁରାଳ ପଂଚାୟତର ସମସ୍ତ ପଲ୍ଲୀ ଗ୍ରାମରେ ୪୮ ଘଣ୍ଟିଆ ସଟ ଡାଉନ
ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ନୟାଗଡ ଜିଲ୍ଲା ଓଡଗାଁ ବ୍ଲକ ଅଞ୍ଚଳର କୁରାଳ ଗ୍ରାମପଞ୍ଚାୟତରେ ଥିବା ଦୁଇଟି ସଙ୍ଗରୋଧ କେନ୍ଦ୍ରରୁ ଗତକାଲି ୧୧…
ଅମ୍ଫାନ୍ ମୁକାବିଲା ଓ କ୍ଷୟକ୍ଷତି ସହାୟତା ପ୍ରଦାନ ନେଇ ଆକ୍ସନ୍ ମୁଡ଼ରେ ବବି
ମୟୂରଭଞ୍ଜକୁ ମାରାଥନ ଗସ୍ତ, ପ୍ରଭାବିତ ଲୋକଙ୍କୁ ସହଯୋଗ ଯୋଗାଇଦେବାକୁ ଦଳୀୟ କର୍ମୀଙ୍କୁ ଆହ୍ବାନ
ବାରିପଦା(ଦିଲ୍ଲୀପ ମହାନ୍ତି) : -ସାମୁଦ୍ରିକ ଝଡ଼ ଅମ୍ଫାନର ସଫଳ ମୁକାବିଲା ଏବଂ ପରବର୍ତ୍ତୀ ସମୟରେ କ୍ଷୟକ୍ଷତି ଜନିତ ସହଯୋଗ ପାଇଁ ଆକ୍ସନ୍ ମୁଡ଼ରେ ଆସିଛନ୍ତି ବିଜେଡି ସଂଗଠନ ସଂପାଦକ…
କାଲି ଆକାଶମାର୍ଗରୁ ପଶ୍ଚିମବଙ୍ଗ ଓ ଓଡିଶାର ବାତ୍ୟା ପ୍ରଭାବିତ ଅଂଚଳର ସର୍ଭେ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ (ଶାସକ ପ୍ରଶାସକ) : କାଲି ପଶ୍ଚିମବଙ୍ଗ ଓ ଓଡିଶାର "ଅମ୍ଫନ୍ " ବାତ୍ୟା ପ୍ରଭାବିତ ଅଂଚଳ ଆକାଶମାର୍ଗରୁ ସର୍ଭେ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ଆକାଶମାର୍ଗରୁ ସର୍ଭେ ସହ ସମୀକ୍ଷା ବୈଠକ ମଧ୍ୟ ନେବାର କାର୍ଯ୍ୟକ୍ରମ ରହିଛି | ବାତ୍ୟା ପ୍ରଭାବିତ ଅଂଚଳରେ ରିଲିଫ ଓ…
ଓଡ଼ିଶା କେନ୍ଦୁପତ୍ର କର୍ମଚାରୀସଂଘର ଜରୁରୀ କାର୍ଯ୍ୟକାରୀ ବୈଠକ : ଛଟେଇ ହୋଇଥିବା ୧୫00 ରୁ ଉର୍ଦ୍ଧ ଚପରାଶୀଙ୍କୁ…
ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ର ଏକ ଜରୁରୀ କାର୍ଯ୍ୟକାରୀ କମିଟି ବୈଠକ ବୁଧବାର ଭିଡିଓ କନଫରେନ୍ସ ମାଧ୍ୟମରେ ସଂଘର ସଭାପତି ବିଜୟ ମହାନ୍ତି ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଅଛି। ପ୍ରଥମେ ସାଧାରଣ ସମ୍ପାଦକ ଯୋଗେନ୍ଦ୍ର ତ୍ରିପାଠୀ ବିଭିନ୍ନ…
ଡାଲି ବଣ୍ଟନକୁ ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ ସ୍ମାରକପତ୍ର
ବଲାଙ୍ଗୀର , ଟିଟିଲାଗଡ଼ (ଗୌରବ ଦର୍ଜୀ): କରୋନା ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଗରିବ ଳୋକଙ୍କ ପାଇଁ ବିଭିନ୍ନ ଗୁଡିଏ ଯୋଜନା କରୁଛନ୍ତି। କିନ୍ତୁ ବଲାଙ୍ଗୀର ଜିଲ୍ଲାର ସଇଁତଳା ଅଞ୍ଚଳର କେତୋଟି ଗ୍ରାମ ପଞ୍ଚାୟତରେ ଏ ପର୍ଯ୍ୟନ୍ତ ଡାଲି ବଣ୍ଟନହୋଇ ନାହିଁ।…
ବାତ୍ୟା ପ୍ରଭାବିତ ଅଂଚଳ ଆକାଶ ମାର୍ଗରୁ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ
http://www.youtube.com/watch?v=6hi7XhR_d_I
ଗମନାଗମନ ଓ ବିଦ୍ୟୁତ ସେବା ସ୍ୱାଭାବିକ କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ଦେଲେ ନିର୍ଦ୍ଦେଶ
ପଶ୍ଚିମବଙ୍ଗରେ ହୋଇଥିବା ବ୍ୟାପକ କ୍ଷୟକ୍ଷତିର ସମବେଦନା ଜ୍ଞାପନ କଲେ ନବୀନ
ଆବଶ୍ୟକ ସହଯୋଗ ପାଇଁ…
RAILWAYS TO RUN 12 PAIRS OF SPECIAL TRAINS FROM & THROUGH ECOR JURISDICTION
Bhubaneswar(Shasak Prashasak) : In addition to the services of Shramik Special trains, Indian Railways has announced to run 200 new Time Tabled Trains from June 1, 2020. In view of the above, it has been decided to run 11 pairs of Special…
“ବିଦେଶୀ ଶକ୍ତିର ହାତବାରିସୀ ହୋଇ ଭାରତୀୟ ପରମ୍ପରା ଓ ସନ୍ଥ ସମାଜକୁ ନିଚ୍ଚା ଦେଖାଇବା ପାଇଁ ହୋଇଛି …
ଭୀମ ଭୋଇଙ୍କ ବିରୋଧରେ କଟୁ ମନ୍ତବ୍ୟ ଦେଇଥିବା ଲେଖକ ବିରୋଧରେ କୁଶପୁତ୍ତଳିକା ଦାହ
ରେଢ଼ାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସନ୍ଥ କବି ଭୀମ ଭୋଇ ହେଉଛନ୍ତି ସମଗ୍ର ଓଡିଆ ଜାତି ପାଇଁ ଗର୍ବ ଓ ଗୌରବ । ଦରିଦ୍ର ଏବଂ ଦଳିତ ପରିବାରରରେ ଜନ୍ମିତ ଭୀମ ଭୋଇ ଜନ୍ମରୁ ଅନ୍ଧ…